Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅଣ୍ଢରା ମଦ ଦୋକାନ ବନ୍ଦ !ଚୋରା ମଦ ବେପାରୀ ସକ୍ରିୟ ! ଅବକାରୀ ଓ ପୁଲିସ ବିଭାଗ ନିଷ୍କ୍ରିୟ
ପଟ୍ଟାମୁଣ୍ଡାଇ ୧୨/୭: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳର ଜନସାଧାରଣ ବିଶେଷ କରି ମହିଳାମାନଙ୍କ ବିରୋଧ ଓ ଆନ୍ଦୋଳନ ପରେ ଅଣ୍ଢରା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ମଦ ଦୋକାନକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଲଟେରୀ…
ଓଡ଼ିଶାରୁ ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ
ଭୁବନେଶ୍ୱର: ଓଡ଼ିଶାରୁ ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଓରାଙ୍ଗଉଟାନଟି କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲା, ସେନେଇ ସବିଶେଷ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।ଓଡ଼ିଶାକୁ ବନ୍ୟଜନ୍ତୁ…
ବାଲେଶ୍ଵରରେ ପାଳିତ ହେଲା ବାଘାଯତୀନଙ୍କ ସହିଦ ଦିବସ : ବାଘାଯତୀନଙ୍କ ଆଦର୍ଶ ଓ ବଳିଦାନକୁ ନୂଆ ପିଢ଼ି ନିକଟରେ…
ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି): ଭାରତର ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାନ ବିପ୍ଳବୀ ବୀର ବାଘାଯତୀନଙ୍କ ୧୧୧ତମ ସହିଦ ଦିବସ ଗୁରୁବାର ବାଲେଶ୍ୱର ଜିଲ୍ଲାରେ ଶ୍ରଦ୍ଧା ଓ ଗମ୍ଭୀରତାର ସହ ପାଳିତ ହୋଇଯାଇଛି।
ଜିଲ୍ଲା ପ୍ରଶାସନର ସହଯୋଗରେ ବାଘାଯତୀନ ଉନ୍ନୟନ କମିଟି ଓ ବାଘାଯତୀନ ବିକାଶ…
କ୍ରୀଡ଼ା କାର୍ଯ୍ୟକଳାପର ସମୀକ୍ଷା କଲା ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦ: ୨୦୨୬-୨୭ ପାଇଁ ପଦକ୍ଷେପ ଗ୍ରହଣ
ଭୁବନେଶ୍ୱର, ୧୦/୯(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦ କନଫରେନ୍ସ ହଲ୍ରେ କ୍ରୀଡ଼ା ପରିଷଦ ପକ୍ଷରୁ କାର୍ଯ୍ୟକାରୀ କମିଟିର ବାର୍ଷିକ ସାଧାରଣ ପରିଷଦ ବୈଠକ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଗତକାଲି…
ଏମ୍ଏମ୍ଡ଼ିଆର୍ ସଂଶୋଧନ ଆଇନ-୨୦୨୬ : ବିକଶିତ ଭାରତ -ବିକଶିତ ଓଡ଼ିଶା ପାଇଁ ଏକ ମାଇଲ ଖୁଂଟ
ଓଡ଼ିଶାକୁ ପ୍ରକୃତିର ଏକ ଅମୂଲ୍ୟ ଉପହାର ଏହାର ଖଣିଜ ସମ୍ପଦ । ଅନେକ ରାଜ୍ୟରେ ଖଣିଜ ସମ୍ପଦ ନଥିବାବେଳେ ଓଡ଼ିଶାରେ ଉଭୟ ଗୁରୁ ଓ ଲଘୁ ଖଣିଜ ସମ୍ପଦର ଭଣ୍ଡାର ଅଛି । ସାରା ଦେଶ ପରି ଓଡ଼ିଶାର ଗୁରୁ ଖଣିଜ ସମ୍ପଦ, କେନ୍ଦ୍ର ସରକାରଙ୍କର ଅଧୀନରେ ଥିବାବେଳେ ଲଘୁ ଖଣିଜ ସମ୍ପଦ, ରାଜ୍ୟ ସରକାରଙ୍କର…
