Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନନ୍ଦନକାନନ ଆସିଲା ଯାଜପୁରରୁ ଉଦ୍ଧାର ହିମ ଶାଗୁଣା
ବାରଙ୍ଗ: ଯାଜପୁରରୁ ଉଦ୍ଧାର ହୋଇଥିବା ବିରଳ ପ୍ରଜାତିର ହିମ ଶାଗୁଣାକୁ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି। ତାକୁ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରସ୍ଥ କ୍ବାରେଣ୍ଟାଇନ୍ କକ୍ଷରେ ରଖି ଚିକିତ୍ସା କରାଯାଉଛି। ଏହି ହିମ ଶାଗୁଣାଟି ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ଥିବା…
କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ
କଟକ: କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି। ଏସସିବି ମେଡ଼ିକାଲ କଲେଜରେ ୬୯ ବୟସରେ ତାଙ୍କର ଦେହାନ୍ତ ହୋଇଛି। କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଥିବା ନେଇ ହସ୍ପିଟାଲ ଅଧୀକ୍ଷକ ସୁଧାଂଶୁ ଶେଖର…
ଶ୍ରୀରାମ ପଞ୍ଚରତ୍ନ ସ୍ତୋତ୍ର
ଶ୍ରୀରାମ ପଞ୍ଚରତ୍ନ ସ୍ତୋତ୍ର
==============
ଶ୍ରୀ ଶଙ୍କରାଚାର୍ଯ୍ୟ କୃତ ମୂଳ ସଂସ୍କୃତ
ଶ୍ଲୋକର ଭାବାନୁବାଦ :-
(1)
କଞ୍ଜାତପତ୍ର ପରାୟେ ଆୟତ୍ତ ଲୋଚନ l
କର୍ଣ୍ଣେ କୁଣ୍ଡଳ, ଉଜ୍ଜଳ ଅତି ଶୋଭାବନ ll
ସୂର୍ଯ୍ୟବଂଶେ ଜାତ ପ୍ରଭୁ କାରୁଣ୍ୟହରଣ l
କରୁଣାବତାର ନମେ ଶ୍ରୀ ରାମ ଲକ୍ଷ୍ମଣ…
ଗଜପତିରେ ୫-ଟି ଅଧ୍ୟକ୍ଷ ବିଦ୍ୟାର୍ଥୀଙ୍କୁ ଦେଲେ ସଫଳତାର ମନ୍ତ୍ର ମୋହନା ପାଇଁ ୧୬୦ କୋଟି, ପାରଳାକୁ ୧୧୮ କୋଟିର…
ପାରଳାଖେମୁଣ୍ଡି: ‘ଲୋକମାନେ ଯାହା ଚାହିଁବେ, ସରକାର ସେୟା କରିବେ। ଅନ୍ୟ କୌଣସି ସରକାରରେ ଏହା ହେବ ନାହିଁ। ସାତ ମାସରେ କେବଳ ଗଜପତି ଜିଲ୍ଲାକୁ ୨୭୯ କୋଟି ଟଙ୍କା ଦିଆଯାଇଛି। ଲୋକଙ୍କ ଦରଖାସ୍ତ ଆଧାରରେ ସରକାର ଏହି ଟଙ୍କା ମଞ୍ଜୁର କରିଛନ୍ତି। ଏ ସରକାର ଲୋକଙ୍କର।’ ଆଜି କାଶୀନଗରଠାରେ ଏକ…
ବଢିଲା ରାମଲଲ୍ଲାଙ୍କ ଦର୍ଶନ ସମୟ, ପ୍ରବଳ ଗହଳିକୁ ଦେଖି ପ୍ରଶାସନର ନିଷ୍ପତ୍ତି
ଅଯୋଧ୍ୟା: ଅଯୋଧ୍ୟାରେ ରାମଲାଲ୍ଲାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ରାମ ମନ୍ଦିର ଦର୍ଶନର ସମୟକୁ ବୃଦ୍ଧି କରାଯାଇଛି । ଏବେ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ରାମଲଲାଙ୍କୁ ଦର୍ଶନ କରିପାରିବେ। ବାସ୍ତବରେ…
ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର’ ବିଜେତାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଉପସ୍ଥିତ ଥିଲେ। କଳା ଏବଂ ସଂସ୍କୃତି, ସାହସିକତା, ନବସୃଜନ,…
ଆଇଟିଡିଏ ପକ୍ଷରୁ ୨ ଦିନିଆ ଯୁବ ଉଦ୍ୟୋଗୀ କର୍ମଶାଳା
ଫୁଲବାଣୀ : କନ୍ଧମାଳ ଜିଲାର ଫୁଲବାଣୀ ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଆଇଟି ଡିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଫୁଲବାଣୀ ଉପଖଣ୍ଡର ୩ଟି ବ୍ଲକ୍ ରେ କାମ କରୁଥିବା ଆଦିବାସୀ ଯୁବକ ଯୁବତୀମାନଙ୍କୁ ନେଇ ଲଘୁ ଉଦ୍ୟୋଗ ସ୍ଥାପନ ଓ ପରିଚାଳନା ସମ୍ବନ୍ଧୀୟ ୨…
ବଜେଟ ଅଧିବେଶନ ସମୟରେ ଭିଜିଟରଙ୍କୁ ଯାଞ୍ଚ କରିବେ ସିଆଇଏସଏଫ ଯବାନ
ନୂଆଦିଲ୍ଲୀ: ସଂସଦ ଗୃହରେ ଭିଜିଟର ଏବଂ ସେମାନେ ଆଣୁଥିବା ସାମଗ୍ରୀ ଯାଞ୍ଚ କରିବା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ଯବାନଙ୍କୁ ନିୟୋଜିତ କରାଯାଇଛି। ଗତ ବର୍ଷ ଡିସେମ୍ବର ୧୩ ରେ ଦୁଇଜଣ ବ୍ୟକ୍ତି ଶୂନ୍ୟକାଳରେ ପବ୍ଲିକ ଗ୍ୟାଲେରୀରୁ ଲୋକସଭା ଚାମ୍ବରକୁ ଡେଇଁ କାନିଷ୍ଟରରୁ…
ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ପୁରୀ: ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ଥର ପାଇଁ ଶ୍ରୀକ୍ଷେତ୍ର ଗସ୍ତ କରିଛନ୍ତି। ଗତ ୧୭ ତାରିଖ (ବୁଧବାର) ଦିନ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପୁରୀ ଗସ୍ତ କରିଥିବା ବେଳେ ଆଜି ଅପରାହ୍ଣ ୪ଟା ୪୫ରେ ପୁଣୀ ଶ୍ରୀକ୍ଷେତ୍ର ପହଞ୍ଚିଛନ୍ତି। …
ଶ୍ରୀଯମୁନାଷ୍ଟକଂ
ଶ୍ରୀଯମୁନାଷ୍ଟକଂ
================
ମୂଳ ସଂସ୍କୃତ ରଚନା - ଶ୍ରୀବଲ୍ଲଭାଚାର୍ଯ୍ୟ
ଭାବାନୁବାଦ - ଅର୍ଜୁନୀ ଚରଣ ବେହେରା
(୧)
ନମାମୀ ଯମୁନା ଦେବୀ ସର୍ଵ ସିଦ୍ଧିପ୍ରଦେ l
ମୁରାରୀ ପଦ ପଙ୍କଜ ରେଣୁ ବହୁ ହୃଦେ ll
ପତ୍ରପୁଷ୍ପେ ରମଣୀୟ ତୋ ତୀର କାନନ l
ମନ୍ଦ ମନ୍ଦ ଗନ୍ଧ ବହେ,ବାରି…