Browsing Category

ଓଡିଶା

ନୀତୀଶ କୁମାର ଜନତା ଦଳ-ୟୁନାଇଟେଡ୍ (ଜେଡି-ୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜନତା ଦଳ-ୟୁନାଇଟେଡ୍ (ଜେଡି-ୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତିଲ। କାରଣ ଦଳର ଏହି ଶୀର୍ଷ ପଦବୀ ପାଇଁ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନାହାଁନ୍ତି। ଦଳର ସଭାପତି ଭାବରେ ଏହା ତାଙ୍କର…

ଓଏମସିର ବଡ଼ ପଦକ୍ଷେପ: ଆଇଆଇଟି ଧନବାଦ ସହ ମିଶି କର୍ମଚାରୀଙ୍କୁ ମିଳିବ ହାଇଟେକ୍ ପ୍ରଶିକ୍ଷଣ

ଭୁବନେଶ୍ୱର : ଓଡ଼ିଶାର ଖଣି କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ନୂତନ ଜ୍ଞାନକୌଶଳର ବିନିଯୋଗ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଓଡ଼ିଶା ଖଣି ନିଗମ ଏବଂ ଆଇଆଇଟି (IIT-ISM) ଧନବାଦର ‘ଟେକ୍ସମିନ୍’ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ସହଭାଗିତା ମୁଖ୍ୟତଃ…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। କୋର୍ଟ କାର୍ଯ୍ୟ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ଏହା ସହିତ ପୂର୍ବାହ୍ନ…

ଇସ୍ରାଏଲର ରାଷ୍ଟ୍ରଦୂତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟକୁ ନେଇ ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ : ଇରାନ ଯୁଦ୍ଧ ସମାପ୍ତ କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ନୂଆଦିଲ୍ଲୀରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଆଜାର କହିଛନ୍ତି , ପଶ୍ଚିମ ଏସିଆରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି। ଏହା ବ୍ୟତୀତ, ରୁଭେନ ଏହି ମାମଲାରେ ମଧ୍ୟସ୍ଥତା ଭାବରେ ପାକିସ୍ତାନ,…

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ : ହେବ ଗଣତିମଣତି

ଭୁବନେଶ୍ବର : ଆଜି ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଗଣତିମଣତି କରାଯିବ। ଏ ନେଇ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଆଜି ଚୈତ୍ର ଶୁକ୍ଳ ସପ୍ତମୀ ତିଥି ହୋଇଥିବାରୁ ଏହି ରତ୍ନଭଣ୍ଡାରର ଅଳଙ୍କାର ଗଣତି ହେବ କରଯିବ ବୋଲି ନିଷ୍ପତି କରାଯାଇଛି। ସେହି ଅନୁସାରେ ଏହି ଶୁଭ କାର୍ଯ୍ୟ…

ବଢ଼ିବ ଲୋକସଭା ସିଟ୍

ନୂଆଦିଲ୍ଲୀ : ବଢ଼ିବ ଲୋକସଭାର କଳେବର। ସିଟ୍ ସଂଖ୍ୟା ବୃଦ୍ଧି ହୋଇପାରେ। ୫୪୩ରୁ ୮୧୬କୁ ବୃଦ୍ଧି ପାଇପାରେ ଲୋକସଭା ଆସନ। ଏଥିରୁ ମହିଳାଙ୍କ ପାଇଁ ୨୭୩ଟି ସ୍ଥାନ ସଂରକ୍ଷିତ ରହିବ। ମହିଳାମାନଙ୍କ ପାଇଁ ଲୋକସଭାରେ ଏକ-ତୃତୀୟାଂଶ ସଂରକ୍ଷଣ ଲାଗୁ କରିବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେବାକୁ…

ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍‌ ଗୃହୀତ

ନୂଆଦିଲ୍ଲୀ : ମଙ୍ଗଳବାର ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ୨୦୨୬ ବାଚନିକ ଭୋଟରେ ଗୃହୀତ ହୋଇଛି।ଏହି ବିଲ୍ ଅନୁଯାୟୀ, ଟ୍ରାନ୍ସଜେଣ୍ଡର ଚିହ୍ନଟ ପାଇଁ ମେଡିକାଲ୍ ବୋର୍ଡର ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି। ବିରୋଧୀ ଦଳଗୁଡ଼ିକ ଏହାକୁ ମୌଳିକ ଅଧିକାରର ଉଲ୍ଲଙ୍ଘନ କହି ବିରୋଧ କରିଥିଲେ, କିନ୍ତୁ…

ମିଶନ ଶକ୍ତି ମାଧ୍ୟମରେ ସାମାଜିକ ଉଦ୍ୟୋଗିତାରେ ଓଡ଼ିଶା ମହିଳାମାନଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ

ଏହା ଆମର ସୌଭାଗ୍ୟ ଯେ ମହିଳା ଉଦ୍ୟୋଗୀ ଭାବରେ ବୃଦ୍ଧି ପାଉଥିବା ଉପସ୍ଥିତି ଦେଶରେ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ ଏବଂ ଆର୍ଥିକ ଅଭିବୃଦ୍ଧି ଆଣିଛି। ମହିଳା-ମାଲିକାନାଧୀନ ବ୍ୟବସାୟ ଉଦ୍ୟୋଗଗୁଡ଼ିକ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି, ଜନସଂଖ୍ୟାଗତ ପରିବର୍ତ୍ତନ ଆଣି ଏବଂ ପରବର୍ତ୍ତୀ ପିଢ଼ିର…

ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ

ନୟାଗଡ଼ (୨୩/୦୩): ରିପୋର୍ଟ-ସନାତନ ମହାକୁଡ଼ । ଓଡ଼ଗାଁ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ପନ୍ଦରଟି କ୍ଲଷ୍ଟରରେ ନବମ ତଥା ଚଳିତ ଶିକ୍ଷାବର୍ଷର ଅନ୍ତିମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି।କ୍ଲଷ୍ଟର୍ ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ଏଫଏଲଏନ ଶିକ୍ଷକ…

ବ୍ରହ୍ମପୁରରେ ପୁଣି ଆତଙ୍କରାଜ। ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ।

ବ୍ରହ୍ମପୁର : ବ୍ରହ୍ମପୁର ରେ ପୁଣି ଆତଙ୍କରାଜ। ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ। ବଡ଼ ବଜାର ଥାନା ଅନ୍ତର୍ଗତ ଆନନ୍ଦ ନଗର ଛକରେ ଘଟିଛି ଘଟଣା। ଦୁଇ ଦିନ ତଳେ ରାତିରେ ସେହି ଅଞ୍ଚଳର ପିଣ୍ଟୁ ରାଉଳ କାମ ସାରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ହଠାତ୍ ଖଣ୍ଡା ଓ ମାରଣାସ୍ତ୍ର ଧରି…