Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅବ୍ୟବସ୍ଥା ଘେରରେ ମହେନ୍ଦ୍ର ମେଳା, ଟ୍ରାଫିକ ଜାମରେ ହନ୍ତସନ୍ତ ଶ୍ରଦ୍ଧାଳୁ
ଆର,, ଉଦୟଗିରି 08/06/2026 : ମହାଭାରତ ସହ ଜଡିତ ପ୍ରସିଦ୍ଧ ମହେନ୍ଦ୍ରଗିରି ପାହାଡ଼ ଶିଖରରେ ଚାଲିଥିବା ନଅ ଦିନିଆ ମହେନ୍ଦ୍ର ମେଳା ଏବେ ସପ୍ତମ ଦିନରେ ପହଞ୍ଚିଛି। ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଆସିଥିବା ଶହ ଶହ ସାଧୁସନ୍ଥ, ମୁନି ଓ ଋଷିଙ୍କ ଉପସ୍ଥିତିରେ ହୋମ ଓ ଯଜ୍ଞ ଅନୁଷ୍ଠିତ…
ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ବିନ୍ଦୁପ୍ରିୟା ପ୍ରସାର ଭାରତୀ ଦ୍ୱାରା ସମ୍ମାନଜନକ କଳାକାର ମାନ୍ୟତା ହାସଲ କଲେ
ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପ୍ରମୁଖ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନର ପ୍ରଶିକ୍ଷିକା ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ବିନ୍ଦୁପ୍ରିୟା ବେହେରା ନୂଆଦିଲ୍ଲୀସ୍ଥିତ ପ୍ରସାର ଭାରତୀ ଅଧୀନ ଦୂରଦର୍ଶନ ମହା ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶୀ ନୃତ୍ଯ କ୍ଷେତ୍ରରେ…
ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ।
ଗଜପତି: ବିଶ୍ଵ ପରିବେଶ ଦିବସ ଅବସରରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ମାରିଙ୍ଗିରେ ଥିବା କୋଷ୍ଟାଲ ବାୟୋଟେକ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲୁ ରହିଥିଲା । ପବିବେଶ ସୁରକ୍ଷା ପ୍ରତି ବିଶେଷ ସଚେତନତା କରିବା ଉଦ୍ଦେଶ୍ୟରେ ବିଶ୍ବ ପରିବେଶ…
ନୂତନ ଏସପିଙ୍କ ସମୀକ୍ଷା ବୈଠକ
ଗଜପତି : ଗଜପତି ଜିଲ୍ଲାରେ ଆଇନ୍ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ସହ ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ନବନିଯୁକ୍ତ ଗଜପତି ଜିଲ୍ଲା ପୋଲିସ ଏସପି ପ୍ରହ୍ଲାଦ ସହାୟ ମୀନା ଗୁରୁତ୍ୱ ଆରୋପ କରିଛନ୍ତି. ଏସପି ଅଫିସ ପରିସରରେ ଆୟୋଜିତ ବିସ୍ତୃତ ଅପରାଧ…
ମିନି ଭ୍ୟାନ ବ୍ରେକ ଫେଲ, ଅଳ୍ପକେ ବର୍ତ୍ତିଲେ 10 ଶ୍ରଦ୍ଧାଳୁ ।
ଆର, ଉଦୟଗିରି : ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରେ ଅନୁଷ୍ଠିତ ମହେନ୍ଦ୍ରମେଳା ଦର୍ଶନ କରି ଫେରୁଥିବା ବେଳେ ଏକ ମିନି ଭ୍ୟାନ ବ୍ରେକ୍ ଫେଲ୍ ହୋଇଯିବାରୁ ବଡ଼ ଦୁର୍ଘଟଣା ଅଳ୍ପକେ 10 ଜଣ ଶ୍ରଦ୍ଧାଳୁ ବର୍ତ୍ତି ଯାଇଛନ୍ତି । ଘଟଣାରୁ ପ୍ରକାଶ, ଗତକାଲି ଆନ୍ଧ୍ରର ଇଚ୍ଛାପୁର ନିକଟସ୍ଥ ରାଟୀ ଗ୍ରାମର…
ଫ୍ରେଣ୍ଡସ ଏମ ଜି ଏଫ ୱାକରସ କ୍ଲବ ତରଫ ରୁ ରକ୍ତ ଦାନ ଶିବର 50 ୟୁନିଟ ରକ୍ତ ସଂଗୃହୀତ
ରାୟଗଡ଼ା : ଆଜି ରାୟଗଡ଼ା ସ୍ଥାନୀୟ ଲୋଟସ ପାରାଡାଇସ୍ ମଣ୍ଡପ ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ରବିବାର ଦିନ ଅନୁଷ୍ଠିତ ହେଇ ଯାଇଚି। ଫ୍ରେଣ୍ଡସ ଏମ ଜି ଏଫ୍ ୱାଲ୍କର କ୍ଲବ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବହୁ ଉତ୍ସାହ ଦେଖିବାକୁ ମିଳିଥିଲା ।ଏହି ରକ୍ତଦାନ…
ଲୋକାର୍ପିତ ହେଲା ବହୁ ଚର୍ଚ୍ଚିତ ମାସିକ ଇ-ପତ୍ରିକା “ସୂର୍ଯ୍ୟପ୍ରଭା”
କଲକାତା (୭/୬) :ରବିବାର ସନ୍ଧ୍ୟାରେ ଲୋକାର୍ପିତ ହେଲା , ବିଳାସପୁର ଛତିଶଗଡ଼ ରୁ ପ୍ରକାଶିତ ମାସିକ ଇ- ପତ୍ରିକା "ସୂର୍ଯ୍ୟପ୍ରଭା" ର ଦ୍ଵିତୀୟ ବର୍ଷ ସପ୍ତମ ଅଙ୍କ । ମଗଳାଚରଣ ପାଠ ସହିତ ସଭାର ଶୁଭାରମ୍ଭ କରିଥିଲେ ଡଃ ବାମନ ଚନ୍ଦ୍ର ଦୀକ୍ଷିତ । ବର୍ତ୍ତମାନ ଦେଶରେ ଉତ୍ପନ୍ନ ହେଇଥିବା ସଙ୍କଟ…
ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ
ରାୟଗଡ, ୦୬.୦୬.୨୬: ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ଜନଜାତି ଅଞ୍ଚଳରେ ଅଧିକ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ୧୩୮-ଗୁଣୁପୁର ବିଧାନସଭା କ୍ଷେତ୍ରର ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO) ତଥା ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଅଭିଷେଖ ଦୁଦାଳଙ୍କ ନେତୃତ୍ୱରେ…
ସତ୍ୟଭାମା ଚାରିଟେବୁଲ ଟ୍ରଷ୍ଟ ଓ ‘ସମୟର ଚକ୍ର’ର ମିଳିତ ଆନୁକୁଲ୍ୟରେ ବାଲେଶ୍ଵରରେ ଅନୁଷ୍ଠିତ ହେଲା…
ବାଲେଶ୍ଵର, ୬/୬(କୃଷ୍ଣ କୁମାର ମହାନ୍ତି): ବିଶ୍ବ ପରିବେଶ ଦିବସ ଅବସରରେ 'ସତ୍ୟଭାମା ଚାରିଟେବୁଲଟ୍ରଷ୍ଟ' ଓ 'ସମୟର ଚକ୍ର'ର ମିଳିତ ଆନୁକୁଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
'ସତ୍ୟଭାମା ଚାରିଟେବୁଲ ଟ୍ରଷ୍ଟ'ର ମୁଖ୍ୟ ସତ୍ୟଭାମା ଜେନା ଓ 'ସମୟର ଚକ୍ର'ର ସମ୍ପାଦକ…
*ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଛି ବିଦ୍ୟୁତ ତାର, ଭୟରେ ଗ୍ରାମବାସୀ *
ରା -ଉଦୟଗିରି 07/06/2026 ରାଜ୍ୟରେ ବିଦ୍ୟୁତ ବିଭାଗର ସୁପରିଚାଳନା ପାଇଁ ସରକାର ଟାଟା ପାୱାର କମ୍ପାନୀକୁ ଦାୟିତ୍ୱ ଦେଇଛନ୍ତି କିନ୍ତୁ ଟାଟାପାୱାର କମ୍ପାନୀର କର୍ମଚାରୀ ମାନଙ୍କ ବେପରୁଆ ଓ ମନମୁଖୀ କାର୍ଯ୍ୟପାଇଁ ଦୁର୍ଗମରେ ନିରୀହ ଲୋକେ ଅକାଳରେ ମୃତ୍ୟୁ ବରଣ କରୁଥିବା ଅଧିକାଂଶ ସମୟରେ…