Browsing Category

ଓଡିଶା

ଉଦ୍ଧବ ଠାକରେଙ୍କୁ ଲାଗିବ ବଡ଼ ଝଟକା!: ଆଜି ବାଚସ୍ପତିଙ୍କୁ ଭେଟିପାରନ୍ତି ଛଅ ସାଂସଦ

ମୁମ୍ବାଇ: ମହାରାଷ୍ଟ୍ରରେ ‘ଅପରେସନ୍ ଟାଇଗର’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ଏବଂ ଶିବସେନା ସଭାପତି ଏକନାଥ ସିନ୍ଦେ ଦିଲ୍ଲୀ ଯାଇଛନ୍ତି। ସୂଚନା ଅନୁସାରେ, ଉଦ୍ଧବ ଠାକରେଙ୍କ ଦଳ ଶିବସେନା (UBT)ର ଛଅ ଜଣ ସାଂସଦ ଦିଲ୍ଲୀରେ ପହଞ୍ଚିଛନ୍ତି ଏବଂ ଆଜି ସକାଳେ ବାଚସ୍ପତିଙ୍କୁ…

ଚାକିରି ସ୍ଥାୟୀକରଣ ଦାବିରେ ସରକାରଙ୍କୁ ଚେତାବନୀ, ଜୁଲାଇ ୧୦ରୁ ସାମୁହିକ ଛୁଟି ଧମକ ଦେଲେ ଯୋଗାଣ ସହାୟକ କର୍ମଚାରୀ

ଭୁବନେଶ୍ଵର : ଚାକିରି ସ୍ଥାୟୀକରଣ ଦାବିକୁ ନେଇ ଯୋଗାଣ ସହାୟକ ମାନଙ୍କପକ୍ଷରୁ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ୧୪ ବର୍ଷ ଧରି ପଞ୍ଚାୟତ ସ୍ତରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ସତ୍ତ୍ୱେ ମାତ୍ର ୮ ହଜାର ଟଙ୍କା ମାସିକ ପରିଶ୍ରମିକରେ କାମ କରୁଥିବା ଯୋଗାଣ ସହାୟକ…

ଭୁବନେଶ୍ୱର ପାହାଳ ଥାନା ଭୀମପୁରରେ ହତ୍ୟାକାଣ୍ଡ। ଭୀମପୁର କେନାଲ ପଠାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ।

ଭୁବନେଶ୍ୱର : ଭୁବନେଶ୍ୱର ପାହାଳ ଥାନା ଭୀମପୁରରେ ହତ୍ୟାକାଣ୍ଡ। ଭୀମପୁର କେନାଲ ପଠାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ମୃତ ଯୁବକ ଅନନ୍ତପୁର ଗ୍ରାମର ପ୍ରଭାତ ବେହେରା। ହତ୍ୟାକାଣ୍ଡ ପଛର କାରଣ ଅସ୍ପଷ୍ଟ ରହିଛି। ପ୍ରଭାତଙ୍କ ମୁଣ୍ଡ ଓ ମୁହଁରେ ଏକାଧିକ ଜାଗାରେ ଗଭୀର କ୍ଷତ ଚିହ୍ନ ରହିଛି।…

ଭତ୍ତା ନ ପାଇ କୀଟନାଶକ ପିଇଲେ ବୃଦ୍ଧା!

କୋଦଳା : ଗଞ୍ଜାମ ଜିଲା କୋଦଳା ଥାନା ଅନର୍ଗତ ମର୍ଦକୋଟ ପଞ୍ଚାୟତର ଚଢ଼େୟାପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ୩ମାସର ଭତ୍ତା ନମିଳିବା ନେଇ ଜଣେ ବୃଦ୍ଧାଙ୍କ କୀଟନାଶକ ପିଇ ଜୀବନ ହାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଚଢ଼େୟାପଡା ଗ୍ରାମର ବି.ସାବିତ୍ରୀ ଦୋରା(୭୧) ତିନିମାସ ହେଲା…

ଖୁବ୍‍ଶୀଘ୍ର ହିତାଧିକାରୀଙ୍କୁ ମିଳିବ ଭତ୍ତା : ମନ୍ତ୍ରୀ

ଭୁବନେଶ୍ବର : ବୃଦ୍ଧବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମମାନେ ୩ ମାସ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଭତ୍ତା ପାଇଁ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟ ଦୌଡ଼ୁଛନ୍ତି। କାହିଁକି ଆମକୁ ଭତ୍ତା ଦେଉନ ବୋଲି ସରପଞ୍ଚମାନଙ୍କୁ ଅଭିଯୋଗ କରୁଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ…

୨୧ରୁ ରାଜ୍ୟବ୍ୟାପୀ ସୁଭଦ୍ରା ଶକ୍ତି ସମାବେଶ

ଭୁବନେଶ୍ୱର : ଆସନ୍ତା ୨୧ରୁ ୩୦ ପର୍ଯ୍ୟନ୍ତ ସମସ୍ତ ଗ୍ରାମ ପଞ୍ଚାୟତରେ ‘ସୁଭଦ୍ରା ଶକ୍ତି ସମାବେଶ’ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତୀକରଣ ଓ ଜୀବିକା ସୁଯୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ବିଭିନ୍ନ ସରକାରୀ…

ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୟୂରଭଞ୍ଜ ଗସ୍ତ ସହ ଜଡ଼ିତ ପ୍ରତ୍ୟେକ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି। ଏନେଇ ମଙ୍ଗଳବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ…

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ,ବିଭିନ୍ନ ମହଲରେ ଅସନ୍ତୋଷ

ଭୁବନେଶ୍ଵର : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି । ନୂଆ ପାଠ୍ୟ ପୁସ୍ତକରେ ମାଳ ମାଳ ଭୁଲ୍। ବହିରେ ଭୁଲ୍ ପଢୁଛନ୍ତି ଆଉ ଭୁଲ ଦେଖୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ। ପ୍ରଥମରୁ ଅଷ୍ଟମ ଶ୍ରେଣୀର ବହିରେ ପାଖାପାଖି ୧୭ଶହଟି ଭୁଲ୍ ଥିବା ପରିଲକ୍ଷିତ ହୋଇଛି। ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟବସ୍ତା ଠିକ୍ ଅଛି; ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡିସଚାର୍ଜ କରାଯିବ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟବସ୍ତା ଠିକ୍ ଅଛି। ୪ ଜଣ ସ୍ପେଶାଲିଷ୍ଟ ଚାମେଲିଙ୍କ ଚିକିତ୍ସା କରୁଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ପରେ ଡିସଚାର୍ଜ କରାଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏଡିଏମଓ। ଏପଟେ ଆଜି କୋର୍ଟରେ ଦାଖଲ ହେବ ଚାମେଲିଙ୍କ…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

ଭୁବନେଶ୍ବର : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମ ପରିଚାଳନା ଏବଂ ସାମଗ୍ରିକ…