Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ପୌର ନିଗମରେ ବିପର୍ଯ୍ୟସ୍ତ ପରିମଳ, ଅନୁମତି ପରେ ବି ସବୁ ୱାର୍ଡରେ ଆରମ୍ଭ ହେଲାନି ସଫେଇ
କଟକ: ସହରର ପରିମଳ ଟେଣ୍ଡରକୁ ନେଇ ସରକାରଙ୍କ ପକ୍ଷରୁ ଗଲା ସେପ୍ଟେମ୍ବର ମାସରେ ଅନୁମତି ମିଳିଥିଲା। ମାତ୍ର ଏହା ମଧ୍ୟରେ ୨ମାସ ବିତି ଯାଇଥିଲେ ବି ଏହାକୁ ସଂପୂର୍ଣ୍ଣ ଭାବେ ନିଗମର ସବୁ ୱାର୍ଡରେ କାର୍ଯ୍ୟକ୍ଷମ କରାଯାଇ ପାରିଲା ନାହିଁ। ଦୁଇ ମାସ ମଧ୍ୟରେ ନିଗମର ୫୯ଟି ୱାର୍ଡରୁ କେବଳ ୨୫ଟି…
ରୁଚିକା ଆତ୍ମହତ୍ୟା ମାମଲା: ନବନିର୍ମାଣ ଯୁବ ଛାତ୍ର ସଂଗଠନର ବିଧାନସଭା ଘେରାଉ ଉଦ୍ୟମ, ଟେକିନେଲା ପୁଲିସ୍
ଭୁବନେଶ୍ବର: ରୁଚିକାକୁ ନ୍ୟାୟ ଦେବାକୁ ନବନିର୍ମାଣ ଯୁବ ଛାତ୍ର ସଂଗଠନ ବିଧାନସଭା ଘେରାଉ ଉଦ୍ୟମ ବେଳେ ବିଧାନସଭା ଆଗରୁ ଉଠାଇ ନେଲା ପୁଲିସ। ନବନିର୍ମାଣ ଯୁବ ଛାତ୍ର ସଂଗଠନର ଏକାଧିକ ଯୁବକ ଓ ରୁଚିକାଙ୍କ ମାଆ ଝିଅର ନ୍ୟାୟ ପାଇଁ ବିଧାନସଭା ଆଡକୁ ଧସେଇ ପଶିଲା ବେଳେ ଗିରଫ କଲା କମିଶନରେଟ୍…
୩ ଦଫା ଦାବି ପୂରଣ ପାଇଁ ଦ୍ୱିତୀୟ ଦିନରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା
ଭୁବନେଶ୍ବର: ଦ୍ୱିତୀୟ ଦିନରେ ଜାରି ରହିଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା। ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା…
ଫ୍ଲାଟ୍ ଦେବା ନାଁରେ ୧.୭୨ କୋଟି ଚଳୁ, ବିଲ୍ଡରଙ୍କୁ ବାନ୍ଧିଲା ଇଓଡବ୍ଲୁ
ଭୁବନେଶ୍ବର: ଫ୍ଲାଟ୍ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରି ଫେରାର୍ ଥିବା ଜଣେ ବିଲ୍ଡରକୁ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶଖା(ଇଓଡବ୍ଲୁ) ଗିରଫ କରିଛି। ସେ ହେଲେ, ବାସେରା ଡିଜାଇନ୍ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ମନୋଜ ପଟ୍ଟନାୟକ। ଉକ୍ତ ସଂସ୍ଥା ଏକ କୋଟି ୭୨ଲକ୍ଷରୁ…
୧୨ ବର୍ଷୀୟା ଘରୋଇ ସହାୟିକା ଗର୍ଭବତୀ
ଚନ୍ଦ୍ରଶେଖରପୁର: ଘରୋଇ ସହାୟିକା ଭାବେ ନିଯୁକ୍ତି ଦେଇ ମାତ୍ର ୧୨ ବର୍ଷ ବୟସର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଭଳି ଦୁଇ ଦୁଇଟି ସଂଗିନ୍ ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଏଭଳି ବର୍ବରକାଣ୍ଡ ଭିଆଇଥିବା ଅଭିଯୁକ୍ତ ହେଉଛି…
ଅଭିନବ ପ୍ରତିବାଦ: କାନ ଧରି ଆଣ୍ଠେଇଲେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟ
