Browsing Category

ଓଡିଶା

ଗାଡ଼ି ଜରିମାନା ବକେୟା ଇ-ଚାଲାଣରେ ୫୦% ରିହାତି।

ଭୁବନେଶ୍ୱର : ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଜାତୀୟ ଲୋକ ଅଦାଲତରେ ପୁରୁଣା ଇ-ଚାଲାଣ ଏବଂ ଟ୍ରାଫିକ୍ ଜରିମାନା ଉପରେ ବ୍ୟାପକ ରିହାତି ମିଳିବ। ଦୀର୍ଘ ଦିନ ଧରି ଅଦାଲତରେ ପଡ଼ି ରହିଥିବା ହଜାର ହଜାର ମାମଲାର ସମାଧାନ କରିବା ସହ ବିଚାର…

ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ତ।

ଭୁବନେଶ୍ଵର : ଭୁବନେଶ୍ଵର ସିଆରପିଏଫ ଛକ ନିକଟରେ ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ତ। ଏହି ଅଗ୍ନିକାଣ୍ତଟି ସର୍ଟସର୍କିଟରୁ ଅଗ୍ନିକାଣ୍ତ ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ଦ୍ଵାରା ନିଆଁ ଲିଭା ଜାରି। ନିଆଁଲିଭା କାର୍ଯ୍ୟରେ ୪ଟି ଅଗ୍ନିଶମବାହିନୀ…

ପାନ୍ଥନିବାସଠାରେ ଦୁଇ ଦିନିଆ ‘ପଖାଳ ପର୍ବ’

ଭୁବନେଶ୍ଵର : ଓଡ଼ିଶାର ସମୃଦ୍ଧ ରୋଷେଇ ଶୈଳୀ ଓ ପରମ୍ପରାକୁ ସମ୍ମାନ ଜଣାଇ ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ ‘ପଖାଳ ପର୍ବ’ ଉଦଘାଟିତ ହୋଇଯାଇଛି। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଏହି ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ। ଆସନ୍ତାକାଲି ମାନ୍ୟବର…

ଜଗତସିଂହପୁରରେ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ପଦ ଚନ୍ଦ୍ର ସ୍ବାଇଁ

ଭୁବନେଶ୍ବର : ବର୍ତ୍ତମାନ ସମୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ଚାହିଦା ବଢିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ଏକ ନର୍ସିଂ କଲେଜ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଚିଠି ଲେଖିଛନ୍ତି ଶିଳ୍ପ, ଦକ୍ଷତା ବିକାଶ…

ଓଡ଼ିଶାର କେଉଁଝର ଆଦିବାସୀମାନେ ପାଙ୍ଗୋଲିନ୍ ପାଇଁ ଲାଲ ବୁଣାକାର ପିମ୍ପୁଡ଼ି ଯୋଗାଇ ୧୨ ଲକ୍ଷ ଟଙ୍କା ରୋଜଗାର କରନ୍ତି।

ଭୁବନେଶ୍ୱର : ରାଜ୍ୟରେ ଜଙ୍ଗଲ କୂଳ ସମ୍ପ୍ରଦାୟର ଜୀବନ ସହିତ ସଂରକ୍ଷଣକୁ ଯୋଡ଼ିବା ପାଇଁ ବଢ଼ୁଥିବା ପ୍ରୟାସ ମଧ୍ୟରେ, ଜୀବିକାର ଏକ ଅଭିନବ ଏବଂ ପୁରସ୍କାରପ୍ରାପ୍ତ ମଡେଲ୍ କେନ୍ଦୁଝରର ପ୍ରାୟ 50 ଟି ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ (PVTG) ପରିବାରଙ୍କୁ ଏକ ଦୁର୍ବଳ ବନ୍ୟପ୍ରାଣୀ…

ବୁଢୀପଦର ଠାରେ ଷୋହଲ ପ୍ରହର ନାମଯଜ୍ଞ

ଭବାନୀପାଟଣା : ଭବାନୀପାଟଣା ସଦର ବ୍ଳକ ଅନ୍ତର୍ଗତ ଚହଗାଁ ପଞ୍ଚାୟତ ଅଧିନସ୍ତ ବୁଢୀପଦର ଗ୍ରାମରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଷୋହଲ ପ୍ରହର ଅଖଣ୍ଡ ନାମଯଜ୍ଞ । ଏନେଇ ସୋମବାର ଦିନ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ନାମଯଜ୍ଞରେ ସୁଦର୍ଶନ ସାହୁ ଏବଂ ତାଙ୍କ…

ଓଡ଼ିଶାରେ ହୀରା ଖାଦାନ, ରାଜ୍ୟ ବାହାରେ ଦୁର୍ଦ୍ଦଶା ଭୋଗୁଛି ଦାଦନ

ରାଜ୍ୟରେ ଖଣିଜ ପଦାର୍ଥର ମୂଲ୍ୟ ବୃଦ୍ଧି ଏବଂ ଅନ୍ତିମ ବ୍ୟବହାର ପାଇଁ ସମର୍ଥନ। ଏହା ଦ୍ଵାରା ନିଯୁକ୍ତି, ସାମାଜିକ-ଆର୍ଥିକ ବିକାଶ ଏବଂ ରାଜ୍ୟ ପାଇଁ ଅଧିକ ରାଜସ୍ୱ ଆଣିବା ପାଇଁ ସୁବିଧା ସୃଷ୍ଟି ହେବ ଓଡ଼ିଶା ସରକାର ନୂଆପଡା ଜିଲ୍ଲାର କାଲମିଦାଦର ଅଞ୍ଚଳରେ ହୀରା-ବାହକ ପଥର (ଲାମ୍ପରୋଇଟ୍)…

ପଦ୍ମଶ୍ରୀ ସାବରମତୀ ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଶଂଶା

ବୁଗୁଡ଼ା : (ଡ. କୁମୁଦ ଚନ୍ଦ୍ର ବେହେରା) ଜୈବିକ କୃଷିର ପ୍ରଚାର ପ୍ରସାର ସହିତ କୃଷକମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଏବଂ ପରିବେଶ ଉପଯୋଗୀ କୃଷି ପ୍ରଣାଳୀକୁ ଆଗକୁ ନେବାରେ ସାବରମତୀଙ୍କ ଅନେକ ଅବଦାନ ରହିଥିବା ରାଷ୍ଟ୍ରପତି ନିଜ ଭାଷଣରେ କହିଛନ୍ତି । ସାବରମତୀଙ୍କୁ ପ୍ରଶଂସା କଲେ…

ଏସସିବି ଘଟଣା ପରେ ଅଗ୍ନି ନିରାପତ୍ତା ସର୍ବାଧିକ ପ୍ରାଥମିକତା ପାଇଲା : ଓଡ଼ିଶା ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର : ଏଣିକି ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଥା ସ୍ବାସ୍ଥ୍ୟ ବିଭାଗର ଜଣେ ସ୍ବତନ୍ତ୍ର ଶାସନ ସଚିବ ବୁଝିବେ। ସେହିପରି ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାରୀ କୋଠା ନିର୍ମାଣ ସମୟରେ ବିଲ୍ଡିଂ ପ୍ଲାନ ଅନୁମୋଦନ କରାଯିବା…