ଦଶମ ବର୍ଷରେ ପହଞ୍ଚିଲା ‘ଓଡ଼ିଆ ବିଭବ’: ୧୯,୦୦୦ ବହି, ୩୦ ଲକ୍ଷ ପୃଷ୍ଠାର ଡିଜିଟାଲ ଭଣ୍ଡାର; ସ୍ୱତନ୍ତ୍ର ପରିଚାଳନା ଦଳ…
ଭୁବନେଶ୍ୱର, ୯/୯(କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ଓ ସାହିତ୍ୟର ଡିଜିଟାଲ ଐତିହ୍ୟକୁ ସୁରକ୍ଷିତ ରଖିବାରେ ଅଗ୍ରଣୀ ଡିଜିଟାଲ ପ୍ଲାଟଫର୍ମ ‘ଓଡ଼ିଆ ବିଭବ’ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧିକ୍ଷଣରେ ପହଞ୍ଚିଛି। ଏହାର ଭବିଷ୍ୟତ ବିକାଶ, ପରିଚାଳନା ଓ ସ୍ଥାୟିତ୍ୱକୁ ନେଇ 'ସୃଜନିକା' ପକ୍ଷରୁ…
ଲୋକାର୍ପିତ ହେଲା ମାସିକ ଇ-ପତ୍ରିକା “ସୂର୍ଯ୍ୟପ୍ରଭା”
କଲକାତା (୯/୯) : ବିଳାସପୁର ଛତିଶଗଡ଼ରୁ ପ୍ରକାଶିତ ମାସିକ ଇ- ପତ୍ରିକା "ସୂର୍ଯ୍ୟପ୍ରଭା" ର ଦ୍ଵିତୀୟ ବର୍ଷ ଦଶମ ସଂଖ୍ୟା । ପ୍ରାରମ୍ଭିକ ସ୍ୱସ୍ତି ବାଚନ ସହିତ ସଭାର ଶୁଭାରମ୍ଭ କରିଥିଲେ ଡଃ ବାମନ ଚନ୍ଦ୍ର ଦୀକ୍ଷିତ । ସ୍ୱନାମଧନ୍ୟ ଗାୟକ ଶଶିକାନ୍ତ ରାଜଗୁରୁ ଜଗନ୍ନାଥ ମହାପ୍ରଭୁଙ୍କର ଭଜନ…
ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି
ନୂଆଦିଲ୍ଲୀ, ତା ୧୦.୦୯. ରିଖ ;ସର୍ବ ପ୍ରଥମ ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ କରାଯିବା ପାଇଁ ଏବେ ନୂଆଦିଲ୍ଲୀରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ପ୍ରସ୍ତାବିତ ଏହି ଡାଟା ବ୍ୟାଙ୍କରେ ଓଡ଼ିଶା ବାହାରେ ବସବାସ କରୁଥିବା ପ୍ରାୟ ଦେଢ଼ କୋଟି ଓଡ଼ିଆଙ୍କ ସମ୍ପର୍କରେ ବିସ୍ତୃତ…
ଅଣ୍ଟାରିଗୁଡ଼ାଠାରେ ଫୁଡ୍ କୋର୍ଟ ଉଦ୍ଘାଟିତ ରାୟଗଡ଼ ସହରର ନାଗରିକ ସୁବିଧାରେ ଯୋଡ଼ିହେଲା ନୂଆ ଅଧ୍ୟାୟ
ରାୟଗଡ଼, ୧୦ ସେପ୍ଟେମ୍ବର ୨୦୨୬(ଭି ଗୌରୀଶଙ୍କର ରାଓ): ରାୟଗଡ଼ ସହରର ନାଗରିକ ସୁବିଧା ଓ ସହରୀୟ ଭିତ୍ତିଭୂମି ବିକାଶ ଦିଗରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ରାୟଗଡ଼ ପୌରପରିଷଦ ପକ୍ଷରୁ ଅଣ୍ଟାରିଗୁଡ଼ାଠାରେ ନିର୍ମିତ ଫୁଡ୍ କୋର୍ଟ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ଓଡିଶା ସରକାରଙ୍କ…
ଗଗୁଆ-ଚୌଦକୁଲାଟ ରାସ୍ତା ର ଖଜୁରୀ ବନ୍ଧ ପଳସିଙ୍ଗା ଆର ଡି ରାସ୍ତାର ଶିଳାନ୍ୟାସ ଉତ୍ସବ
ପଟ୍ଟାମୁଣ୍ଡାଇ ୧୦/୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗଗୁଆ - ଚୌଦକୁଲାଟ ରାସ୍ତାର ଖଜୁରୀ ବନ୍ଧ ପଳସିଙ୍ଗା ଆର ଡିରାସ୍ତାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଜୁଜନତା ଦଳର ଜିଲ୍ଲା ସଭାପତି ଶିବପ୍ରସାଦ ଭଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିଳାନ୍ୟାସ ସଭାରେ ମୂଖ୍ୟ…