Sign in
Sign in
Recover your password.
A password will be e-mailed to you.
Browsing Category
Featured
ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବ ରଖି ଟାୟାର ଜାଳି ରାତିସାରା ରାସ୍ତାରୋକ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଗ୍ରାମ ଗେଟ ପାଖରେ ଗତକାଲି ସଂଧ୍ୟା ସମୟରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଧକ୍କାରେ ସେହି ଗ୍ରାମର ରତନ ମାଝୀ(୩୫)ନାମକ ଯୁବକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଏହାର ପ୍ରତିବାଦରେ କ୍ଷତିପୂରଣ ଦାବିରେ ଶବ ରଖି ଟାୟାର…
କ୍ଷଣିକ ଉତ୍ତେଜନାରେ ଆସି ଶ୍ରଦ୍ଧାକୁ ହତ୍ୟା କରିଛି ଅଫ୍ତାବ, ଅଦାଲତାରେ ମାନିଲା ସତ
ନୂଆଦିଲ୍ଲୀ: ପ୍ରେମିକା ଶ୍ରଦ୍ଧା ୱାକର୍ଙ୍କୁ ହତ୍ୟା କରିବା କଥା ଅଦାଲତରେ ସ୍ବୀକାର କରିଛି ଅଫ୍ତାବ ଆମିନ ପୁନାୱାଲା। ସେ ରାଗର ବଶବର୍ତ୍ତୀ ହୋଇ ଶ୍ରଦ୍ଧାଙ୍କ ହତ୍ୟା କରିଥିବା କଥା ଆଜି ଦିଲ୍ଲୀ କୋର୍ଟରେ ସ୍ବୀକାର କରିଛି। ମାତ୍ର ଗଣମାଧ୍ୟମରେ ତାଙ୍କ ବିଷୟରେ ଯାହା ସବୁ ଚର୍ଚ୍ଚା ହେଉଛି…
‘ମୋ ଜେଜେବାପାଙ୍କ ଆଗରେ କହିବା ପରି ଲାଗିଲା’: କବିତାରେ ବିଜେପିର ଗୁଣଗାନ କରିଥିବା କୁନିଝିଅ
ନୂଆଦିଲ୍ଲୀ: ନିକଟରେ ଏକ କୁନି ଝିଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଡ଼ରେ ଛିଡ଼ା ହୋଇ ଏକ କବିତା ଗାଉଥିବାର ଭିଡିଓ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ ଝିଅଟି ବିଜେପିର ପ୍ରଶଂସା କରୁଥିବାର ଶୁଣିବାକୁ ମିଳିଛି। କବିତା ଗାଇବା ପରେ ପଚରା ଯିବାରୁ କୁନି…
ଦେଓମାଳିରେ ଭ୍ରମଣ ଲାଗି ଜିଲ୍ଲା ପ୍ରଶାସନର କଟକଣା: ୧୪୪ ଧାରା ଜାରି
କୋରାପୁଟ: ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳିରେ ଭ୍ରମଣ ଲାଗି କୋରାପୁଟ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। ଗତକାଲିଠାରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଗାମୀ ୬୦ ଦିନ ଯାଏ ଯାଏଁ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ଏମ୍ ଅଖତାର ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ରାତି ୯ଟାରୁ ସକାଳ…
ଦୁଇ ଦିନ ପୂର୍ବରୁ ଶେଷ ହୋଇଛି ଐତିହାସିକ ବାଲିଯାତ୍ରା, ସରିନି ଉପରପଡ଼ିଆରୁ ଗ୍ରାହକଙ୍କ ଭିଡ଼
କଟକ: ବାଲିଯାତ୍ରା ସରିଛି। ହେଲେ ଭିଡ଼ ଯାଇନି। ପଡିଆରେ ଏବେବି ବଜାର ରହିଛି। ବାଲିଯାତ୍ରା ନ ହେଲେ ବି ମିନି ବାଲିଯାତ୍ରା ପରି ପରିଲକ୍ଷିତ ହେଉଛି ଉପର ଓ ତଳ ବାଲିଯାତ୍ରା ପଡ଼ିଆ, ଯାହାକୁ ନେଇ ରହିଛି ହଜାର ହଜାର ଲୋକଙ୍କ ଭିଡ଼। ୧୦ ଦିନର ବାଲିଯାତ୍ରାରେ ବଳକା ପଡି ରହିଥିବା ସାମଗ୍ରୀକୁ…
ଜୀବିକା ପାଇଁ ବନିଛନ୍ତି ‘ସାଇକଲ ଚା ବାଲା’, କ୍ୟାବିନରେ କଟୁଛି ଜୀବନ
ଯାଜପୁରସଦର: ସାଇକଲ ଯାତ୍ରା ଦେଇଛି ସାଇକଲ ଚା’ ବାଲାର ପରିଚୟ। ଦୁଇବର୍ଷ ତଳେ କରୋନା ମହାମାରୀରୁ ଜୀବନ ବଞ୍ଚାଇବା ପାଇଁ ସୁଦୂର ମହାରାଷ୍ଟ୍ରରୁ ୧୭୦୦ କିମି ସାଇକେଲ ଯାତ୍ରାକରି ଘରକୁ ଫେରିଥିଲେ। ସମୟ ବିତିଯାଇଛି, ପରିସ୍ଥିତି ବଦଳିଛି। ଯେଉଁ ସାଇକେଲ ବଏ ସେତେବେଳେ ବିଭିନ୍ନ ଗଣମାଧ୍ୟମର…
କିଏ ଲୁଚାଇଥିଲା ଅର୍ଚ୍ଚନା ନାଗଙ୍କ ଏଭେଣ୍ଡର ଗାଡ଼ି? ତଦନ୍ତ କରୁଛି ଇଡି
ଭୁବନେଶ୍ବର: ଅର୍ଚ୍ଚନା ନାଗଙ୍କ ଏଭେଣ୍ଡର ଗାଡ଼ି ମିଳିବା ପରେ କିଏ ଏହାକୁ ଲୁଚାଇଥିଲା ତାର ତଦନ୍ତ କରୁଛି ଇଡି।ଏଥିଲାଗି ମଞ୍ଚେଶ୍ୱରର ସେହି ଅଞ୍ଚଳରେ ଗତ ଏକମାସ ଭିତରେ ସିସିଟିଭି ଫୁଟେଜକୁ ଯାଞ୍ଚ କରିବାକୁ ଇଡି ଯୋଜନା କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଶନିବାର ରାତିରେ ମଞ୍ଚେଶ୍ବର…
୨ୟ ଟି-୨୦: ନ୍ୟୁଜିଲାଣ୍ଡକୁ ୬୫ ରନ୍ରେ ପରାସ୍ତ କଲା ଭାରତ, ଦୀପକ ହୁଡ଼ାଙ୍କୁ ମିଳିଲା ୪ ୱିକେଟ୍
ମାଉଣ୍ଟ୍ ମୌଙ୍ଗନୁଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି। ଭାରତ ଏହି ମ୍ୟାଚ୍କୁ ୬୫ ରନ୍ରେ ଜିତିଛି। ନ୍ୟୁଜିଲାଣ୍ଡକୁ ଭାରତ ୧୮.୫ ଓଭରରେ ଅଲ୍ଆଉଟ୍ କରିଛି। ନିଜ ମାଟିରେ ନ୍ୟୁଜିଲାଣ୍ଡ…
କାତାର ହେବ ତୃତୀୟ ଖରାପ ବିଶ୍ବକପ୍
ଦୋହା: ରବିବାରଠୁ କାତାରରେ ଫିଫା ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଥିଲା ବେଳେ ଏହାର ଆୟୋଜକ ଦେଶ ଏବଂ ବିଶ୍ବ ଫୁଟ୍ବଲ୍ ପରିଚାଳନା ସଂସ୍ଥା (ଫିଫା) ବିବାଦରେ ଛନ୍ଦି ହୋଇ ରହିଛି। ୨୦୧୩ରେ ଯେତେବେଳେ ଦୋହାକୁ ବିଶ୍ବକପ୍ ଆୟୋଜକ ଅଧିକାର ମିଳିଲା ସେତେବେଳେ କାତାରରେ ମାନବ ଅଧିକାର…
ଅଜା ହେଲେ ମୁକେଶ ଅମ୍ବାନୀ, ଯାଆଁଳା ସନ୍ତାନଙ୍କ ମା ହେଲେ ଝିଅ ଇଶା ଅମ୍ବାନୀ
ମୁମ୍ବାଇ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘରେ ଆଜି ଖୁସିର ଲହରୀ ଖେଳିଯାଇଛି | ବାସ୍ତବରେ ମୁକେଶଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଇଶା…