Browsing Category

ଓଡିଶା

ବିଶ୍ୱ ଜଳାତଙ୍କ ଦିବସ ପାଳିତ

ନୟାଗଡ଼(୨୮/୯ ):ନରେନ୍ଦ୍ରପୁରସ୍ଥ ବିଡ଼ିଏ ବିଦ୍ୟାପୀଠରେ ବିଶ୍ୱ ଜଳାତଙ୍କ ଦିବସ ଉପଲକ୍ଷେ ଏକ ସଚେତନତା ସଭା ପ୍ରଧାନ ଶିକ୍ଷକ ମନୋଜ କୁମାର ଗୁମାନସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ରାଜସୁନାଖଳା ପ୍ରାଣୀ ଚିକିତ୍ସାଳୟର ଡାକ୍ତର ପ୍ରିୟରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବରେ…

ବିଶ୍ୱ ଅନୁବାଦ ଦିବସରେ ତିନି ରାଜ୍ୟରେ ଜାତୀୟ ଅନୁବାଦ ସମ୍ମିଳନୀ

ଭୁବନେଶ୍ୱର : ବିଶ୍ୱ ଅନୁବାଦ ଦିବସ ପାଳନ ଅବସରରେ ଭାରତୀୟ ଅନୁବାଦ ସାହିତ୍ୟ ପକ୍ଷରୁ ଉତ୍ତରାଖଣ୍ଡ, ପଞ୍ଜାବ ଓ ଓଡ଼ିଶାରେ ତିନୋଟି ଦୂରଭାଷୀ ଜାତୀୟ ଅନୁବାଦ ସମ୍ମିଳନୀ ଏବଂ ବହୁଭାଷୀ କବିତା ପାଠ ଉତ୍ସବ ଆୟୋଜିତ ହେବ। ସଂଗଠନର ସଂସ୍ଥାପକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।…

“ଆବାସସ୍ଥଳକୁ ସଂଯୋଗ କରିବା, ବନ୍ୟଜନ୍ତୁଙ୍କ ସମୃଦ୍ଧି” ବାର୍ତ୍ତାରେ ବନ୍ୟଜନ୍ତୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର, ତା. ୨୯.୦୯.୨୦୨୬:(ଶେଖର ଖୁରା )ବନ୍ୟଜନ୍ତୁ ସୁରକ୍ଷା, ସେମାନଙ୍କ ପ୍ରାକୃତିକ ଆବାସସ୍ଥଳୀର ସଂରକ୍ଷଣ ଏବଂ ଜୈବ ବିବିଧତାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନବରଙ୍ଗପୁର ବନଖଣ୍ଡ ପକ୍ଷରୁ “ଆବାସସ୍ଥଳକୁ ସଂଯୋଗ କରିବା, ବନ୍ୟଜନ୍ତୁଙ୍କ ସମୃଦ୍ଧି” ବିଷୟବସ୍ତୁକୁ ଆଧାର…

“ସଂକଳ୍ପ ଅଭିଯାନ” ଅବସରରେ ଜିଲ୍ଲାସ୍ତରୀୟ ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ନବରଙ୍ଗପୁର, ତା. ୨୯.୦୯.୨୦୨୬:(ଶେଖର ଖୁରା )“ସଂକଳ୍ପ ଅଭିଯାନ” ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ସମନ୍ୱୟରେ ଆଜି ସ୍ଥାନୀୟ ଆର୍‌.ସି.ଡି. ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

‘ରବି ଅଭିଯାନ ୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମନ୍ୱିତ ଯୋଜନା, ବୈଜ୍ଞାନିକ ମୂଲ୍ୟାଙ୍କନ ଏବଂ କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ ମାଧ୍ୟମରେ ରବି ଋତୁ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି।…

ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ: ୫ ଭାଟି ସିଲ୍, ଘରୋଇ ଗ୍ୟାସ୍ ଜବତ

ପୁରୀ: ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ। ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ଓ ଗଜା ତିଆରି ହେଉଥିବା ଅଭିଯୋଗ ପରେ, ଆଜି ସକାଳୁ ଖାଦ୍ୟ ସୁରକ୍ଷା ବିଭାଗ, ପୁରୀ ମ୍ୟୁନିସିପାଲିଟି…

ଆସନ୍ତା ୮ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ରାଜ୍ୟରେ ଜନସାଧାରଣଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା, ଛାତ୍ର ସ୍ୱାର୍ଥ, ଭୋଟ୍ ଜାଲିଆତି ଏବଂ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଆଭିମୁଖ୍ୟକୁ ବିରୋଧ କରି ଆସନ୍ତା ୮ ତାରିଖରେ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ପ୍ରଦେଶ କଂଗ୍ରେସ କମିଟି…

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ: ଓଡ଼ିଶା ସରକାରଙ୍କୁ…

ନୂଆଦିଲ୍ଲୀ: ରାଜ୍ୟରେ ସ୍କୁଲ ପାଠ୍ୟପୁସ୍ତକ ଛପା ଏବଂ ସାମଗ୍ରୀ ଯୋଗାଣରେ ବ୍ୟାପକ ଆର୍ଥିକ ଅନିୟମିତତା ସମ୍ପର୍କିତ ଅଭିଯୋଗକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏହି ସମ୍ବେଦନଶୀଳ ମାମଲାରେ ତୁରନ୍ତ ଆବଶ୍ୟକୀୟ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ…

ଇଣ୍ଡିଆ ମେଣ୍ଟ ବୈଠକ ପାଇଁ ବଡ଼ ନିଷ୍ପତ୍ତି ନେଲେ ଡିଏମକେ-ଆପ: ଯୋଗ ଦେବେ ନାହିଁ ଅଖିଳେଶ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଆକ୍ରମଣାତ୍ମକ ଥିବା ଇଣ୍ଡିଆ ବ୍ଲକ ଆସନ୍ତାକାଲି ସକାଳ ୧୧ ଟାରେ କନଷ୍ଟିଚ୍ୟୁସନ କ୍ଲବରେ ବୈଠକ କରିବ। ଏହା ପୂର୍ବରୁ ମେଣ୍ଟକୁ ଝଟକା ଲାଗିଛି। ସୂଚନା ଅନୁସାରେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଏବଂ ଅରବିନ୍ଦ…