Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାଲେଶ୍ୱରରେ ବେଲଗାମ ବାଲି ମାଫିଆ !
ବାଲେଶ୍ୱର : ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ। ବାଲେଶ୍ୱର ସୋରର ଅତିରିକ୍ତ ତହସିଲଦାର ଓ ତାଙ୍କର ଡ୍ରାଇଭରଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ଜଣାପଡିଛି। ତେଣ୍ଟେଇରୁ କାମ ସାରି ଫେରୁଥିବା ବେଳେ ଅଇଁରୀ ଛକ ରାସ୍ତାରେ ଏକ ବାଲି ଗାଡିକୁ ଧରିଥିଲେ ଅତିରିକ୍ତ ତହସିଲଦାର l ଗାଡ଼ି କାଗଜପତ୍ର…
୨୦୨୬ରୁ ନୂଆ ଆୟକର ନିୟମ
ଭୁବନେଶ୍ୱର : ସରକାର ୧ ଏପ୍ରିଲ୍, ୨୦୨୬ ଠାରୁ ଆୟକର ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିରେ ପୁରୁଣା ବ୍ୟବସ୍ଥାକୁ ହଟାଇ ନୂଆ ଇନକମ୍ ଟାକ୍ସ ଆକ୍ଟ ଲାଗୁ ହେବ। ଏଥିରେ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନଙ୍କ ଦରମା ଏବଂ କମ୍ପାନୀରୁ ମିଳୁଥିବା ସୁବିଧା ଉପରେ…
ରନ୍ଧନ ଗ୍ୟାସ୍ ସଙ୍କଟ! ଏବେ ୧୪ କେଜି ବଦଳରେ ମିଳିପାରେ ୧୦ କେଜି ଗ୍ୟାସ୍
ଭୁବନେଶ୍ୱର : ଦେଶରେ ରନ୍ଧନ ଗ୍ୟାସ୍ ଯୋଗାଣକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ହର୍ମୁଜ ପ୍ରଣାଳୀରେ ଜାରି ରହିଥିବା ସଙ୍କଟ ଯୋଗୁଁ ଭାରତକୁ LPG ଆମଦାନୀ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ସୀମିତ ଷ୍ଟକ୍କୁ ଅଧିକ ଦିନ ଚଲାଇବା ପାଇଁ ସରକାର ବଡ ପଦକ୍ଷେପ ନେଇପାରନ୍ତି। ଏବେ ୧୪.୨ କେଜି…
ମେ ୨୯ରେ ଓଟିଇଟି: ୨୬ରୁ ଆବେଦନ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଆସନ୍ତା ମେ ୨୯ରେ ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ଣ ୯ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପେପର-୧ ଏବଂ ଅପରାହ୍ଣ ୨ଟାରୁ ୪ଟା ୩୦…
ଟ୍ରମ୍ପଙ୍କ ୫ଦିନିଆ ଯୁଦ୍ଧ ବିରତି ଘୋଷଣା
ୱାଶିଂଟନ : ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧରେ ଅସ୍ତ୍ରବିରତି ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି। ଅସ୍ତ୍ରବିରତି ପ୍ରସଙ୍ଗରେ ଇରାନ ସହିତ ଆମେରିକାର କଥାବାର୍ତ୍ତା ଆରମ୍ଭ ହୋଇଥିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ସୂଚନା ଦେଇଛନ୍ତି। ଟ୍ରମ୍ପଙ୍କ ସୂଚନା ଅନୁଯାୟୀ ଦୁଇ ଦେଶ…
ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ଭୁବନେଶ୍ୱର : ରାଜ୍ୟ ଏବଂ ଜାତୀୟସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ…
ଲିଙ୍କରୋଡ ଏଲଆଇସି ଅଫିସରେ ଅଗ୍ନିକାଣ୍ଡ
କଟକ : କଟକ ଲିଙ୍କରୋଡ ଏଲଆଇସି ଅଫିସରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ସୋମବାର ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟିଥିଲା । ବସଷ୍ଟାଣ୍ଡରେ ଯାତ୍ରୀବାହୀ ବସ୍ ହୁତ୍ ହୁତ୍ ହୋଇ…
ଗ୍ରୀଷ୍ମଋତୁ
ଆସିଗଲା ଖରା ତାତି
ଦିନ ବଡ଼ ଛୋଟ ରାତି
ଖାଇଲେ ଅଳପ ପିଇଲେ ଅଧିକ
ତେବେ ମିଳିବ ମୁକତି ।
ବହିଯାଏ ଦେହେ ଝାଳ
ସହିବା ତ ଅସମ୍ଭାଳ
ଲାଗଇ ଆରାମ ଖାଉଥିଲେ ନିତି
ଦହି ସାଥିରେ ପଖାଳ ।
ତରଭୂଜ ଲେମ୍ବୁ ପାଣି
କାକୁଡ଼ି ଡ଼ାବ ତୋରାଣି
କରେ ଯେ ସେବନ ଏହି ଗ୍ରୀଷ୍ମ କାଳେ
ଅଂଶୁଘାତ ଦୂର…
ଏଲପିଜି ସଙ୍କଟକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ରାଜ୍ୟରେ ମହଜୁଦ ଅଛି ଆବଶ୍ୟକୀୟ ଗ୍ୟାସ୍।
ଭୁବନେଶ୍ବର : ବିଚଳିତ ହୁଅନ୍ତୁ ନାହିଁ, ରାଜ୍ୟରେ ମହଜୁଦ ଅଛି ଆବଶ୍ୟକୀୟ ଗ୍ୟାସ୍। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସ୍ପଷ୍ଟୀକରଣ। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏବେ ୧୪ ହଜାର ଘରୋଇ ଗ୍ୟାସ୍ ସିଲିଣ୍ଡର ମହଜୁଦ ଅଛି। କଳାବଜାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ହେଉଛି। ହୋଟେଲ…
ସମ୍ବଲପୁର ମଣ୍ଡଳ କାରାଗାରରେ ଉପଜିଲାପାଳ ଉପସ୍ତିତିରେ ଅତର୍କିତ ଚଢ଼ାଉ
ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା ୪୫ ମିନିଟରେ ଦୁଇ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ପୋଲିସ ଦଳ ଜେଲ ପରିସର ମଧ୍ୟକୁ ପ୍ରବେଶ କରି ପ୍ରତିଟି କୋଠରୀ ଏବଂ…