Browsing Category

ଓଡିଶା

ରାଜ୍ୟରେ ଗ୍ୟାସ ସଙ୍କଟକୁ ନେଇ ହଲଚଲ୍। : ଆଜି ବସିବାକୁ ଯାଉଛି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ।

ଭୁବନେଶ୍ବର : ରାଜ୍ୟରେ ଗ୍ୟାସ ସଙ୍କଟକୁ ନେଇ ହଲଚଲ୍। LPG ଯୋଗାଣରେ ବ୍ୟାଘାତ ଏବଂ ବ୍ଲାକ୍ ମାର୍କେଟିଂ ଅଭିଯୋଗ ପରେ ଆକ୍ସନ ମୋଡ୍‌ରେ ସରକାର। ଆଜି ବସିବାକୁ ଯାଉଛି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଖାଉଟିଙ୍କ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡ଼ିଛି ଖାଦ୍ୟ ଯୋଗାଣ ବିଭାଗ। ଖାଦ୍ୟ ଯୋଗାଣ…

ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ

ରଣପୁର : ୩୪ ତମ ବିଶ୍ୱ ଜଳ ଦିବସ ଅବସରରେ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ତରଫରୁ ନୟାଗଡ଼ ଜିଲ୍ଲା ରଣପୁର କ୍ଷୁଦ୍ର ଜଳସେଚନ ଉପଖଣ୍ଡ ଅଧୀନ ଦର୍ପନାରାୟଣପୁର ଶୁକ୍ର ବେହେରା ପାଣିପଞ୍ଚାୟତ ଅଧୀନରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ତିନି କିଲୋମିଟର ବ୍ୟାପୀ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ…

ଇନ୍ଧନ ପରିସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁଁ ଦେଶରେ ପେଟ୍ରୋଲିୟମ୍‌, ଅଶୋଧିତ ତୈଳ, ଗ୍ୟାସ ଓ ସାର ଆଦି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଇନ୍ଧନ ଓ ଶକ୍ତି ପରିସ୍ଥିତି ଉପରେ ସମୀକ୍ଷା…

ପୁରୀ ବସଷ୍ଟାଣ୍ଡରେ ଜଳିଗଲା ଯାତ୍ରୀବାହୀ ବସ୍ ।

ପୁରୀ : ବସଷ୍ଟାଣ୍ଡରେ ହୁତ୍‌ ହୁତ୍‌ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବସଷ୍ଟାଣ୍ଡରେ । ସୂଚନା ମିଳିବା ପରେ ତୁରନ୍ତ ପୁରୀ ଅଗ୍ନିଶମ ଓ ଶ୍ରୀଜଗନ୍ନାଥ ଅଗ୍ନିଶମ କେନ୍ଦ୍ରର ୪ ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।…

ସୋସିଆଲ ମିଡିଆ ନେଟୱାର୍କିଂ, ଶିକ୍ଷା ପାଇଁ ପ୍ଲାଟଫର୍ମ ପ୍ରଦାନ କରି ମହିଳାମାନଙ୍କୁ ସଶକ୍ତ କରିଥାଏ

ସାମାଜିକ ଗଣମାଧ୍ୟମର ମହିଳାମାନଙ୍କ ଉପରେ ଗଭୀର, ଦ୍ୱି-ଧାରୀ ପ୍ରଭାବ ଅଛି, ଯାହା ଉଦ୍ୟୋଗୀତା, ନେଟୱାର୍କିଂ ଏବଂ ସଶକ୍ତିକରଣ ପାଇଁ ସୁଯୋଗ ପ୍ରଦାନ କରେ, ଏକ ସମୟରେ ଶରୀର ଅସନ୍ତୋଷ, କମ ଆତ୍ମସମ୍ମାନ ଏବଂ ସାଇବର ଧମକ କିମ୍ବା ଉତ୍ପୀଡ଼ନର ବିପଦକୁ ପ୍ରୋତ୍ସାହିତ କରେ। ଏହା ପ୍ରାୟତଃ ଅବାସ୍ତବ…

କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ “ସଉଦା” ଉନ୍ମୋଚିତ।

ବାଲେଶ୍ୱର ( ୨୨/୩ ) : ରେମୁଣା ସାହିତ୍ୟ ସଂସଦ ଆନୁକୁଲ୍ୟରେ କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ ନବମ ପୁସ୍ତକ "ସଉଦା"କବିତା ସଙ୍କଳନର ଲୋକାର୍ପଣ ସମାରୋହ ଅଭିମନ୍ୟୁ କଲ୍ଯାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି। ସାହିତ୍ୟିକ ଡଃ ଭାଗବତ ପ୍ରସାଦ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ଅଭିଯାନ : ପ୍ରଥମ ଦିନରେ ୯ କୋଟିର ଚାଲାଣ

ଭୁବନେଶ୍ଵର : ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ଅଭିଯାନର ପ୍ରଥମ ଦିନରେ କଡ଼ାକଡ଼ି ଚେକିଂ। ଗୋଟିଏ ଦିନରେ କଟିଲା ୧୭ ହଜାର ୮୩୧ ଚାଲାଣ। ମୋଟ୍ ୯ କୋଟି ୫୭ ଲକ୍ଷ ୫୯ ହଜାର ୫୦୪ଟଙ୍କାର ଜରିମାନା ଲାଗୁ ହୋଇଛି। ଏଥିସହ ୬୪ଟି ଗାଡ଼ି ଅଟକ ରଖିଛି ପରିବହନ ବିଭାଗ। ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ…

ଓଡ଼ିଶାକୁ ୧୨ ମେଡାଲ୍ : ବିଜେତା ଆଥଲେଟଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କଳିଙ୍ଗ ଷ୍ଟାଡିୟମରେ ଉଦଯାପିତ ହୋଇଯାଇଛି ୨୪ତମ ଜାତୀୟ ପାରା-ଆଥଲେଟିକ୍ସ ଚାମ୍ପିୟନସିପ୍। ଉଦଯାପନୀ ଉତ୍ସବରେ ସିଏମ ମୋହନ ଚରଣ ମାଝୀ ଯୋଗଦେଇ ବିଜେତା ଆଥଲେଟଙ୍କୁ ସମ୍ମାନିତ କରିଥିଲେ। ଚାମ୍ପିୟନସିପରେ ୨୮ ରାଜ୍ୟର ୧୪ଶହରୁ ଅଧିକ ପାରା-ଆଥଲେଟ୍ ଅଂଶଗ୍ରହଣ କରିଥିବାବେଳେ ୯୫ଟି…

ନିର୍ବାଚନ ଲଢି​‌ବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ

ନୂଆଦିଲ୍ଲୀ : ଆର.ଜି. କର ମେଡିକାଲ କଲେଜର ବଳାତ୍କାର ପୀଡିତାଙ୍କ ମାଆ  ପଶ୍ଚିମବଙ୍ଗର ପାଣିହାଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ରାଜି ହୋଇଛନ୍ତି। ସେ ତୃଣମୂଳ ଏବଂ ବାମପନ୍ଥୀଙ୍କୁ ସମାଲୋଚନା କରିଛନ୍ତି। ବିଜେପି ପ୍ରାର୍ଥୀଙ୍କ ଦ୍ୱିତୀୟ…

ସୁବାସିନୀଙ୍କ ନିଲମ୍ବନକୁ ବିରୋଧ: ବିଜେଡି ଛାଡ଼ିଲେ ଆଉ ୨ ନେତା

ଭୁବନେଶ୍ୱର: ବସ୍ତାରେ ଭୁଶୁଡ଼ିଲା ବିଜେଡି ଗଡ଼। ସୁବାସିନୀ ଜେନାଙ୍କୁ ସସପେଣ୍ଡ ପରେ ଦଳ ଛାଡ଼ିଲେ ତୃଣମୂଳ ନେତା।  ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଆଜି ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା, ଛାତ୍ର ସଭାପତି ସୁଶାନ୍ତ ବେହେରା ସଭାପତି ପଦ ସହ ବିଜେଡିର…