Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ବ୍ଲାକ୍ ଈଗଲ୍ ବୁକ୍ସ ପ୍ରକାଶନ ପକ୍ଷରୁ ୱେବ୍ ସାଇଟ୍ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ
ଭୁବନେଶ୍ୱର (୬/୪) : କେନ୍ଦ୍ର ସାହିତ୍ୟ ଏକାଡେମୀର ମହତ୍ତର ସଦସ୍ୟତା ଲାଭ କରିଥିବା ଜ୍ଞାନପୀଠ ପୁରସ୍କାର ବିଜୟିନୀ ବିଶିଷ୍ଟ ସାହିତ୍ୟିକା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କ କରକମଳରେ ବ୍ଲାକ ଈଗଲ ବୁକ୍ସ ୱେବ୍ସାଇଟ୍ ଉନ୍ମୋଚନ ସହିତ ବ୍ଲାକ ଈଗଲ ବୁକ୍ସ ପ୍ରକାଶନର ଲେଖକ ବନ୍ଧୁ ମିଳନ…
୯ ଯାଏଁ ଜାରି ରହିବ ଝଡ଼ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର : ଆସନ୍ତା ୯ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ଝଡ଼ବର୍ଷା ପ୍ରଭାବ। ଆଜି ୨୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଏହି ୪ ଜିଲ୍ଲା ହେଉଛି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଏବଂ…
ONIWES–2026 Successfully Organized with a Resolution to Promote Naturopathy Across Odisha
Bhubaneswar ( 5/4): The Odisha Naturopathy & Integrative Wellness Summit – 2026 (ONIWES) was successfully organised at Saraswati Shishu Vidya Mandir, Unit-8, Gopabandhu Nagar, Bhubaneswar. The one-day summit was organized by the…
ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ
ଭୁବନେଶ୍ୱର : ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ କ୍ୟାବିନେଟ୍ର ଐତିହାସିକ ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ମେଡ଼ିକାଲ, ଇଞ୍ଜିନିୟରିଂ, କୃଷି, ଅନ୍ୟାନ୍ୟ ଉଚ୍ଚ ଶିକ୍ଷା ତଥା…
ପୂର୍ତ୍ତ ବିଭାଗ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ଵର : ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଉନ୍ନତ ସ୍ଥିତିରେ ରହିଛି। ବର୍ତ୍ତମାନ ରାଜ୍ୟରେ ଅନେକଗୁଡ଼ିଏ ବୃହତ ପ୍ରକଳ୍ପ ଚାଲୁ ରହିଥିବାବେଳେ ଆଗାମୀ ଦିନରେ ଆହୁରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟର ଜନସାଧାରଣଙ୍କୁ ସର୍ବଶ୍ରେଷ୍ଠ ଓ ଗୁଣାତ୍ମକ ସୁବିଧା…
ଓଡ଼ିଶା ଖଣି ନିଗମର ରେକର୍ଡ ଖଣିଜ ଉତ୍ପାଦନ, ଆୟ ମଧ୍ୟ ସର୍ବାଧିକ
ଭୁବନେଶ୍ୱର : ଓଡ଼ିଶା ଖଣି ନିଗମ (OMC) ୨୦୨୫-୨୬ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସମୁଦାୟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ସହିତ ସର୍ବାଧିକ ଉତ୍ପାଦନର ରେକର୍ଡ ମଧ୍ୟ କରିଛି । ଏହି ଆର୍ଥିକ ବର୍ଷରେ ଲୌହ ଧାତୁ ଉତ୍ପାଦନ ୪୦.୦୨ ମିଲିଅନ୍ ଟନ୍ ହୋଇଥିବା ବେଳେ…
ଆମ ବସ୍ ଧକ୍କାରେ ଅତିରିକ୍ତ ଡିସିପି ଆହତ
ଭୁବନେଶ୍ୱର : ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍। ଏହି ବସ୍ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍ରେ ଯିବା ସମୟରେ ଭୁବନେଶ୍ୱର କ୍ଲବ ନିକଟରେ ତାଙ୍କୁ ପଛରୁ ଧକ୍କା ଦେଇଥିଲା ବସ୍। କ୍ୟାପିଟାଲ ଥାନା ପୋଲିସ ଡିସିପିଙ୍କୁ ଉଦ୍ଧାର କରି…
ଆଜି ଗୁଡ୍ ଫ୍ରାଇଡେ’, ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ ପକାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ
ଭୁବନେଶ୍ବର : ଆଜି ଗୁଡ୍ ଫ୍ରାଇଡେ'। ମାନବ ଜାତି ପାଇଁ ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ ପକାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ଏହା ପୂର୍ବରୁ ବିଭିନ୍ନ ଚର୍ଚ୍ଚ ଗୁଡି଼କରେ ସମୂହ ପ୍ରାର୍ଥନା କରାଯାଇଛି । କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀର କ୍ୟାଥଲିକ ଚର୍ଚ୍ଚ ଏବଂ ବାପିଷ୍ଟ ଚର୍ଚ୍ଚରେ…
ରାଜ୍ୟରେ ଅସମ୍ଭାଳ ଖରା : ୪୦ ଡିଗ୍ରୀ ଟପିଲା ତାପମାତ୍ରା
ଭୁବନେଶ୍ବର : ଜ୍ୟରେ ଅସମ୍ଭାଳ ଖରା। ବିଶେଷକରି ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ତାତି ବଢିବାରେ ଲାଗିଛି । ଝାରସୁଗୁଡ଼ାରେ ଗତକାଲି ସର୍ବାଧିକ ୪୦.୬ ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ସେହିଭଳି ଟିଟିଲାଗଡ଼ରେ ୪୦ ଡିଗ୍ରୀ ପାରଦ ରହଥିଲା। ରାଜ୍ୟର ଅଧିକାଂଶ ସହରର ପାରଦ ୩୮ ଉପରେ ରହିଛି ।…
ଭୁବନେଶ୍ୱରରେ ପ୍ରଥମ ଭିସା ଆବେଦନ କେନ୍ଦ୍ର ଖୋଲିଲେ ମୁଖ୍ୟମନ୍ତ୍ରୀ ମାଝୀ
ଭୁବନେଶ୍ବର : ରାଜ୍ୟରେ ସହଜ ହେଲା ଭିସା ଆବେଦନ । ରାଜ୍ୟ ବାହାରକୁ ଯାଇ ଭିସା ଆବେଦନ କରିବାକୁ ପଡିବ ନାହିଁ । ଓଡ଼ିଶାବାସୀଙ୍କୁ ଭିସା ସେବା ପାଇଁ କୋଲକାତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଭଳି ସହରକୁ ଆଉ ଯିବାକୁ ପଡିବ ନାହିଁ। ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କୁ ଏହା…