Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭିଜିଲାନ୍ସ ଜାଲରେ ଉଠା ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ
ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଉଠା ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି।…
ଆଦାନୀ ହଟାଓ ଗନ୍ଧମାର୍ଦନ ବଚାଓ ଜିଲ୍ଲାସ୍ତରୀୟ କର୍ମକର୍ତା ସମିଳନୀ
ପଦ୍ମପୁର : ଗନ୍ଧମାରଦନ ସୁରକ୍ଷା ଆକ୍ସନ କମିଟି ର ପଦ୍ମପୁର ମୁକ୍ତାଲଜ ସମିଳନୀ କକ୍ଷରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଥବିର ଚରଣ ମେହେର ଦୀପ ପ୍ରଜ୍ୱଳନ କରିଥିଲେ। ଏକସନ କମିଟି ଖପ୍ରାଖୋଲ ରୁ ଶତାଧିକ କର୍ମୀ ମଟର ସାଇକଲ ଶୋଭାଯାତ୍ରା କରି…
ପାରଳାଖେମୁଣ୍ଡି ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁ ।
ଗଜପତି,୬.୯(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ ଗ୍ରାମର ରୁନା ବଡ଼ରଇତ। ସେ ଏକ ପୋକ୍ସୋ ମାମଲାରେ ପ୍ରାୟ ୪୫ ଦିନ ଧରି ବିଚାରାଧୀନ କଏଦୀ ଭାବେ…
ଗୁରାଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ।
ଗଜପତି,୬.୯(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଅନ୍ତର୍ଗତ ଗୁରାଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ…
ବାଲେଶ୍ୱରରେ ଅନୁଷ୍ଠିତ ହେଲା ‘ବିଚାର ମନ୍ଥନ ସଂସ୍ଥାନ’ର ବୁଦ୍ଧିଜୀବୀ ସମ୍ମିଳନୀ : ବିଭାଜନର ତିକ୍ତ ସତ୍ୟରୁ ଭବିଷ୍ୟତ…
ବାଲେଶ୍ୱର, ୬/୯(କୃଷ୍ଣ କୁମାର ମହାନ୍ତି): ଭାରତ ବିଭାଜନର ତିକ୍ତ ଇତିହାସ, ଏହାର ମାନବୀୟ ବିଭୀଷିକା ଏବଂ ଅତୀତରୁ ଶିକ୍ଷା ନେଇ ଭବିଷ୍ୟତ ଭାରତ ଗଠନର ଦିଗ ନେଇ ବାଲେଶ୍ୱରରେ ଏକ ବୌଦ୍ଧିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
‘ବିଚାର ମନ୍ଥନ ସଂସ୍ଥାନ’ ପକ୍ଷରୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ…
ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନନ୍ଦୋତ୍ସବ ପାଳିତ ।
ଗଜପତି,୬.୯(ମନୋଜ ପାଢ଼ୀ) :- ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଜଗନ୍ନାଥ ସେବା ଦଳ ପକ୍ଷରୁ ମିଳିତ ଭାବେ ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ନନ୍ଦୋତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ଠାକୁରଙ୍କୁ ରାମସ୍ୱାମୀ ମନ୍ଦିରରୁ ସଂକୀର୍ତ୍ତନ,…
ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ।
ଗଜପତି,୬.୯(ମନୋଜ ପାଢ଼ୀ) :-ପାରଳାଖେମୁଣ୍ଡିସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚ଼ନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାରିଛି । ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଟନଙ୍କ ୧୩୯ତମ ଜୟନ୍ତୀ ପାଳନ ଅବସରରେ…
ମଧ୍ୟପ୍ରଦେଶରେ ବିଷାକ୍ତ ମଦ ପିଇ ୯ ଜଣଙ୍କ ମୃତ୍ୟୁ: କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ବଣ୍ଡା ତହସିଲର ଚାରୋଟି ଗାଁରେ ବିଷାକ୍ତ ମଦ ପିଇ ନଅ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସାଗରରେ ବିଷାକ୍ତ ମଦ ପିଇ ମୃତ୍ୟୁ…
ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ କର୍ପସ କମାଣ୍ଡରଙ୍କ ପ୍ରଥମ ବଡ଼ ବୈଠକ: ଜାଣନ୍ତୁ ପ୍ରସଙ୍ଗ
ନୂଆଦିଲ୍ଲୀ: ଭାରତ ଏବଂ ଚୀନର କୋର କମାଣ୍ଡରଙ୍କ ମଧ୍ୟରେ ପ୍ରଥମ ବଡ଼ ବିପିଏମ ବୈଠକ ଅରୁଣାଚଳ ପ୍ରଦେଶରେ ଅନୁଷ୍ଠିତ ହେବ। ଏହି ବୈଠକ ଆଜି ଚୀନ ସୀମାର କିବିଥୁ ନିକଟସ୍ଥ ୱାଚା-ଡ଼ମଇ ବର୍ଡର ପର୍ଶନାଲ ମିଟିଂ (ବିପିଏମ) ପଏଣ୍ଟରେ ଅନୁଷ୍ଠିତ ହେବ। ଗତ ମାସ ଧରି ଉପର ସୁବାନସିରି ଅଞ୍ଚଳରେ ଭାରତ ଏବଂ…
ଛଟେଇ ପାଇଁ ପ୍ରସ୍ତୁତ ହେଉଛି ଟାଟା ଗ୍ରୁପ୍ କମ୍ପାନୀ: ବିପଦରେ କର୍ମଚାରୀଙ୍କ ଜୀବିକା
ନୂଆଦିଲ୍ଲୀ: ଟାଟା ମୋଟର୍ସ ମାଲିକାନାରେ ଥିବା ଜାଗୁଆର ଲ୍ୟାଣ୍ଡ ରୋଭର (JLR) ବଡ଼ ଧରଣର ଛଟେଇ ଯୋଜନା କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କମ୍ପାନୀ ଆଗାମୀ ଦୁଇ ବର୍ଷ ମଧ୍ୟରେ ୟୁକେରେ ପ୍ରାୟ ୪,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି। ଏହି ଛଟେଇ ମୁଖ୍ୟତଃ ପରିଚାଳନା ଏବଂ…