Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କ୍ୟାବିନେଟ ରେ ଅନୁମୋଦନ ପାଇଲା ୧୮ ଟି ପ୍ରସ୍ତାବ
ଭୁବନେଶ୍ବର:ରାଜ୍ୟ କ୍ୟାବିନେଟ୍ରେ ୧୮ ପ୍ରସ୍ତାବକୁ ଅନୁମୋଦନ,୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ
ଓଡ଼ିଶା ଜନ ବିଶ୍ୱାସ ବିଲ୍-୨୦୨୬କୁ ଅନୁମୋଦନ
ଓଡ଼ିଶା ଉଦ୍ୟାନ କୃଷି ସେବା (OHS) କ୍ୟାଡରର ପୁନର୍ଗଠନ ଦ୍ୱାରା ମୋଟ ମଞ୍ଜୁରୀପ୍ରାପ୍ତ ପଦସଂଖ୍ୟା ୪୦୩ରୁ ୪୭୦କୁ ବୃଦ୍ଧି…
ଆଖୁ ଉତ୍ପାଦନରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ କରିବାକୁ ହେବ: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶାକୁ ପୁଣି ଥରେ ଆଖୁ ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ଆଖୁ ବିକାଶ ଉପରେ ପ୍ରଯୁକ୍ତିବିଦ୍ୟା ମିଶନ୍’ ରାଜ୍ୟ ଯୋଜନା ଅଧୀନରେ ‘ଅଧିକ ଅମଳ ପାଇଁ ଆଧୁନିକ ପ୍ରଣାଳୀରେ…
ସିସିଆଇରେ ନାବାଳିକା ଗର୍ଭବତୀ ଘଟଣା: ୨ ଗିରଫ, CWCର ତଦନ୍ତ ଜାରି
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟ (ସିସିଆଇ)ରେ ଜଣେ ନାବାଳିକା ଅନ୍ତେବାସୀ ଗର୍ଭବତୀ ହେବା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ୧୪ ବର୍ଷୀୟ ନାବାଳକ ହୋଇଥିବା…
ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ
ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡ଼ା ପଞ୍ଚାୟତର ତାରପାଗୁଡ଼ା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଯାଇଛି। ନୂତନ ଭାବେ ନିର୍ମିତ ଘରର ପାଇଖାନା ଟାଙ୍କି ଭିତର ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ତିନି ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଛି।…
ୟୁଏଇରେ IBPGଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ଓଡ଼ିଶାରେ ନିବେଶ ଓ ବ୍ୟବସାୟିକ ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ଚାଲିଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (IBPG) ସହ ଏକ ରାଉଣ୍ଡଟେବୁଲ୍ ଆଲୋଚନାରେ ଯୋଗ ଦେଇଛନ୍ତି।ଆଲୋଚନାରେ…
ରାସ୍ତା ତଳକୁ ଓଲଟିଲା ବସ: ୨୦ ରୁ ଉର୍ଦ୍ଧ ଆହତ
ପଟ୍ଟାମୁଣ୍ଡାଇ:-ରାସ୍ତା ତଳକୁ ଓଲଟିଲା ବସ, ଅଳ୍ପକେ ବଞ୍ଚିଗଲେ ୫0 ରୁ ଉର୍ଦ୍ଧ ଯାତ୍ରୀ !କଟକ ରୁ ରାଜନଗର ତାଳଚୁଆ ଯାଉଥିବା OD29F – 6966 ପ୍ରିନ୍ସି ନାମକ ଘରୋଇ ବସଟି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଖାରୁଣୀ ନିକଟରେ ଦୁର୍ଘଟଣାଗସ୍ତ ହୋଇ ରାସ୍ତା ତଳକୁ ଖସି ଯାଇଛି !…
ବାଲେଶ୍ଵର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଉଦ୍ଧାର : ଗୋଟିଏ ଅଣ୍ଡିରା, ଦୁଇ ମାଈ ଓ ଦୁଇ ଛୁଆ;
ବାଲେଶ୍ଵର, ସେପ୍ଟେମ୍ବର ୮ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ନିକଟସ୍ଥ ବଡ଼ପାଇ ଗ୍ରାମ ନିକଟରେ ଥିବା ରଣକଠା ସଂରକ୍ଷିତ ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଉଦ୍ଧାର କରାଯାଇଛି। ଏହି ପ୍ରାଣୀଗୁଡ଼ିକ ଏଠାକୁ କିପରି ଆସିଲେ, ତାହାକୁ ନେଇ…
କେରଳରେ ଆୟୋଜିତ ଉଇକି କନ୍ଫରେନ୍ସ ଇଣ୍ଡିଆରେ ଓଡ଼ିଆ ଉଇକିଆଳିଙ୍କ ଯୋଗଦାନ
ବାଲେଶ୍ଵର, ୯/୯(କୃଷ୍ଣ କୁମାର ମହାନ୍ତି): ଦକ୍ଷିଣ ଏସିଆର ଉଇକିମିଡ଼ିଆ ସମୁଦାୟ ପାଇଁ ଆୟୋଜିତ ଉଇକି କନ୍ଫରେନ୍ସ ଇଣ୍ଡିଆର ୪ର୍ଥ ସଂସ୍କରଣ ଗତ ସେପ୍ଟେମ୍ବର ୪ ତାରିଖରୁ ୬ ତାରିଖ ଯାଏଁ କେରଳର କୋଚି ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ଓଡ଼ିଶାର ୮ ଜଣ ଉଇକିଆଳି (ଉଇକିପିଡ଼ିଆ ତଥା…
ପ୍ରେସ କ୍ଲବ ନିର୍ବାଚନ ବିବାଦୀୟ: ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ…
ସମ୍ବଲପୁର,୯/୯: ପରିଶେଷରେ ସମ୍ବଲପୁର ପ୍ରେସ୍ କ୍ଲବ୍ ନିର୍ବାଚନ ସଂକ୍ରାନ୍ତ ମାମଲା ଅଦାଲତରେ ପହଞ୍ଚିଛି। କ୍ଷମତା ଅକ୍ତିଆର କରିବା ପାଇଁ ବେନିୟମ, ମନମୁଖି ଓ ଅନ୍ୟାୟପୂର୍ଣ୍ଣ ଭାବେ ଗତ ୧ ମାର୍ଚ୍ଚ ୨୦୨୬ରେ ନିର୍ବାଚନ କରାଯାଇଥିବା ନେଇ ସମ୍ବଲପୁର ସିଭିଲ୍ ଜଜ୍ ସିନିଅର ଡିଭିଜନଙ୍କ…
ସ୍ୱାଧୀନତା ସଂଗ୍ରାମୀ ଡଃ ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
ନବରଙ୍ଗପୁର, ୦୯/୦୯/୨୦୨୬ (ଶେଖର ଖୁରା): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ସମାଜସେବୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଡଃ ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧବାର୍ଷିକୀ ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।…