Browsing Category

ମହାନଗର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପାଇଁ ସମୟସୀମା ମେ’ ୧୫ ଯାଏଁ ବୃଦ୍ଧି

ଭୁବନେଶ୍ଵର : ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୬-୨୭ ମାର୍ଚ୍ଚ ସେସନ ନାମଲେଖା ପାଇଁ ଅନଲାଇନ ଆବେଦନର ସମୟସୀମା ବୃଦ୍ଧି କରାଯାଇଛି। ଏହା ମେ’ ୧୫ ତାରିଖ ଯାଏଁ ଚାଲିବ। ଛାତ୍ରଛାତ୍ରୀମାନେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଏବଂ ‘ସ୍କୁଲ ଅଫ୍ ସର୍ଭିସେସ୍’…

କ୍ଷୀର ଦର ବୃଦ୍ଧି କଲା ଓମଫେଡ

ଭୁବନେଶ୍ବର : ଓଡିଶାରେ କ୍ଷୀର ଦର ବୃଦ୍ଧି କଲା ଓମଫେଡ । ଟୋନ୍ଡ ଦୁଗ୍ଧ ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଛି । ଏବେ କ୍ଷୀର ଲିଟର ପିଛା ୫୦ ଟଙ୍କାରୁ ବୃଦ୍ଧି ହୋଇ ୫୪ଟଙ୍କାରେ ପହଞ୍ଚିଛି । ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଥିବାବେଳେ ଏବେ ଏହି ଦୁଗ୍ଧ ଲିଟର ପିଛା ୫୮…

ନିଟ୍-ୟୁଜି ୨୦୨୬, ପରୀକ୍ଷା ଦେବେ ଦେଶର ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ : ଆଜି ନିଟ୍-ୟୁଜି ୨୦୨୬ ପରୀକ୍ଷା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ସାରା ଦେଶରେ ଅନୁଷ୍ଠିତ ହେଉଛି ନିଟ୍-ୟୁଜି ୨୦୨୬ । ଏହି ପ୍ରବେଶିକା ପରୀକ୍ଷା ଅଫଲାଇନ୍ ବା ପେନ୍-ଆଣ୍ଡ-ପେପର ମୋଡ୍ ରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ପରିଚାଳିତ ହେଉଛି । ଚଳିତ ବର୍ଷ…

ରାଜସ୍ବ ବିଭାଗର କମିଟି ଗଠନ ଜମିଜମା ରେକର୍ଡିଂ ନେଇ ଆସିବ ସଂଶୋଧିତ ଏସଓପି

ଭୁବନେଶ୍ବର : ସରକାରୀ ଓ ବେସରକାରୀ ଜମିର ରେକର୍ଡ଼ିଂ ସମ୍ବନ୍ଧୀୟ ପ୍ରଚଳିତ ଏସ୍‌ଓପିର ପୁନଃ ବିଚାର ଓ ସଂଶୋଧନ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.…

ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି (NEP-2020) ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି। ଏହି ଅବସରରେ…

ପୋଲିସ SI ପରୀକ୍ଷା ସ୍କାମ : ୮ ଦଲାଲଙ୍କ ବିରୁଦ୍ଧରେ NBW ଜାରିକଲା CBI

ଭୁବନେଶ୍ବର : ପୋଲିସ SI ପରୀକ୍ଷା ସ୍କାମ ମାମଲାରେ ୮ ଦଲାଲଙ୍କ ବିରୁଦ୍ଧରେ NBW ଜାରିକଲା CBI । ବାରମ୍ବାର ନୋଟିସ ପରେ ମଧ୍ୟ ହାଜର ହେଉ ନଥିବା ଦଲାଲଙ୍କ ବିରୋଧରେ ଜାରିହେଲା NBW । ସେମାନଙ୍କ ମଧ୍ୟରେ ୩ ଜଣ ବିହାର ଦଲାଲ ରହିଛନ୍ତି। ଅନ୍ୱେଷ ନାୟକ, ଆଶିଷ କୁମାର, ବଳରାମ…

ରାଜଧାନୀରେ ପୁଣି ଗର୍ଜିଲା ବୁଲଡୋଜର : ୨୦୦ ଫୁଟିଆ ରାସ୍ତା ପାଇଁ ୮୧ ଘର ସଫା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଗର୍ଜିଛି ବୁଲଡୋଜର। ସହରର ଗୁରୁତ୍ୱପୂର୍ଣ୍ଣ ହାତୀଆଶୁଣି ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଏକାମ୍ର କାନନ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଆଜିଠାରୁ ବଡ଼ ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ୨୦୦ ଫୁଟିଆ ରାସ୍ତା…

ମହାନଦୀ ଟ୍ରିବ୍ୟୁନାଲର ଆସନ୍ତାକାଲି ଶୁଣାଣି ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ଆସନ୍ତାକାଲି ହେବ ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି। ଶୁଣାଣି ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ଏବେ ମାମଲା ଆଗକୁ ବଢୁଛି। ପ୍ରତି ମାସରେ ୨ରୁ ୩ଥର ଶୁଣାଣି ହେଉଛି। ଗତ ୫ ବର୍ଷରେ ମାତ୍ର ଜଣେ ସାକ୍ଷୀ ଙ୍କ ସାକ୍ଷ ଗ୍ରହଣ ହୋଇଥିଲା। ଓଡିଶାର…

ପୁଣି ସରକାର ଦେଖାଇଲେ ମେଟ୍ରୋ ସ୍ୱପ୍ନ : ନୂଆ ରୂପରେ ମେଟ୍ରୋ ଆସିବ କହିଲେ ନଗର ଉନ୍ନୟନ ମନ୍ତ୍ରୀ।

ଭୁବନେଶ୍ୱର : ପୁଣି ସରକାର ଦେଖାଇଲେ ମେଟ୍ରୋ ସ୍ୱପ୍ନ। ନୂଆ ରୂପରେ ମେଟ୍ରୋ ଆସିବ କହିଲେ ନଗର ଉନ୍ନୟନ ମନ୍ତ୍ରୀ। ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ମେଟ୍ରୋ ପରିକଳ୍ପନା କରିଛୁ। ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ। ଆମେ ମେଟ୍ରୋ ବିରୋଧରେ ନାହୁଁ ମେଟ୍ରୋ କରିବାକୁ ସରକାର…

ଇଗ୍ନୋ, ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ଦ୍ଵାରା କ୍ୟାମ୍ପସ୍ ପ୍ଲେସମେଣ୍ଟ ଡ୍ରାଇଭ୍ ଆୟୋଜିତ

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ), ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର, ଆରସି ରାଇରଙ୍ଗପୁର ଏବଂ ଟ୍ରେନଗୁରୁ ଏଜୁକେୟାର ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ୩୦ ଏପ୍ରିଲ ୨୦୨୬ ରେ ଭୁବନେଶ୍ୱରର ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ…