Browsing Category

ଓଡିଶା

ବରଗଡ଼ ଟାଉନ ଥାନାଞ୍ଚଳରେ ମହିଳା CRCCଙ୍କୁ ଯୌନ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ।

ବରଗଡ଼ : ବରଗଡ଼ ଟାଉନ ଥାନାଞ୍ଚଳରେ ମହିଳା CRCCଙ୍କୁ ଯୌନ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ। ଡିଇଓ, ବିଇଓଙ୍କ ସହ ପିଇଟି ସାର୍ ଙ୍କୁ ଗିରଫ କଲା ବରଗଡ଼ ପୋଲିସ। ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ବରଗଡ ବ୍ଲକ ଶିକ୍ଷାଧିକାରୀ ସୁରେନ୍ଦ୍ର ସାହୁ ଓ ସତଲମା ସ୍କୁଲର PET ସମୀର…

କେନ୍ଦୁଝର ‘କଙ୍କାଳ’ ଲଜ୍ଜା ପାଇଁ ବ୍ୟାଙ୍କ୍ ଦାୟୀ : ନିୟମର ଦ୍ବାହି ଦେଇ ନିର୍ଦ୍ଦୟ ହୋଇପଡ଼ିଥିଲେ…

କେନ୍ଦୁଝର : କେନ୍ଦୁଝର 'କଙ୍କାଳ' ଲଜ୍ଜା ପାଇଁ ବ୍ୟାଙ୍କ୍ ଦାୟୀ  RDC ଖୋଲିଦେଲେ ବ୍ୟାଙ୍କ ବିଫଳତାର କଳାଚିତ୍ର  ବାରମ୍ବାର ବ୍ୟାଙ୍କ ଦୌଡ଼ିଥିଲେ ଜିତୁ ମୁଣ୍ଡା ହେଲେ ନିୟମର ଦ୍ବାହି ଦେଇ ନିର୍ଦ୍ଦୟ ହୋଇପଡ଼ିଥିଲେ କର୍ମଚାରୀ ଡେଥ୍ ସାର୍ଟିଫିକେଟ ଦେବାରେ ବି ବଡ଼ ଅବହେଳା  । ସାରା ଦେଶରେ…

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ।

କଟକ : ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମେ ୨ ତାରିଖ ଅପରାହ୍ମ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ।  ପ୍ରେସ ରିଲିଜ ଜରିଆରେ ସୂଚନା ଦେଲେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ।  ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୬୧…

ଦୁଗ୍ଧଚାଷୀଙ୍କୁ ମିଳିବ ଲିଟର ପିଛା ୧ଟଙ୍କା

ଭୁବନେଶ୍ଵର : ଦୁଗ୍ଧଚାଷୀଙ୍କ ପାଇଁ ବଡ ଖୁସି ଖବର। ଓମ୍ପେଡ୍ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ବଡ ନିଷ୍ପତ୍ତ ନେଇଛି ଓମ୍ପେଡ୍। ଓମ୍ପେଡ୍ ଦୁଗ୍ଧଚାଷୀଙ୍କୁ ମିଳିବ ଲିଟର ପିଛା ୧ଟଙ୍କା। ଓମ୍ପେଡ୍ ଦୁଗ୍ଧଚାଷୀମାନେ ପୂର୍ବରୁ ଲିଟର ପିଛା ୩୮ଟଙ୍କା  ୫ପଇସା ପାଉଥିଲେ। ଏଣିକି ଲିଟର ପିଛା ୩୯ଟଙ୍କା…

ଆଦିବାସୀ ମହାସଂଘ ଦ୍ଵାରା ୨୮ ଏପ୍ରିଲରେ ସାରା ଓଡ଼ିଶାରେ ସମସ୍ତ ଜିଲ୍ଲା, ବ୍ଲକ ମୁଖ୍ୟାଳୟରେ ପ୍ରତିବାଦ ରାଲି ଅନୁଷ୍ଠିତ

ଭୁବନେଶ୍ବର : ତାରିଖ: ୩୦ ଏପ୍ରିଲ ୨୦୨୬ଆଦିବାସୀ ମହାସଂଘ, ଓଡ଼ିଶା ଏତଦ୍ଵାରା ସୁଚିତ କରୁଛି ଯେ ୨୮ ଏପ୍ରିଲ ୨୦୨୬ରେ ସାରା ଓଡ଼ିଶାରେ ସମସ୍ତ ଜିଲ୍ଲା, ବ୍ଲକ ମୁଖ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟାଳୟରେ ବିଶାଳ ପ୍ରତିବାଦ ରାଲି ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା।ରାୟଗଡା ଜିଲ୍ଲାର ସିଜ୍ଜିମାଲି…

ସଂକୁଳସ୍ତରୀୟ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ

ଭବାନୀପାଟଣା(୩୦।୪) : ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ୱାରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାରଠାରେ ଗତ ୨୭ ରୁ ଚାଲିଥିବା ସଂକୁଳସ୍ତରୀୟ ଆଚାର୍ଯ୍ୟ କର୍ମଶାଳା ଗୁରୁବାର ଉଦଯାପିତ ହୋଇଯାଇଛି।ସଂକୁଳ ସଂଯୋଜକ ତଥା ବର୍ଗ ପ୍ରମୁଖ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ ଏହା ଅନୁଷ୍ଠିତ…

ଘର ଭିତରେ ପଶିଗଲା କାର। ଉଦଳା ଗୁଡ଼ୁଗୁଡ଼ିଆ ଗାଁର ଘଟଣା।

ଉଦଳା : ଘର ଭିତରେ ପଶିଗଲା କାର। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଗୁଡ଼ୁଗୁଡ଼ିଆ ଗ୍ରାମରେ। ଉଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା କାରରେ ଆସୁଥିବା ବେଳେ ଜଣେ ବାଇକ ଆରୋହୀ ସାମ୍ନାକୁ ଆସିଯାଇଥିଲେ। ଫଳରେ ପ୍ରିୟ ରଞ୍ଜନ ଭାରସାମ୍ୟ ହରାଇ…

ଭୟଙ୍କର ଟ୍ରକ୍ଦୁ ର୍ଘଟଣା : ଜଳିଗଲା ୨ ଟ୍ରକ୍

 ସୁନ୍ଦରଗଡ଼ : ଜଳିଗଲା ୨ ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ। ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ରତନସରା ଡିବିଏଲ କ୍ୟାମ୍ପ୍ ନିକଟରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣା ପରେ ୨ଟି ଟ୍ରକ୍ ଜଳି ପୋଡି ପାଉଁଶ ହୋଇଯାଇଛି। ଏଥିରେ ଜଣେ ଡ୍ରାଇଭର ମଧ୍ୟ…