Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆସନ୍ତାକାଲି ଖୋଲିବ ହୀରାକୁଦର ୪ ଗେଟ୍ ,ପ୍ରଥମ ପର୍ଯ୍ୟାୟରେ ଛଡ଼ାଯିବ ୧ ଲକ୍ଷ କ୍ୟୁସେକ ବନ୍ୟାଜଳ
ସମ୍ବଲପୁର : ରାଜ୍ୟରେ ବର୍ଷାର ପରିମାଣ କମୁଥିବା ବେଳେ ଉପରମୁଣ୍ଡରୁ ଆସୁଥିବା ପ୍ରବଳ ଜଳପ୍ରବାହ ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ୧୧ଟାରେ ହୀରାକୁଦ ବନ୍ଧର ୪ଟି ଗେଟ୍ ଖୋଲି ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପ୍ରଥମ…
ଆମେରିକା-ଇରାନ ମଧ୍ୟରେ ବଢ଼ୁଥିବା ତିକ୍ତତା ଓ ଟ୍ରମ୍ପଙ୍କ ଅସ୍ତ୍ରବିରତି ଶେଷ ଘୋଷଣା ପରେ ଭାରତୀୟ ସେୟାର ବଜାରରେ ବଡ଼…
ନୂଆଦିଲ୍ଲୀ : ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ କାରଣରୁ ଭାରତୀୟ ସେୟାର ବଜାରରେ ବଡ଼ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦୁଇ ଦେଶ ମଧ୍ୟରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରେ ଘରୋଇ ସେୟାର ବଜାରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ହାହାକାର ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି…
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭୁବନେଶ୍ଵର: ଆସନ୍ତା ୧୬ ତାରିଖ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ କୁମାର ପାଢୀ। ଦୂରଦର୍ଶନକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି, ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି…
ବଙ୍ଗଳାରେ ନାବାଳିକା ଗଣଦୁଷ୍କର୍ମ-ହତ୍ୟା ମାମଲା: ଏନକାଉଣ୍ଟରରେ ଅଭିଯୁକ୍ତ ନିହତ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବରୁଇପୁରରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ଅଭିଯୁକ୍ତମାନେ ପୋଲିସଠାରୁ ଅସ୍ତ୍ର ଛଡ଼ାଇ ନେଇ ଗୁଳି ଚଳାଇଥିଲେ, ଯାହା ପରେ ପାଲଟା ଆକ୍ରମଣ କରାଯାଇଥିଲା।
ବରୁଇପୁର…
ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର
କେନ୍ଦ୍ରପଡା : ଦୁର୍ନୀତି ବିରୋଧୀ ଅଭିଯାନକୁ ଜୋରଦାର କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର ନାୟକଙ୍କ ବିରୋଧରେ ବୁଧବାର ସକାଳୁ ବଡ଼ ଧରଣର ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ।
ଭିଜିଲାନ୍ସର ଏକାଧିକ ଟିମ୍…
ଆଉ ବିଶ୍ୱକୁ ତେଲ ବିକ୍ରୟ କରିପାରିବ ନାହିଁ ଇରାନ: ପୁଣି କଟକଣା ଲଗାଇଲେ ଟ୍ରମ୍ପ
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଇରାନକୁ ଦିଆଯାଇଥିବା ତେଲ କଟକଣା ଛାଡ଼କୁ ଆମେରିକା ତୁରନ୍ତ ପ୍ରତ୍ୟାହାର କରିନେଇଛି, ଯାହା ଇରାନଠାରୁ ଶକ୍ତି କ୍ରୟ ଉପରେ ଆମେରିକାର କଟକଣାକୁ ଛାଡ଼ କରିଥିଲା। ହରମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣର ଜବାବରେ ଇରାନ ଉପରେ ନୂତନ ଆକ୍ରମଣ ଏବଂ ଏକ…
କେରଳରେ ଭୂସ୍ଖଳନ ; ୨ ମୃତ
ଥିରୁବନନ୍ତପୁରମ୍ : କେରଳର ୱାୟାନାଡ ଜିଲ୍ଲାରେ ମଙ୍ଗଳବାର ଏକ ବଡ଼ ଭୂସ୍ଖଳନ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଭଗ୍ନାବଶେଷ ତଳେ ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି। ଏହି ଘଟଣା ମୀନାକ୍ଷୀ ସେତୁ ନିକଟରେ ଘଟିଛି, ଯେଉଁଠାରେ ଆନାକ୍କୋପୋଇଲ-ମେପାଡି ଟନେଲ୍ ରୋଡ୍ ପାଇଁ ନିର୍ମାଣ କାର୍ଯ୍ୟ…
ଗେଙ୍ଗୁଟି ଉଚ୍ଚ ବିଦ୍ୟାଳୟର ୫୧ତମ ପ୍ରତିଷ୍ଠା ଦିବସରେ ପାଳିତ ହେଲା ବନ ମହୋତ୍ସବ : ଛାତ୍ରଛାତ୍ରୀଙ୍କୁ ବଣ୍ଟାଗଲା ୩୦୦…
ବାଲେଶ୍ୱର, ୮/୭(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ଗ୍ରାମପଞ୍ଚାୟତର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ମହାସମାରୋହରେ ବିଦ୍ୟାଳୟର ଏକାବନତମ ପ୍ରତିଷ୍ଠା ଦିବସ ଓ ବନ ମହୋତ୍ସବ ପାଳିତ ହୋଇଯାଇଛି। ପୁରାତନ ବିଦ୍ୟାର୍ଥୀ ପରିଷଦ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
ବାଲେଶ୍ୱରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ଜନଗଣନା ହ୍ୟାଣ୍ଡବୁକ୍ ପ୍ରଶିକ୍ଷଣ ଶିବିର : ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ…
ବାଲେଶ୍ୱର, ୮/୭(କୃଷ୍ଣ କୁମାର ମହାନ୍ତି): ଆସନ୍ତା ଜନଗଣନା-୨୦୨୭କୁ ସଫଳ ଓ ତ୍ରୁଟିମୁକ୍ତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲା ସ୍ତରୀୟ ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆରମ୍ଭ ହୋଇଛି। ଏହି ଶିବିର ୧୦ ଜୁଲାଇ…
ମାନବିକତାର ଦୃଷ୍ଟାନ୍ତ ରଖିଲେ ଟ୍ରକ୍ ଚାଳକ : ଆତ୍ମହତ୍ୟା ଉଦ୍ୟମରୁ ମହିଳାଙ୍କୁ ବଞ୍ଚାଇ ଘରେ ପହଞ୍ଚାଇଲେ ଟ୍ରକ୍…
ବାଲେଶ୍ୱର, ୭ ଜୁଲାଇ (କୃଷ୍ଣ କୁମାର ମହାନ୍ତି): ମାନବିକତା ଓ ସାହସର ଏକ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ବାଲେଶ୍ୱର ଜିଲ୍ଲାର ଜଣେ ଟ୍ରକ୍ ଚାଳକ। ଫୁଲାଡ଼ି ନିକଟ ଜାତୀୟ ରାଜପଥ-୧୬ରେ ଚଳନ୍ତା ଟ୍ରକ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ବିବାହିତାଙ୍କୁ ସେ ଶେଷ…