Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍ ଠାବ
ଭୁବନେଶ୍ବର : କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍ ଠାବ ହୋଇଛି। ରେଡ୍ ବେଳେ ବାବୁଙ୍କ ଘରୁ ମିଳିଛି ୧ କେଜି ୧୪୦ ଗ୍ରାମ ସୁନା ଏବଂ…
ନିଶିକାନ୍ତ ଦେଇଥିବା ବୟାନକୁ ନିନ୍ଦା କରି ବିଜେଡି ରାଜ୍ୟସଭାଠୁ ଆରମ୍ଭ କରି ରାଜରାସ୍ତାରେ କଡ଼ା ବିରୋଧ
ଭୁବନେଶ୍ବର : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବୟାନ ଏବେ ରାଜନୀତିକ ଝଡ଼ ସୃଷ୍ଟି କରିଛି। ବିଜୁବାବୁଙ୍କ ସମ୍ପର୍କରେ ସଂସଦରେ ଆଲୋଚନାବେଳେ ଓ ପରେ ସୋସିଆଲ ମିଡିଆରେ ନିଶିକାନ୍ତ ଦେଇଥିବା ବୟାନକୁ ନିନ୍ଦା କରି ବିଜେଡି ରାଜ୍ୟସଭାଠୁ ଆରମ୍ଭ କରି…
ଓଏଏସ୍ ଅଧିକାରୀସ୍ତରରେ ଅଦଳବଦଳ : ୭ ଉପଜିଲାପାଳ ନିଯୁକ୍ତ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୭ଜଣ ଓଏଏସ୍ ଅଧିକାରୀଙ୍କୁ ଉପଜିଲାପାଳ ଭାବେ ଏବଂ ଜଣଙ୍କୁ ଅତିରିକ୍ତ ଜିଲାପାଳ ଭାବେ ନିଯୁକ୍ତ…
ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଡାକିଲେ ଜିଲ୍ଲାପାଳମାନଙ୍କ ବୈଠକ
ଭୁବନେଶ୍ବର : ଓଡିଶାରେ ଯୁଦ୍ଧର କଣ ରହିଛି ପ୍ରଭାବ ସେ ନେଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକସେବା ଭବନରେ ସେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଜିଲ୍ଲାପାଳଙ୍କ ସହିତ ଏହି ବୈଠକ ନେବେ। ଏଥିରେ ଜିଲ୍ଲାରେ ଗ୍ୟାସ, ପେଟ୍ରୋଲ, ଡିଜେଲ କେତେ ମହଜୁଦ ଅଛି…
ଏପ୍ରିଲ ୩ ଯାଏ କାଳବୈଶାଖୀ : ବର୍ଷା,ବଜ୍ରପାତ ସହ ୪୦-୫୦ କିମି ପବନ ଆଶଙ୍କା
ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରକୋପ ଜାରି ରହିବ । ଆସନ୍ତା ଏପ୍ରିଲ ୩ ପର୍ଯ୍ୟନ୍ତ ପ୍ରତିଦିନ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ହୋଇପାରେ । ଅନ୍ୟପଟେ ଆସନ୍ତା ୩ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା କ୍ରମଶଃ ବଢ଼ିବ । ପ୍ରାୟ ୨ରୁ ୩ ଡିଗ୍ରୀ…
ବିଜେଡି ବିଧାୟିକାଙ୍କ କ୍ୱାଟର୍ସରେ ପୋଲିସ
ଭୁବନେଶ୍ବର : ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ମାମଲା। ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ମନୋରମାଙ୍କ ସ୍ବାମୀ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ତହସିଲଦାର।
ନର୍ଲା…
ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ରାଜ୍ୟପାଳ ହରିବାରୁ କମ୍ଭମ ପାଟିଙ୍କ ମଧ୍ୟରେ ସୌଜନ୍ୟ ମୂଳକ…
ଭୁବନେଶ୍ଵର: ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ରାଜ୍ୟପାଳ ହରିବାରୁ କମ୍ଭମ ପାଟିଙ୍କ ମଧ୍ୟରେ ସୌଜନ୍ୟ ମୂଳକ ସାକ୍ଷାତ ହୋଇଛି। ଲୋକଭବନରେ ଏହି ସାକ୍ଷାତ ସମୟରେ ଅପରେଶନ ସିନ୍ଦୁରଭୁବନେଶ୍ଵର: ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ରାଜ୍ୟପାଳ ହରିବାରୁ କମ୍ଭମ…
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନ ୨ଟାରୁ ପୁଣି ରଥଟଣା
ଭୁବନେଶ୍ବର : ପବିତ୍ର ଅଶୋକାଷ୍ଟମୀରେ ଗୁରୁବାର ଭକ୍ତିମୟ ହୋଇଛି ଏକାମ୍ର କ୍ଷେତ୍ର। ଶିବଭକ୍ତିରେ ତଲ୍ଲୀନ ହୋଇଛନ୍ତି ଅଗଣିତ ଭକ୍ତ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ରଥାରୂଢ଼ ହୋଇ ରାମେଶ୍ବର ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ରୁକୁଣା ରଥ ଟାଣିବା ପାଇଁ ରଥଦାଣ୍ଡ ଲୋକାରଣ୍ୟ ହୋଇଥିଲା। ମନ୍ଦିର…
ଗ୍ୟାସର ଅଭାବ ନାହିଁ :ଯୋଗାଣମନ୍ତ୍ରୀ
ଭୁବନେଶ୍ଵର : ଗ୍ୟାସ ସଙ୍କଟ ନେଇ ଶୁକ୍ରବାର ଦିଲ୍ଲୀରେ ଏକ ବଡ ବୈଠକ ବସିବ । ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କୁ ନେଇ ଦିନ୧୧ଟାରେ ଦିଲ୍ଲୀରେ କେନ୍ଦ୍ର ଯୋଗାଣ ମନ୍ତ୍ରୀ ବୈଠକ କରିବେ । ଏହି ବୈଠକରେ ଯୋଗଦେବେ ଓଡିଶାର ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି…
ଓଏମସିର ବଡ଼ ପଦକ୍ଷେପ: ଆଇଆଇଟି ଧନବାଦ ସହ ମିଶି କର୍ମଚାରୀଙ୍କୁ ମିଳିବ ହାଇଟେକ୍ ପ୍ରଶିକ୍ଷଣ
ଭୁବନେଶ୍ୱର : ଓଡ଼ିଶାର ଖଣି କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ନୂତନ ଜ୍ଞାନକୌଶଳର ବିନିଯୋଗ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଓଡ଼ିଶା ଖଣି ନିଗମ ଏବଂ ଆଇଆଇଟି (IIT-ISM) ଧନବାଦର ‘ଟେକ୍ସମିନ୍’ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ସହଭାଗିତା ମୁଖ୍ୟତଃ…