Sign in
Sign in
Recover your password.
A password will be e-mailed to you.
Browsing Category
Featured
ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନା ନାଆଁରେ ଠକେଇ: ୨ କୋଟି ୩୫ ଲକ୍ଷ ଟଙ୍କା ହଡ଼ପ, ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନା ନାଆଁରେ ଠକେଇ ମାମଲାର ଜଣେ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ଗିରଫ କରିଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ରାହତକୋଷ ଯୋଜନାରେ ୩ କୋଟି ଟଙ୍କା ମିଳିବ କହି ଇନ୍ସୁରାନ୍ସ ପଲିସି ହୋଲଡରଙ୍କଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଲୁଟିନେଲେ ବିଜୟ ଭରଦ୍ୱାଜ। …
ମନରୁ ଭୟ ହଟିଗଲେ ଘୃଣା ଆସିବନି, ଭାଇଚାରା ଭାବ ରଖି ଦେଶ ପାଇଁ କାମ କର: ରାହୁଲ
ନାନ୍ଦେଡ଼: ମହାରାଷ୍ଟ୍ରରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ୪ର୍ଥ ଦିନ ହୋଇସାରିଛି। ଏନ୍ସିପିର ଅନେକ ପ୍ରମୁଖ ନେତା ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି। ତେବେ ଏଠାରେ ରାହୁଲ ଦେଶର ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ଯେଉଁ ବାର୍ତ୍ତା ଦେଇଛନ୍ତି…
ବିଶ୍ରାମ ନେବେ ରାହୁଲ ଦ୍ରାବିଡ, ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର କୋଚ୍ ଦାୟିତ୍ବ ତୁଲାଇବେ ଲକ୍ଷ୍ମଣ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ୍ ବିଶ୍ରାମ ନେବେ। କାରଣ ଆଗାମୀ ନ୍ୟୁଜିଲାଣ୍ଡ୍ରେ ହେବାକୁ ଥିବା ସୀମିତ ଓଭର୍ ସିରିଜ୍ରେ ଏବେ ତାଙ୍କ ସ୍ଥାନରେ କୋଚ୍ ଦାୟିତ୍ବ ତୁଲାଇବେ ନେସ୍ନାଲ୍ କ୍ରିକେଟ୍ ଆକାଡେମୀ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ।
ଆପଣ ଜାଣିଥିବେ…
ରାଜୀବ ଗାନ୍ଧୀ ହତ୍ୟା ମାମଲା: ସମସ୍ତ ଦୋଷୀଙ୍କୁ ଜେଲ୍ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଅଦାଲତ
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ସମସ୍ତ ଦୋଷୀଙ୍କୁ ମୁକ୍ତ କରିବାରୁ ଶୁକ୍ରବାର ସର୍ବୋଚ୍ଚ ନ୍ୟୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ କୌଣସି ମାମଲାରେ ସଂପୃକ୍ତ ନଥିଲେ ଉକ୍ତ ୬ ଜଣ ଯାକ ଦୋଷୀଙ୍କୁ…
ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇବ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ମାତୃଭାଷାରେ ଶିକ୍ଷାଦାନ ଲାଗି ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଇଛନ୍ତି ସରକାର। ତୃଣମୂଳ ସ୍ତରରେ ମେଧା ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତୃଭାଷା ପ୍ରତି ସମସ୍ତଙ୍କର ଏକ ସ୍ବତନ୍ତ୍ର ଆକର୍ଷଣ ଥାଏ। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା…
ଧର୍ମେନ୍ଦ୍ରଙ୍କ ନାଗଫାଶ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଲେ ବିଜେଡ଼ି ଓ କଂଗ୍ରେସ, ତଦନ୍ତ ରାଜନୈତିକ ଉଦ୍ଦେଶ୍ୟ…
ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଗଫାଶ ମନ୍ତବ୍ୟ ପରେ ଏହି ପ୍ରସଙ୍ଗ ଉପରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି । ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ ଗଣମାଧ୍ୟମରେ ବୟାନ ଦେଇ…
ଆସନ୍ତାକାଲି ଧାମନଗରରେ ଭୋଟ୍: ମତଦାନ ଲାଗି ସମସ୍ତ ପ୍ରସ୍ତୁତି ଶେଷ, ସମ୍ବେନଶୀଳ ବୁଥ ଉପରେ କଡ଼ା ନଜର
ଭୁବନେଶ୍ବର: ଆସନ୍ତାକାଲି ଧାମନଗର ଉପନିର୍ବାଚନ ପାଇଁ ଭୋଟ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଥରେ ସବୁ ପ୍ରକାର ପୋଲିଂ କର୍ମଚାରୀ ନିୟୋଜିତ ହୋଇ ସାରିଛନ୍ତି । ସମୁଦାୟ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ମତଦାନ ସଂପର୍କିତ ସମସ୍ତ ସୂଚନା ଏକ…
ରାଜଧାନୀରେ ଅପରାଧ: ନିଶା ଦେଇ ଲୁଟିଲେ, ପାର୍କରେ ଫିଙ୍ଗିଦେଲେ
ଭୁବନେଶ୍ୱର: ଆଜି ସକାଳେ ଖାରବେଳନଗର ପାର୍କରୁ ଜଣେ ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ। ଖାରବେଳନଗର ଥାନା ପୁଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ନିକଟରୁ ପର୍ସ, ମୋବାଇଲ୍ ଫୋନ୍ କିମ୍ବା ଅନ୍ୟ କୌଣସି…
ଶ୍ରୀମନ୍ଦିରରୁ ଖସିଲା ପଥର
ପୁରୀ: ଶ୍ରୀମନ୍ଦିର ରତ୍ନବେଦୀ ପଛପାର୍ଶ୍ବରୁ ଚୂନ ଖସିବାର କିଛିଦିନ ପରେ ପୁଣିଥରେ ଶ୍ରୀମନ୍ଦିରରୁ ପଥର ଖସିଛି। ଶ୍ରୀମନ୍ଦିର ମୁଦୁଲି ଦ୍ବାର ପାର୍ଶ୍ବ ନାଟମଣ୍ଡପ ଉପରୁ ଏହି ପଥର ଖସିଥିବା ବେଳେ ଏହା ଆକାରରେ ବହୁତ ବଡ଼ ବୋଲି ସେବାୟତମାନେ କହିଛନ୍ତି। ଫଳରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ…
ମହାବାତ୍ୟାକୁ ପୂରିଲା ୨୩ ବର୍ଷ: ଆତ୍ମୀୟଙ୍କୁ ଝୁରିଝୁରି ବିତୁଛି ଦିନ
ଅସ୍ତରଙ୍ଗ: ମହାବାତ୍ୟାକୁ ପୂରିଛି ୨୩ବର୍ଷ। ୧୯୯୯ ଅକ୍ଟୋବର ୨୯ରେ ଚିଲିକାରୁ ଚାନ୍ଦବାଲି ଯାଏ ମହାବାତ୍ୟା ତା’ର ପ୍ରକୋପ ଦେଖାଇଥିଲା। ତେବେ ଜଗତସିଂହପୁର ଜିଲ୍ଲା ସମେତ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ବ୍ଲକ୍ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ଦୀର୍ଘ ୩୬ ଘଣ୍ଟା ଧରି…