Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅନୁଗୋଳ ଡେରଜାଙ୍ଗ ଡ୍ୟାମ୍ରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଅନୁଗୋଳ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ଡେରଜାଙ୍ଗ ଠାରେ ବହୁପ୍ରତୀକ୍ଷିତ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କରିଛନ୍ତି। ପ୍ରାୟ ୬ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ଏକ…
ଖୁବଶୀଘ୍ର ନୟାଗଡ଼ରେ ସ୍ଥାପନ ହେବ ଚିନି କଳ।
ଭୁବନେଶ୍ଵର : ଖୁବଶୀଘ୍ର ନୟାଗଡ଼ରେ ସ୍ଥାପନ ହେବ ଚିନି କଳ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ କ୍ରମେ ସମବାୟ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟରତ ଇଣ୍ଡିଆନ୍ ପଟାସ୍ ଲିମିଟେଡର ଏକ ଟିମ୍ ନୟାଗଡ଼ ପହଞ୍ଚିଛନ୍ତି। ଏହି ଅବସରରେ ଜିଲ୍ଲା ପ୍ରଶାସନ ସହିତ ଏକ ବୈଠକ କରି ଚିନି କଳ ସ୍ଥାପନା…
ସଂସଦୀୟ କ୍ଷେତ୍ରର ବିକାଶ କାର୍ଯ୍ୟର ସମୀକ୍ଷା କଲେ ଭୁବନେଶ୍ବର ସାଂସଦ ଅପରାଜିତା
ଭୁବନେଶ୍ଵର : ଭୁବନେଶ୍ବର ସର୍କିଟ ହାଉସରେ ସଂସଦୀୟ କ୍ଷେତ୍ରର ଦୁଇଟି ବିଭାଗର ମୁଖ୍ୟ ସଚିବ ଏବଂ ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ଉପସ୍ଥିତିରେ ବିଭାଗର ବିକାଶ କାର୍ଯ୍ୟର ସମୀକ୍ଷା ବୈଠକ ହୋଇଯାଇଛି। ଆୟୋଜିତ ବୈଠକରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ।
ଏହି…
ମାଲକାନଗିରିରେ ଜଳକ୍ରୀଡ଼ା ସୁବିଧା
ଭୁବନେଶ୍ଵର : ମାଲକାନଗିରି ସତୀଗୁଡା ପରିବେଶ ପର୍ଯ୍ୟଟନସ୍ଥଳୀଠାରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଜଳକ୍ରୀଡ଼ା ସୁବିଧା ଉଦଘାଟନ ହୋଇଛି। ବନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଯୋଗ ଦେଇ ଜଙ୍ଗଲ ଅବକ୍ଷୟର କାରଣ ବିଷୟରେ ଆଲୋକପାତ କରିଥିଲେ। ସେ…
Dr. S. K. Agarwal Calls for End to War in Middle East, Advocates World Peace on World Happiness Day.
Kolkata (21/3): A meaningful and thought-provoking celebration of World Happiness Day was organised by Pragyan Foundation on Friday 20th March, 2026 at Pragyan Bhawan, Kolkata, where a strong message of global harmony and peace was…
ଭାରତରେ ପହଞ୍ଚିଲା ଆଉ ଏକ ବଡ଼ ଏଲପିଜି ଜାହାଜ
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ୍ ଏବଂ ତେଲ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି। ତଥାପି, କିଛି ଆଶ୍ୱସ୍ତି ଖବର ଆସିଛି। ଆଜି ପାଇକ୍ସିସ୍ ପାୟାନିଅର ନାମକ ଏକ ଜାହାଜ ଏଲପିଜି ନେଇ ଭାରତରେ…
ଇଦ୍ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ରମଜାନର ପୂର୍ଣ୍ଣ ୩୦ ଦିନର ରୋଜା ଏବଂ ନମାଜ ପାଠ ପରେ ଗତକାଲି ଇଦର ଚାନ୍ଦ ଦେଖାଯାଇଥିଲା। ମସଜିଦ ଗୁଡ଼ିକରୁ ସୂଚନା ଦିଆଯାଇଥିଲା । ଆକାଶରେ ରଙ୍ଗୀନ ଆତସବାଜି ଦେଖିବାକୁ ମିଳିଥିବାବେଳେ ଶ୍ରଦ୍ଧାଳୁଙ୍କ ମୁହଁ ଖୁସିରେ ଝଲସି ଉଠିଥିଲା । ସେମାନେ ପରସ୍ପରକୁ ଆଲିଙ୍ଗନ କରି ଈଦର…
ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ହେବ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା
ଭୁବନେଶ୍ବର : ବଜେଟ ଆଲୋଚନାରେ ଗତକାଲି ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ନିଜ ବିଭାଗର ଖର୍ଚ୍ଚଦାବୀ ଉପସ୍ଥାପିତ କରିଥିଲେ। ଏଥିରେ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି। ବଜେଟ ଉପସ୍ଥାପନା ପରେ ଏକ…
ଦ୍ବିତୀୟ ଦିନରେ ପାଚକ-ପାଚିକା ରାତି ଅନିଦ୍ରା। ବିଭିନ୍ନ ଦାବି ନେଇ ରାଜରାସ୍ତାରେ ବସିଛି ସଂଘ।
ଭୁବନେଶ୍ଵର : ପାଚିକାଙ୍କ ରାତି କଟୁଛି ରାଜରାସ୍ତାରେ। ଆନ୍ଦୋଳନର ଦ୍ବିତୀୟ ଦିନରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ସଂଘର ରାତି ଅନିଦ୍ରା ହୋଇ ଆନ୍ଦୋଳନରେ ବସିଛନ୍ତି। ବକେୟା ୩ ମାସର ଭତ୍ତା ପ୍ରଦାନ ସାଙ୍ଗକୁ ଦରମା ବୃଦ୍ଧି ନେଇ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା…
ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ଵର : ଦୀର୍ଘ ନଅ ଦିନ ଧରି ଗାନ୍ଧୀମାର୍ଗରେ ଆନ୍ଦୋଳନ ଜାରି ରଖିଥିବା ସ୍ଥଳେ ମାର୍ଚ୍ଚ ୧୮ ତାରିଖ ରାତିରେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଆମନ୍ତ୍ରଣକ୍ରମେ ରାତ୍ର ୦୮.୩୦ ଘଟିକା ସମୟରେ ମହାସଂଘର ଅଧ୍ୟକ୍ଷ ପ୍ରଭାତ ମହାନ୍ତି, ସଂଘର ଉପଦେଷ୍ଟା ବିଜୟ ମଲ୍ଲ, ସଭାପତି ସଞ୍ଜୟ ପଟ୍ଟନାୟକଙ୍କ…