Browsing Category

ଓଡିଶା

ସହିଦ ଯୀଶୁଦାନ ଖୋସଲାଙ୍କ ୬୧ତମ ସହିଦ ଦିବସ ପାଳିତ

କୋରାପୁଟ, ୯/୯: ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଓଡ଼ିଶାର ବୀର ସହିଦ ଯୀଶୁଦାନ ଖୋସଲାଙ୍କ ୬୧ତମ ସହିଦ ଦିବସ ଆଜି କୋରାପୁଟ ସହରରେ ଗଭୀର ଶ୍ରଦ୍ଧା, ସମ୍ମାନ ଓ ଦେଶପ୍ରେମର ପରିବେଶ ମଧ୍ୟରେ ପାଳିତ ହୋଇଛି। ୧୯୬୫ ମସିହାର ଭାରତ–ପାକିସ୍ତାନ ଯୁଦ୍ଧରେ ମାତୃଭୂମିର…

21ତମ ଶପଥ ପାଠ ଉତ୍ସବ ଓ ତାଲିମ ଶିବିର

ଗଜପତି,(ମନୋଜ ପାଢ଼ୀ)-:ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଅଧିନସ୍ଥ ଚାନ୍ଦପୁର ସମାଜ କଲ୍ୟାଣ ମଣ୍ଡପ ଠାରେ ଅଦ୍ୟ ତା -06.09.2026ରିଖ ଦିବା 11 ଘଣ୍ଟା ସମୟରେ ସମାଜ କୁଳ ଗଙ୍ଗାଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ ସହ ମଙ୍ଗଳ ଗୀତିକା ଗାନ ପୂର୍ବକ କେନ୍ଦ୍ରୀୟ ପରିଷଦ…

ମାତ୍ର ଆଠ ବର୍ଷରେ ନୂତନ ମହେନ୍ଦ୍ର ତନୟା ସେତୁର ଅବସ୍ଥା ବେହାଲ ।

ଗଜପତି,୮.(ମନୋଜ ପାଢୀ) :-ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରକୁ ଆନ୍ଧ୍ରପ୍ରଦେଶ ସହ ସଂଯୋଗ କରୁଥିବା ନୂତନ ମହେନ୍ଦ୍ର ତନୟା ସେତୁ ନିର୍ମାଣର ମାତ୍ର ଆଠ ବର୍ଷ ମଧ୍ୟରେ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ବିଭିନ୍ନ ସ୍ଥାନରେ ସେତୁର ଲୁହାଛଡ଼ ବାହାରକୁ ବାହାରି ଆସିଥିବା ବେଳେ…

ଏସିଆ ପାସିଫିକ୍ କ୍ରୀଡ଼ା (ଯୋଗ) ଚାମ୍ପିଅନ୍‌ସିପ୍‌ରେ ଅନ୍ୱିତା ମୁଖାର୍ଜୀଙ୍କୁ ରୌପ୍ୟ ପଦକ

କୋଲକାତା (୮/୯): ହେରିଟେଜ୍ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅନ୍ୱିତା ମୁଖାର୍ଜୀ ଥାଇଲାଣ୍ଡରେ ଅନୁଷ୍ଠିତ ୩ୟ WFFYSI ଏସିଆ ପାସିଫିକ୍ ସ୍ପୋର୍ଟସ୍ (ଯୋଗ) ଚାମ୍ପିଅନ୍‌ସିପ୍ ୨୦୨୬ରେ ଚମତ୍କାର ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା…

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

 ମାଞ୍ଚେଷ୍ଟର, ତା ୦୮.୦୯.ରିଖ ; ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ କିଙ୍ଗଡମ (ଓସୁକ) ର ୪୭ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଉତ୍ସବସ୍ଥଳ ମାଞ୍ଚେଷ୍ଟରର ଡିଡ୍ସବରୀ  ଅନ୍ତର୍ଗତ ସୁନ୍ଦର, ସୁରମ୍ୟ, ସବୁଜିମା ଘେରା ପାର୍ସ୍ ଉଡ୍ ସ୍କୁଲ ପରିସରକୁ…

ଏମ୍ ଏନ୍ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସ୍ଵଚ୍ଛତାପକ୍ଷ ପାଳନ ଓ ସଫେଇ କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ୭/୯ : ପଟ୍ଟାମୁଣ୍ଡାଇ ପୈାରପରିଷଦ ଅନର୍ଗତ ସର୍ବ ପୂରାତନ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ରାଉତରାୟଙ୍କ ତତ୍ୱାବଧାନ ରେ ବିଦ୍ୟାଳୟ ପରିସରରେ ଏନ ସି ସି କାଡେଟ୍ସ, ସ୍କାଉଟ , ଗାଇଡ, ଜୁନିଅର୍ ରେଡ୍ କ୍ରସ ଓ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା…

ଆଜି LPG ର e-KYC ପାଇଁ ଶେଷ ସୁଯୋଗ: ଏବେ କିପରି ପାଇବେ ଗ୍ୟାସ ସିଲିଣ୍ଡର?

ନୂଆଦିଲ୍ଲୀ: ଅଧିକାଂଶ ପରିବାର LPG ସିଲିଣ୍ଡର ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରନ୍ତି। ସବୁଠାରୁ ବଡ଼ ସୁବିଧା ହେଉଛି ଯେ, ଆପଣ ଆପଣଙ୍କର ଗ୍ୟାସ ସିଲିଣ୍ଡର ଶେଷ ହେବା ପୂର୍ବରୁ ଘରୁ ବୁକ୍ କରିପାରିବେ, ଏବଂ ଆପଣଙ୍କୁ ଏହାକୁ ସଂଗ୍ରହ କରିବା ପାଇଁ ଗ୍ୟାସ ଏଜେନ୍ସିକୁ ଯିବାକୁ ପଡ଼ିବ ନାହିଁ;…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ ଓ ଏଆରଆଇ

ଭୁବନେଶ୍ବର: ଚାଷ ଜମିର କିସମ ପରିବର୍ତ୍ତନ କରିଦେବା ପାଇଁ ଆବେଦନକାରୀଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପିପିଲି ତହସିଲ ଅଧୀନ ସିଉଳା ରାଜସ୍ୱ ନିରୀକ୍ଷକ (ଆରଆଇ) କଲ୍ୟାଣୀ ଜେନା ଓ ସହ-ରାଜସ୍ୱ ନିରୀକ୍ଷକ (ଏଆରଆଇ) ପୂର୍ଣ୍ଣଚନ୍ଦ୍ର ବେହେରା।…