Browsing Category

ଓଡିଶା

ଗୁରୁ ଦିବସରେ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ।

ଆର, ଉଦୟଗିରି (ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆ ସାହି ପରିସରରେ ଆନନ୍ଦ ଓ ଉତ୍ସାହର ସହିତ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଆଦରଣୀୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଆଶିଷ କୁମାର ରାଇକାଙ୍କ…

ତବାରସିଂ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ।

ଆର, ଉଦୟଗିରି (ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂରେ ମହାସମାରୋହରେ ଗୁରୁଦିବସ ପାଳିତ ହୋଇଯାଇଛି। ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ୍ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ଅବସରରେ ଏହି ଗୁରୁଦିବସ…

ଉଖୁରା ମୁଖ୍ୟ ରାସ୍ତାରେ ଦବିଗଲା କଲଭର୍ଟ ବିପଦସଂକୁଳ ଅବସ୍ଥାରେ ଯାନବାହାନ ଚଳାଚଳ, ମରାମତି ଦାବି।

ଗଜପତି (ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ମୁଖ୍ୟ ରାସ୍ତାରେ ଥିବା ଏକ କଲଭର୍ଟ ଦୀର୍ଘଦିନ ଧରି ଦବିଯାଇ ବିପଦ ସଂକୁଳ ଅବସ୍ଥାରେ ରହିଛି। କଲଭର୍ଟ ର ମଝି ଅଂଶ ଭାଙ୍ଗିଯାଇ ତଳକୁ ଦବି ଯାଇଥିବାରୁ ରାସ୍ତାର ଏକ ଅଂଶ ମଧ୍ୟ ଦୁର୍ବଳ ହୋଇପଡ଼ିଛି। ଏହା ଦ୍ୱାରା ପ୍ରତିଦିନ…

ସ୍ୱାଧୀନତାର ୮୦ ବର୍ଷ ପରେ ବି ଆଧୁନିକ ସୁବିଧାରୁ ବଞ୍ଚିତ ୫ ପରିବାର।

ଗଜପତି (ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତର ଏକ ଦୁର୍ଗମ ଗାଁ — କିନା ବାରୁ। ସ୍ଥାନୀୟ ଭାଷାରେ କିନା ବାରୁର ଅର୍ଥ ‘ବାଘର ପାହାଡ଼’। କୁହାଯାଏ, ବହୁ ବର୍ଷ ପୂର୍ବେ କାମତି ଗମାଙ୍ଗ ନିଜ ସ୍ତ୍ରୀଙ୍କୁ ନେଇ ଏହି ପାହାଡ଼ରେ ଆସି ଘର କରି ବସବାସ ଆରମ୍ଭ…

ମୋହନାର M k c ବିଦ୍ୟାଳୟ ଠାରେ ମହା ଆଡ଼ମ୍ବରରେ ଗୁରୁ ଦିବସ ପାଳନ ।

ମୋହନା (ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ମୋହନା ଠାରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ବଧିର ମାନସିକ ଅନଗ୍ରସର ମସ୍ତିସ୍କ ପକ୍ଷା ଘାତ ସ୍ବତନ୍ତ୍ର ବିଦ୍ୟାଳୟ ରେ ବହୁତ ଆନନ୍ଦ ଉଲ୍ଲାସ ରେ ପାଳନ କରାଯାଇଥିଲା ଉକ୍ତ ବୈଈଠକ ରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଦଣ୍ଡାସି ସାହୁ…

ମହିଳା ନେତ୍ରୀ ଶ୍ରୀ ଜସ୍ମିନ୍ ଶେଖ୍ ଙ୍କୁ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ଭାବେ ଘୋଷଣ l

ଗଜପତି,୬.୯(ମନୋଜ ପାଢ଼ୀ)-: ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପାଇଁ କାର୍ଯ୍ୟନିର୍ବାହୀ କମିଟି, ପରାମର୍ଶଦାତା କମିଟି, କୋଷାଧ୍ୟକ୍ଷ , ଉପ ସଭାପତି, ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ନୂତନ ପଦାଧିକାରୀ ତାଲିକା ସୂଚୀ ଜାରି କରିଛନ୍ତି I ଭାରତୀୟ ଜାତୀୟ…

୮ରୁ ରାଜ୍ୟରେ ଝଡ଼ବର୍ଷା ଆଶଙ୍କା, ୩ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର:ଆଜି ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ୮ ତାରିଖରୁ ରାଜ୍ୟରେ ଝଡ଼ବର୍ଷା ଆଶଙ୍କା ରହିଛି। ୮ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଓଡିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର…

୪୮ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି,ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁ ଦିବସ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪୮ ବିଦ୍ୟାଳୟର ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ କରିଛନ୍ତି। ଏଗୁଡ଼ିକ ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ଆଦର୍ଶ…

ରୁଷ୍‌ରେ ପହଞ୍ଚିଲେ ଆମେରିକା ପ୍ରତିନିଧି ଦଳ କିଭ୍‌ ଉପରେ ଆକ୍ରମଣ ବନ୍ଦ କଲେ ପୁଟିନ

ମସ୍କୋ: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଆମେରିକା ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ଶନିବାର ଆମେରିକାର ଏକ ପ୍ରତିନିଧି ମଣ୍ଡଳ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଯୁଦ୍ଧ ବନ୍ଦ କରିବା ନେଇ ଆଲୋଚନା କରିବାକୁ ମସ୍କୋରେ ପହଞ୍ଚିଛନ୍ତି।ଅନ୍ୟପକ୍ଷରେ…

ରାଜ୍ୟରେ ଏଲପିଜି କଳାବଜାରୀ ଉପରେ ଚଢ଼ାଉ: ୮,୪୩୪ ସିଲିଣ୍ଡର ଜବତ, ୯ ଗିରଫ

ଭୁବନେଶ୍ବର: ରାଜ୍ୟରେ ଏଲପିଜି ସିଲିଣ୍ଡର କଳାବଜାରୀ ଓ ବେଆଇନ ମହଜୁଦ ବିରୋଧରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ଅଭିଯାନ ଜାରି ରହିଛି। ଏହି ରାଜ୍ୟବ୍ୟାପୀ ଅଭିଯାନରେ ଏପର୍ଯ୍ୟନ୍ତ ୮,୪୩୪ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଥିବା ବେଳେ କଳାବଜାରୀ ଅଭିଯୋଗରେ ୯…