Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା
ନୂଆଦିଲ୍ଲୀ : ବିଶ୍ୱ ଅସ୍ତ୍ର ନିରୀକ୍ଷଣ ସଂଗଠନ SIPRI ର ସଦ୍ୟତମ ରିପୋର୍ଟ ଦାବି କରିଛି ଯେ, ଭାରତ କାର୍ଯ୍ୟକ୍ଷମ ପ୍ରସ୍ତୁତିରେ ଅତି କମରେ ୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି। ଏହାର ଅର୍ଥ ହେଉଛି କିଛି ପରମାଣୁ ଅସ୍ତ୍ର ଭାରତୀୟ ଯୁଦ୍ଧଜାହାଜ, ବୁଡ଼ାଜାହାଜ କିମ୍ବା ଅନ୍ୟାନ୍ୟ ସାମରିକ…
ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ
ଭୁବନେଶ୍ୱର : ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ଆଜି ଭୁବନେଶ୍ବରରେ ବିସ୍ତୁତ ତଥ୍ୟ ରଖିଛନ୍ତି କେନ୍ଦ୍ର ଆଇନ, ନ୍ୟାୟ ଓ ସଂସଦୀୟ ବ୍ୟାପର ମନ୍ତ୍ରୀ ଅଜ୍ଜୁନରାମ ମେଘୱାଲ। ଆଜି ସକାଳେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ସେ ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ।…
ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ
ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ମଧ୍ୟପ୍ରଦେଶରୁ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ କରାଯାଇଛି। ରିଟର୍ଣ୍ଣିଂ ଅଫିସର ତାଙ୍କ ନାମାଙ୍କନକୁ ଖାରଜ କରିଛନ୍ତି। ବିଜେପି ନାମାଙ୍କନ ଫର୍ମକୁ ଆପତ୍ତି କରି ଅଭିଯୋଗ…
ଆଖଣ୍ଡଳମଣି ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ବେଳେ ଥରୁଛି ମୁଖ୍ୟ ମନ୍ଦିର
ଆରଡି : ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା ମାର୍ଗ ପାଇଁ ପ୍ରଶାସନ ପକ୍ଷରୁ ଵିସ୍ଥାପିତ ହେଵାକୁ ଥିବା ସେବାୟତ ପରିବାରଙ୍କର ବାସଗୃହ ସହ ଦୋକାନ ଗୃହର ଉଛେଦ କାର୍ଯ୍ୟ ଗତ ମଙ୍ଗଳବାର ଠାରୁ ଜାରି ରହିଛି। ଏପରିକି ବଡ଼ବଡ଼ କୋଠାଘରକୁ ଉଚ୍ଚ ସମ୍ପନ୍ନ ବୁଲଡୋଜର ଦ୍ଵାରା ଭଙ୍ଗା…
ଭତ୍ତା ଟଙ୍କା ଦାବିରେ ହିତାଧିକାରୀଙ୍କ ସହ ରାଜା ସ୍ୱାଇଁଙ୍କ ଧାରଣା
ଆଠଗଡ : ୩ ମାସ ହେଲା ଭତ୍ତା ଟଙ୍କା ପାଇ ନଥିବା ଶତାଧିକ ବୃଦ୍ଧ, ବୃଦ୍ଧା, ବିଧବାଙ୍କ ସହ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକରେ ଜନ ପ୍ରତିନିଧିଙ୍କ ସହ ଧାରଣା ଦେଇଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ତିଗିରିଆ ବ୍ଲକ କାର୍ଯାଳୟ ଓ ଆଠଗଡ଼ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ୩ ମାସ…
ହାସୀନା ନାୟକ ଜାତୀୟ ପାୱାର ଲିଫ୍ଟଙ୍ଗି ରେ 2026 (Strong women).
ଗତ ତା- ୪/୬/୨୬ ରୁ ୮/୬/୨୬ ପର୍ଯ୍ୟନ୍ତ (ମୂତୁରା ଉତ୍ତରପ୍ରଦେଶ) ଠାରେ ଆୟୋଜିତ ହୋଇଥିବା ଜାତୀୟ ପାୱାର ଲିଫ୍ଟଙ୍ଗି ପ୍ରତିଯୋଗିତାରେ ୪୪ କିଲୋ ବର୍ଗରେ ଖେଳି ୬୫ +୨୭+୮୦ ମୋଟ ୧୭୨ କିଲୋ ଓଜନ ଉଠାଇ sub-junior ନିଜ ବର୍ଗରେ ଦୁଇଟି ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଓ ଜାତୀୟ ପାୱାର ଲିଫ୍ଟଙ୍ଗି…
Online Preparatory Meeting for the International Translators’ Conference
Nayagada (9/6): An online preparatory meeting was held for the upcoming International Translators’ Conference, scheduled to take place in Guwahati, Assam, from 30 September to 3 October. This four-day literary gathering will bring together…
Yoga Workshop for Government Employees Held at Nabanna Sabha Ghar by VYASA Kolkata
Kolkata(9/6): In a landmark initiative promoting health and wellness among government employees, VYASA Kolkata successfully conducted a Yoga Workshop at Nabanna Sabha Ghar. This was the first-ever yoga workshop organized exclusively for…
ଅଶୋକ ନାୟକଙ୍କ ପି.ଏଚ.ଡି ଉପାଧି ଲାଭ
ନୟାଗଡ଼ (୯/୬): ଅଶୋକ ନାୟକ (୩୩ବର୍ଷ) କେନ୍ଦ୍ରୀୟ ଗୁଜରାଟ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ସୋସିଆଲ ସାଇନ୍ସେସ୍ ଅନ୍ତର୍ଗତ ଡିପାର୍ଟମେଣ୍ଟ ଅଫ୍ ଷ୍ଟଡିଜ୍ ଇନ୍ ଇକୋନୋମିକ୍ସ ଆଣ୍ଡ ପ୍ଲାନିଂରୁ ଅର୍ଥନୀତି ବିଷୟରେ ପିଏଚ୍.ଡି. ଉପାଧି ହାସଲ କରି ଗୌରବ ଲାଭ କରିଛନ୍ତି। ସେ ପ୍ରଫେସର କ୍ଷମାନିଧି…
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ପଶ୍ଚିମ ବଙ୍ଗରେ ସ୍ୱତନ୍ତ୍ର ତାଲିମ୍ ଶିବିର
କଲକାତା(୯/୬): ଆସନ୍ତା ଜୁନ୍ ୨୧ ତାରିଖରେ ପାଳନ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬କୁ ସଫଳ ଓ ବ୍ୟାପକ ଭାବେ ଆୟୋଜନ କରିବା ଲକ୍ଷ୍ୟରେ ପଶ୍ଚିମ ବଙ୍ଗର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଗ ଅଭ୍ୟାସ ଓ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟର…