Sign in
Sign in
Recover your password.
A password will be e-mailed to you.
Browsing Category
Featured
ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ପରଲୋକ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ୮୨ ବର୍ଷ ବୟସ ହୋଇଥିଲା । ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ନିଧନ ହୋଇଥିବା ମୁଲାୟମଙ୍କ ପୁତ୍ର ଅଖିଳେଶ…
ନିଗମ, ବୋର୍ଡ ଓ ସରକାରୀ ବିଭାଗରେ ମିଳିଲା ନିଯୁକ୍ତି
ଭୁବନେଶ୍ବର: ରାଜ୍ୟ ସରକାର ବିଭିନ୍ନ ନିଗମ, ବୋର୍ଡ ଓ ସରକାରୀ ବିଭାଗରେ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି। ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। କଳିକେଶ ସିଂହଦେଓଙ୍କୁ ଓଡ଼ିଶା…
IDCO ସହକାରୀ ନିର୍ଦ୍ଦେଶକ ମନୋଜ ଲେଙ୍କାଙ୍କ ଘରେ ଭିଜିଲାନ୍ସ ଚଢାଉ
ଆୟ ବହିର୍ଭୁତ ସଂମ୍ପତ୍ତି ଠୁଳ ଅଭିଯୋଗରେ IDCO ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଅଭିଯୁକ୍ତ ଲେଙ୍କାଙ୍କ ଭୁବନେଶ୍ବର ସମେତ ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡାରେ ଓ ପଟ୍ଟାମୁଣ୍ଡାଇର ବେଲତଳ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି ।
‘ପ୍ରତି ଅଢେଇ ଘଣ୍ଟାରେ ଜଣେ ପ୍ରେମୀଯୁଗଳ ଘରୁ ପଳାଇଯାଉଛନ୍ତି’ ଆଶ୍ଚର୍ଯ୍ୟ କରିଦେବ ତଥ୍ୟ
ପାଟନା: ‘ମତେ ଘରୁ ସିଏ ଭଗେଇକି ନେଇନାହାନ୍ତି, ମୁଁ ନିଜେ ତାଙ୍କ ସହ ପଳାଇ ଆସିଛି.. ପରିବାର ସଦସ୍ୟଙ୍କୁ ଅନୁରୋଧ ଯେ ନିଜ ଶକ୍ତିର ଦୁରୁପଯୋଗ କର ନାହିଁ ‘, ଏହା ହେଉଛି ବିହାରର ବେତିଆର ଜଣେ ଯୁବତୀ ମଧୁବାଲା କୁମାରିଙ୍କ ଭିଡ଼ିଓର ଛୋଟ ଅନୁରୋଧ | ନିକଟରେ ସେ ତାଙ୍କ ପ୍ରେମିକଙ୍କ ସହ ପଳାଇ…
ସୁବର୍ଣ୍ଣପୁର ଜିଲ୍ଲାରେ ବାଘ ଶିକାର ଘଟଣାରେ ଫରେଷ୍ଟର ନିଲମ୍ବିତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଳୁଣ୍ଡା ବାନାଞ୍ଚଳର ବାଘପାଲିରେ କଲରାପତରିଆ ବାଘ ଶିକାର ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ଆଜି ଉଲୁଣ୍ଡା ଫରେଷ୍ଟର ପ୍ରସନ୍ନ ନାଏକ ଙ୍କୁ ନିଲମ୍ବିତ କରାଯାଇଛି। ସୁବର୍ଣ୍ଣପୁର ଡି ଏଫ୍ ଓ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଜଣେ ବନରକ୍ଷୀ ବଳରାମ ନାଏକ…
କଟକରେ ନକଲି ଔଷଧ କାରବାର ମାମଲା: ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି
କଟକ: କଟକରେ ନକଲି ଔଷଧ କାରବାର ମାମଲାରେ ଗୟାରୁ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି କଟକ ଏସଡିଜେଏମ୍ କୋର୍ଟ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।
ସେ କହିଛନ୍ତି, ଆଜିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ଅଭିଯୁକ୍ତ।୫…
କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କଟକ ପାରିବାରିକ ଅଦାଲତରେ ହାଜର ହେଲେ ଅଭିନେତ୍ରୀ ବର୍ଷା
କଟକ: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ପାରିବାରିକ ଅଦାଲତରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ବର୍ଷା ହାଜର ହୋଇଛନ୍ତି। ପାରିବାରିକ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ।
ପୂର୍ବରୁ…
ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିବ ସମ୍ମାନଜନକ ଦାଦା ସାହେବ ଫାଲ୍କେ ଆୱାର୍ଡ
ମୁମ୍ବାଇ: ବଲିଉଡ୍ର ବରିଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିବ ସମ୍ମାନଜନକ ଦାଦା ସାହେବ ଫାଲ୍କେ ଆୱାର୍ଡ। ହିନ୍ଦୀ ସିନେମାରେ ତାଙ୍କର ଯୋଗଦାନ ପାଇଁ ଏହି ଆୱାର୍ଡ ତାଙ୍କୁ ଦିଆଯିବ। ଏହି ଖବର ପ୍ରକାଶ ପାଇବା ପରେ ଲୋକେ ସୋସିଆଲ୍ ମିଡିଆରେ ଆଶା ପାରେଖଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ…
ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବେ ଲଳିତ ମୋହନ ପଣ୍ଡା
ଭୁବନେଶ୍ବର: ଓଡ଼ିଶାର ଗାଇଡ ଲଳିତ ମୋହନ ପଣ୍ଡା ଆଜି ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବରେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବେ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ବର୍ଣ୍ଣାଢ଼୍ୟ ଆୟୋଜନରେ ଆଜି ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଲଳିତଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ତରଫରୁ ୨୦୧୮-୧୯…
ଦେଶରେ ୨୪ ଘଣ୍ଟାରେ ୩,୨୩୦ କରୋନା ସଂକ୍ରମିତ ଚିହ୍ନଟ, ୩୨ ଜଣଙ୍କର ହୋଇଛି ମୃତ୍ୟୁ
ନୂଆଦିଲ୍ଳୀ: ଦେଶରେ ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି। ଗତକାଲି ୪,୧୨୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୦ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ରହିଛି ୩,୨୩୦।
ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୫,୭୫,…