Browsing Category

ମହାନଗର

ଇଗ୍ନୋ, ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ଦ୍ଵାରା କ୍ୟାମ୍ପସ୍ ପ୍ଲେସମେଣ୍ଟ ଡ୍ରାଇଭ୍ ଆୟୋଜିତ

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ), ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର, ଆରସି ରାଇରଙ୍ଗପୁର ଏବଂ ଟ୍ରେନଗୁରୁ ଏଜୁକେୟାର ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ୩୦ ଏପ୍ରିଲ ୨୦୨୬ ରେ ଭୁବନେଶ୍ୱରର ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ…

ଆଜି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଭୁବନେଶ୍ଵର : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଓଡ଼ିଶା ଗସ୍ତରେ ଆସିବେ। ତାଙ୍କ ଗସ୍ତ ସମୟରେ ସେ ରାୟଗଡ଼ାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ସେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ…

ଆଦିବାସୀ ମହାସଂଘ ଦ୍ଵାରା ୨୮ ଏପ୍ରିଲରେ ସାରା ଓଡ଼ିଶାରେ ସମସ୍ତ ଜିଲ୍ଲା, ବ୍ଲକ ମୁଖ୍ୟାଳୟରେ ପ୍ରତିବାଦ ରାଲି ଅନୁଷ୍ଠିତ

ଭୁବନେଶ୍ବର : ତାରିଖ: ୩୦ ଏପ୍ରିଲ ୨୦୨୬ଆଦିବାସୀ ମହାସଂଘ, ଓଡ଼ିଶା ଏତଦ୍ଵାରା ସୁଚିତ କରୁଛି ଯେ ୨୮ ଏପ୍ରିଲ ୨୦୨୬ରେ ସାରା ଓଡ଼ିଶାରେ ସମସ୍ତ ଜିଲ୍ଲା, ବ୍ଲକ ମୁଖ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟାଳୟରେ ବିଶାଳ ପ୍ରତିବାଦ ରାଲି ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା।ରାୟଗଡା ଜିଲ୍ଲାର ସିଜ୍ଜିମାଲି…

ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ନବୀନ-ପ୍ରଭାତୀ ମୁହାମୁହିଁ।

ଭୁବନେଶ୍ବର : ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ବିରୋଧୀ ଦଳ ନେତା ଓ ଉପମୁଖ୍ୟମନ୍ତ୍ରୀ ମୁହାଁମୁହିଁ। କେନ୍ଦୁଝର କଙ୍କାଳ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମାଟି ତଳୁ କଙ୍କାଳ କାଢ଼ି ପ୍ରମାଣ ଦେବା କିଭଳି ମହିଳା ସଶକ୍ତିକରଣ ବୋଲି…

ଡ୍ରେନ ପାଣି ପୁନଃ ବ୍ୟବହାର କରିବାକୁ ନଗର ଉନୟନ ବିଭାଗ ଯୋଜନା

ଭୁବନେଶ୍ଵର : ଡ୍ରେନ ପାଣି ପୁନଃ ବ୍ୟବହାର କରିବାକୁ ନଗର ଉନୟନ ବିଭାଗ ଯୋଜନା କରିଥିବାର କହିଛନ୍ତି ମନ୍ତ୍ରୀ। ଜଳସଙ୍କଟକୁ ଦୃଷ୍ଟିରେ ରଖି ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ନାଳ ନର୍ଦ୍ଦମାର ଦୂଷିତ ଜଳକୁ ବିଶୋଧନ କରାଯାଇ ବ୍ୟବହାର କରାଯିବ । ଏହି ବିଶୋଧିତ ଜଳକୁ…

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

ଭୁବନେଶ୍ଵର : ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ଆଲୋଚନା ପାଇଁ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ବସିବ। ଆସନ୍ତା ୩୦ ତାରିଖରେ ବିଧାନସଭାର ଦିନିକିଆ…

ସରକାରୀସ୍ତରରେ ଆଧୁନିକ ପ୍ରଜନନ ସମ୍ବନ୍ଧୀୟ ସେବା ପାଇଁ କ୍ୟାପିଟାଲ ହସ୍ପିଟାଲ ପଞ୍ଜୀକୃତ

ଭୁବନେଶ୍ୱର : ପିଜିଆଇଏମଇଆର ଏବଂ କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଜ୍ଞାନ (Obstetrics & Gynaecology) ବିଭାଗକୁ Assisted Reproductive Technology (ART) Clinic (Level-1) ଭାବେ ପଞ୍ଜୀକରଣ ସାର୍ଟିଫିକେଟ ମିଳିଛି । ସହାୟକ ପ୍ରଜନନ ପ୍ରଯୁକ୍ତି (ART) ହେଉଛି ଏକ…

ବିଧାନସଭା ସ୍ୱତନ୍ତ୍ର ଅଧିବେଶନରେ ଓବିସି ମହିଳାଙ୍କୁ ସଂରକ୍ଷଣ ଭିତରେ ସଂରକ୍ଷଣ ଦେବାକୁ ସର୍ବସମ୍ମତ ପ୍ରସ୍ତାବ ଆଣିବାକୁ…

================= ଭୁବନେଶ୍ୱର  : 28/4-ଓଡିଶା ସରକାର ଆସନ୍ତା 30 ତାରିଖରେ ରାଜ୍ୟ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି. ମହିଳା ସଂରକ୍ଷଣ (ନାରୀ ଶକ୍ତି ବନ୍ଦନ ଅଧିନିୟମ )ଉପରେ ଆଲୋଚନା ହେବାର ପ୍ରସ୍ତାବ ରହିଛି. ଭାରତ ସରକାର ମହିଳାମାନଙ୍କୁ ବିଧାନସଭା, ପାର୍ଲାମେଣ୍ଟରେ…

ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନ ଓ ଗୌରବର ପ୍ରତୀକ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ମୁଖ୍ୟ ପୁରୋଧା ଭାବେ ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଶାରେ ନୂତନ ରାଜନୈତିକ ଚେତନା ସୃଷ୍ଟି କରିବା ସହ ଓଡ଼ିଆ ଜାତିର ସ୍ୱାର୍ଥରକ୍ଷା ଓ ଉନ୍ନତି ପାଇଁ…

ବଦଳିବ ପାଗ। ଅସହ୍ୟ ତାତି, ଖରା, ଗୁଳୁଗୁଳିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ।

ଭୁବନେଶ୍ୱର : ବଦଳିବ ପାଗ। ଅସହ୍ୟ ତାତି, ଖରା, ଗୁଳୁଗୁଳିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ। ବୁଧବାର ଅର୍ଥାତ୍ ୨୯ ଏପ୍ରିଲ ଠାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର ଉତ୍ତର ଓ ଦକ୍ଷିଣ ଭାଗର ୧୨ ଜିଲାରେ କାଳବୈଶାଖୀ ବର୍ଷା ହେବାର…