Browsing Category

ଓଡିଶା

ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି,୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଜଳ ସମ୍ପଦ,ପର୍ଯ୍ୟଟନ ଏବଂ ସହରାଞ୍ଚଳ ଉନ୍ନୟନକୁ ନେଇ ସରକାର ଅନେକ ବଡ଼…

ଉଜ୍ଜ୍ବଳା ଯୋଜନାରେ ବର୍ଷକୁ ୪ ସିଲିଣ୍ଡର

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ ବିରୋଧୀ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଏବଂ ତୈଳ ପରିବହନକାରୀ ହର୍ମୁଜ ପ୍ରଣାଳୀ ଗୁରୁତର ପ୍ରଭାବିତ ହେବା କାରଣରୁ ବିଶ୍ବବ୍ୟାପୀ ତୈଳ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ବଢ଼ୁଥିବା ଇନ୍ଧନ ଓ ତୈଳ ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର…

ଗୁଣପୁର ଠାରେ ଅଭିଯୋଗ ଶୁଣାଣି ଶିବିର।

ଗୁଣପୁର ୮/୬ : ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଟିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଟିତ ଶିବିରରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରାସାଦ,ଡି.ଏଫ. ଓ ଶ୍ରୀ ସଚିନ୍ ଆନ୍ନା…

ନାଳ ସଫେଇ ନାଁରେ ମନମାନି! ଅଳିଆ ଉଠୁନଥିବାରୁ ନାକେଦମ ଜୟପୁର ସହରବାସୀ

ଜୟପୁର : ଜୟପୁର ପୌରପାଳିକାର ସ୍ୱଚ୍ଛତା ବ୍ୟବସ୍ଥାକୁ ନେଇ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସହରର ବିଭିନ୍ନ ୱାର୍ଡରେ ନାଳ ସଫେଇ କାମ କରାଯାଉଥିଲେ ମଧ୍ୟ ନାଳରୁ ବାହାର କରାଯାଇଥିବା ଆବର୍ଜନା ଓ ପଙ୍କକୁ ତୁରନ୍ତ ଉଠାଯାଉ ନଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତା କଡ଼ରେ…

ଟିଏମସି ଦୁଇଫାଳ ! ୨୦ ସାଂସଦ କହିଲେ ଆମେ ଏନଡିଏରେ ସାମିଲ ହେବୁ

କଲକାତା : ଟିଏମସିକୁ ବଡ ଝଟକା। ତୃଣମୂଳ କଂଗ୍ରେସ (ଟିଏମସି)କୁ ଘେରି ରହିଥିବା ରାଜନୈତିକ ସଙ୍କଟ ଆହୁରି ବଢିବାରେ ଲାଗିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ୫୮ ବିଧାୟକଙ୍କ ବିଦ୍ରୋହ ସହିତ ସଂଘର୍ଷ କରୁଥିବା ଟିଏମସିକୁ ଏବେ ସଂସଦରେ ଏକ ବଡ଼ ଝଟକା ଲାଗିଛି। ସୋମବାର ଦିନ ଦଳର…

ପ୍ରକୃତି ଓ ପରିବେଶ

ପ୍ରକୃତି ଓ ପରିବେଶ ........................................ ମଣିଷ ଓ ଜୀବଜଗତ ତିଷ୍ଟି ରହିବା ପାଇଁ ପ୍ରକୃତି ଓ ପରିବେଶ ନିତାନ୍ତ ଆବଶ୍ୟକ । " ଆହା ! କି ପ୍ରକୃତି ସବୁଜ ଧରା ଆମ ଚାରି ନିବାସ ର ସୁ ସୌନ୍ଦର୍ଯ୍ୟ ମୟ ଏ ପରିବେଶ ପ୍ରକୃତି ପରିବେଶର ।" ଆମ ଚାରି ପାଖରେ ଥିବା…

ରାଜ୍ୟପାଳଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ। ଜିରାଙ୍ଗ ସ୍ଥିତ ପଦ୍ମସମ୍ଭବ ମହାବିହାରଦର୍ଶନ।

ଆର, ଉଦୟଗିରି-:ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼.ହରିବାବୁ କମ୍ଭମପତି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରିଠାରେ ଆୟୋଜିତ ମହେନ୍ଦ୍ର ମେଳାରେ ଯୋଗଦେଇଥିଲେ। ମହାଯଜ୍ଞର ଅଷ୍ଟମ ଦିବସରେ ସେ ମୁଖ୍ୟ ଯଜ୍ଞକୁଣ୍ଡରେ ପୂଜାର୍ଚ୍ଚନାରେ ସାମିଲ ହେବା ସହିତ ମାତା କୁନ୍ତୀ ମନ୍ଦିର ଓ…

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବଜ୍ରାଘାତରେ ପୋଡି…

ରା, ଉଦୟଗିରି: ଗଜପତି ଜିଲ୍ଲାରେ କାଳବୈଶାଖୀଜନିତ ବଜ୍ରାଘାତରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଘଟଣା ଦୀର୍ଘ ଦିନ ପରେ ମଧ୍ୟ ଟ୍ରାନ୍ସଫର୍ମ ମରାମତି ନ ହେବା ପରେ ବିଭିନ୍ନ ସମ୍ବାଦପତ୍ର ପ୍ରକାଶ଼। ପରେ ବିଦ୍ୟୁତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସାହୁଙ୍କ ହସ୍ତକ୍ଷେପ ଯୋଗୁଁ ନୂତନ…

ମହେନ୍ଦ୍ର ମେଳାରେ ବିପଦର ବନ୍ଧୁ ଓଡ଼ିଶା ଆନୁକୂଲ୍ୟରେ ” ଜଳ ବଣ୍ଟନ ଅନୁଷ୍ଠିତ ।

ଆର, ଉଦୟଗିରି -:ପ୍ରକୃତି ଓ ଆଧ୍ୟାତ୍ମର ମିଳନରେ ସମ୍ପୂର୍ଣ୍ଣ ହୋଇଥିବା ପୀଠ ହେଉଛି ମହେନ୍ଦ୍ରଗିରି ପର୍ବତ। ବର୍ତ୍ତମାନ ମହେଦ୍ରଗିରିରେ ଚାଲୁରହିଛି ଐତିହାସିକ ମହେନ୍ଦ୍ର ମେଳା। ହଜାର ହଜାର ସାଧୁସନ୍ଥଙ୍କ ବେଦମନ୍ତ୍ର ଉଚ୍ଚାରଣ, ନବକୁଣ୍ଡିୟ ମହାଯଜ୍ଞ, ସନ୍ଧ୍ୟା ଆଳତିର ଅପୂର୍ବ ଶାନ୍ତି ଲଭିବା…

ବରିଷ୍ଠ ଯୋଗ ଶିକ୍ଷକ ସାରଦା କିଙ୍କର ପାଲିତ ସମ୍ବର୍ଦ୍ଧିତ

ଭୁବନେଶ୍ୱର (୮/୬) : ସ୍ଥାନୀୟ ରାମକୃଷ୍ଣ ମଠ ପରିସରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଯୋଗ କାର୍ଯ୍ୟକ୍ରମରେ ବିବେକାନନ୍ଦ ଯୋଗ ଚିକିତ୍ସା ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ଯୋଗ ଶିକ୍ଷକ ସାରଦା କିଙ୍କର ପାଲିତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉତ୍ସବରେ ପ୍ରତିଷ୍ଠାନ ପକ୍ଷରୁ ଯୋଗ ଶିକ୍ଷକ ଅଖିଳ ଚନ୍ଦ୍ର…