Browsing Category

ଓଡିଶା

‘ମୁଁ କୁଲଡ଼ିହା କହୁଛି’ର ଦ୍ୱିତୀୟ ଅଧିବେଶନରେ ଯୋଗ ଦେଲେ କବି, ଲେଖକ, ଚିତ୍ରଶିଳ୍ପୀ, ସମାଜସେବୀ,…

ବାଲେଶ୍ଵର, ୧୭/୬(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ କୁଲଡିହା ଅଭୟାରଣ୍ୟର ପ୍ରାକୃତିକ, ସାଂସ୍କୃତିକ, ସାମାଜିକ ଓ ଭୌଗୋଳିକ ସୁରକ୍ଷା ଓ ବିକାଶ ପାଇଁ ଆରମ୍ଭ ହୋଇଥିବା 'ମୁଁ କୁଲଡ଼ିହା କହୁଛି' ଅଭିଯାନର ଦ୍ୱିତୀୟ ଅଧିବେଶନ ଔପଦା ସ୍ଥିତ ପାଇକପଡା ଗ୍ରାମର ସୃଜନୀ ଶିକ୍ଷା…

କର୍ଣ୍ଣାଟକରେ ପୁଣି ଥରେ ରିସର୍ଟ ରାଜନୀତି: ବିଧାୟକମାନଙ୍କୁ ରିସର୍ଟରେ ରଖିଲା କଂଗ୍ରେସ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ରିସର୍ଟ ରାଜନୀତି ପୁଣି ଥରେ ସରଗରମ ହୋଇଛି। ଗୁରୁବାର (୧୮ ଜୁନ୍, ୨୦୨୬) ରେ ହେବାକୁ ଥିବା ବିଧାନ ପରିଷଦ (MLC) ନିର୍ବାଚନ ପୂର୍ବରୁ ଶାସକ କଂଗ୍ରେସ ଏହାର ବିଧାୟକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏକ ରିସର୍ଟରେ ରଖିବାକୁ ନିଷ୍ପତ୍ତି ନେଇଛି। କ୍ରସ୍-ଭୋଟିଂ…

ମିଠାରେ ବିଷ ଦେଇ ହତ୍ୟା, ୩ ସପ୍ତାହ ଜୀବନ ସହ ଲଢେଇ କରି ଆଖି ବୁଜିଦେଲା ଶିଶୁ

କଟକ : କଟକ ଶିଶୁଭବନ ICUରେ ଆଖିବୁଜିଲା ୫ ବର୍ଷର ଶିଶୁ । ୩ ସପ୍ତାହ ଜୀବନ ସହ ଲଢେଇ କରି ଶେଷରେ ଆଖି ବୁଜିଛି କଅଁଳ ନିଷ୍ପାପ ଶିଶୁ। ସାଲେପୁର ବାହାବଳପୁର ଗାଁର ଗୁରୁତର ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀ ତାଙ୍କୁ ମିଠାରେ ବିଷ…

କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍।

କେନ୍ଦ୍ରାପଡ଼ା : ଚାମେଲି ଓଝାଙ୍କୁ ମିଳିଲା ଜାମିନ୍। କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ୍ ପ୍ରଦାନ କଲେ କେନ୍ଦ୍ରାପଡା SDJM କୋର୍ଟ। ପୋଲିସକୁ ଆକ୍ରମଣ ମାମଲାରେ ଗିରଫ ହୋଇଥିବା ଚାମେଲିଙ୍କୁ SDJM କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ୩୦ ହଜାର ଟଙ୍କା ୨ ଜାମିନଦାରଙ୍କ…

ପୃଥିବୀ ମାତାଙ୍କ ଜନ୍ମକଥା

ପୃଥିବୀ ମାତାଙ୍କ ଜନ୍ମକଥା =============== ପ୍ରାଚୀନ କାଳର କଥା l ସେତେବେଳେ ଏ ସମସ୍ତ ଜଗତ ଜଳମଗ୍ନ ହୋଇ ରହିଥାଏ l ସେହି ପ୍ରଳୟ ଜଳରେ ଭଗବାନ୍ ବିଷ୍ଣୁ, ଅନନ୍ତ ଶଯ୍ୟାରେ ଶୟନ କରିଥାନ୍ତି l ବିଷ୍ଣୁଙ୍କ କର୍ଣ୍ଣମୂଳ ମଳରୁ ଦୁଇଟି ଦାନବ ଜନ୍ମ ହେଲେ, ମଧୁ ଓ କୈଟଭ l ସମୟକ୍ରମେ ମଧୁ ଓ…