ଭୁବନେଶ୍ବର: ଗାନ୍ଧୀମାର୍ଗରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟମାନେ ଆଜି ଏକ ଅଭିନବ ପ୍ରତିବାଦ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କର୍ମଚାରୀମାନେ କାନ ଧରି ଆଣ୍ଠେଇ ବସି ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ…
ରାଜଧାନୀରେ ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା ଦାବିରେ ଓକିଲ ସଂଘର ଆନ୍ଦୋଳନ
ଭୁବନେଶ୍ବର: କଟକରେ ଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟକୁ ଭୁବନେଶ୍ୱରକୁ ସ୍ଥାନାନ୍ତର, ନ ହେଲେ ରାଜଧାନୀରେ ହାଇକୋର୍ଟ ବେଞ୍ଚ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ଭୁବନେଶ୍ୱର କୋର୍ଟରେ ତାଲା ପକାଇ ଧାରଣା ଦେଇଛନ୍ତି ଶହ ଶହ ଆଇନଜୀବୀ। ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏହି ଆନ୍ଦୋଳନ…
ଗୋଠପାଟଣାରେ ଚାଞ୍ଚଲ୍ୟ: ପୂର୍ବ ଶତ୍ରୁତାରୁ ପିଅନଙ୍କୁ ପିଟିପିଟି ହତ୍ୟା
ଭୁବନେଶ୍ବର: ଗୋଠପାଟଣା ପାଇକରାପୁର ସ୍କୁଲ ନିକଟରେ ଜଣେ ପିଅନଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତକଙ୍କ ନାଁ ବଂଶୀଧର ବେହେରା ବୋଲି ଜଣାଯାଇଛି। ସେ ପାଇକରାପୁର ସ୍କୁଲରେ ପିଅନ୍ ଭାବେ କାମ କରୁଥିଲେ। ତାଙ୍କର ଘର ରେତଙ୍ଗ ପଞ୍ଚାୟତର ବ୍ରହ୍ମକୁଣ୍ଡଳ ଗାଁରେ ବୋଲି…
୩ ବେପାରୀଙ୍କଠାରୁ ୪୨ କେଜି ଗଞ୍ଜେଇ ଜବତ
ଧଉଳି: ଧଉଳି ଥାନା ପୁଲିସ ଆଜି ଚୋରା ଗେଞ୍ଜେଇ କାରବାର ମାମଲାରେ ୩ ଆନ୍ତଃଜିଲ୍ଲା ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବେପାରୀମାନେ ହେଲେ ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ବାଲିକନ୍ଦଳ ମଲ୍ଲିକ ସାହିର ଦୀପକ କୁମାର ମଲ୍ଲିକ(୩୦), ଉକ୍ତ ଥାନା ଅଞ୍ଚଳର ରମେଶ କୁମାର…
ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କ ପରଲୋକ
ଭୁବନେଶ୍ବର: ସ୍ବନାମଧନ୍ୟ ଚିକିତ୍ସକ ଓ ରାଜ୍ୟ ସରକାରଙ୍କ ପୂର୍ବତନ ସ୍ବାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟ ଆଜି ପ୍ରାତଃ ଘ ୪-୪୫ମି ସମୟରେ ନିଜ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି। ଡାକ୍ତର ଆଚାର୍ଯ୍ୟ ଶେଷ ଜୀବନ ପର୍ଯ୍ୟନ୍ତ ରୋଗୀ ସେବାରେ ବ୍ରତୀ ଥିଲେ। ସେ ଜଣେ ଜଣାଶୁଣା…