ଫେଲୋଶିପ୍ ଯୁବତୀଙ୍କ ସହ ଦୁର୍ବ୍ୟବହାର ଓ ମରଣାତ୍ମକ ଆକ୍ରମଣ, ପିଲା ଚୋରି ଅଭିଯୋଗରେ ଅଭାବନୀୟ ଘଟଣା, ଥାନାରେ ମାମଲା,…

ରାୟଗଡା : ଦିଲ୍ଲୀରେ ଏକ ବର୍ଷିଆ ଫେଲୋଶିପ୍ କରୁଥିବା ଜଣେ ଯୁବତୀଙ୍କ ସହ ଘଟିଥିବା ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ପିଲା ଚୋର ଭାବି ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏକ୍ସପୋଜର୍ ଭିଜିଟ୍ ସାରି ଫେରୁଥିବା ବେଳେ ସ୍ଥାନୀୟ…

ଭାରତ ସରକାରଙ୍କ ଦ୍ୱାରା ଚିତ୍ରକଳା ବିଭାଗରେ ଫେଲୋସିପ ପାଇବାକୁ ମନୋନୀତ ହେଲେ ବାଲେଶ୍ଵରର ଶିଳ୍ପୀ ନିକୁଞ୍ଜ ବିହାରୀ…

ବାଲେଶ୍ୱର, ୧୬/୬(କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରଦତ୍ତ ଚିତ୍ରକଳା ବିଭାଗରେ ଫେଲୋସିପ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବାଲେଶ୍ଵରର ଶିଳ୍ପୀ ନିକୁଞ୍ଜ ବିହାରୀ ଦାସ। ପ୍ରତିବର୍ଷ ଭାରତ ସରକାରଙ୍କର ସଂସ୍କୃତି ବିଭାଗ ତରଫରୁ…

ରାଷ୍ଟ୍ରପତି ଭବନରେ ‘ରଜ’ ଉତ୍ସବ, ରଜ ଗୀତଠୁ ନେଇ ସମ୍ବଲପୁରୀ ନୃତ୍ୟ ପରିବେଷଣ

ନୂଆଦିଲ୍ଲୀ :ରାଷ୍ଟ୍ରପତି ଭବନରେ ‘ରଜ’ ଉତ୍ସବ। ରାଷ୍ଟ୍ରପତି ଭବନ ସ୍ଥିତ କଲଚରାଲ ସେଣ୍ଟରରେ ବଡ଼ ଧୂମଧାମରେ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ରଜ ପାଳନ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଉତ୍ସବକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ରଜ ଗୀତ, ଓଡ଼ିଶୀ,…

ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

ଭୁବନେଶ୍ୱର: ରଜ ଉପଲକ୍ଷେ ଜୟ ମାଆ ଭବାନୀ ଟ୍ରଷ୍ଟ ପକ୍ଷରୁ ନବମ ବାର୍ଷିକ ସେବା ରତ୍ନ ସମ୍ମାନ ଅନୁଷ୍ଠିତ ହୋଇଯାଇଥିବାବେଳେ ବିଶିଷ୍ଟ ଚିକିତ୍ସକ ଡାକ୍ତର ସ୍ୱରୂପ ପଟ୍ଟନାୟକଙ୍କୁ ୨୦୨୬ର ପ୍ରଥମ ସେବା ରତ୍ନ ସମ୍ମାନ ପ୍ରଦାନ କରାଯାଇଛି। ଜୟଦେବ ବିହାରସ୍ଥିତ ଓଡିଶୀ ରିସର୍ଚ୍ଚ ସେଂଟର ଠାରେ…