Browsing Category

ଦେଶବିଦେଶ

ଚୀନ୍‌ରେ ବ୍ୟାପୁଛି ନିମୋନିଆ: ସତର୍କ କଲା ‌କେନ୍ଦ୍ର, ଓଡ଼ିଶାରେ କୋଭିଡ୍‌ ପରୀକ୍ଷା ବଢ଼ିବ

ନୂଆଦିଲ୍ଲୀ: ଚୀନରେ ପିଲାଙ୍କ ଠାରେ ନିମୋନିଆ ବ୍ୟାପିବା ପରେ ଭାରତ ସରକାର ସତର୍କ ହୋଇଛନ୍ତି। ଏ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସଚେତନ କରାଇଛନ୍ତି। ଶ୍ବାସପ୍ରଶ୍ବାସ ସଂକ୍ରାନ୍ତ ରୋଗକୁ ପ୍ରତିହତ କରିବା ବିରୋଧରେ କି ପ୍ରକାର ଭିତ୍ତିଭୂମି ରହିଛି ତାହାର ପ୍ରସ୍ତୁତି…

‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ପେମେଣ୍ଟକୁ ପ୍ରଶଂସା

ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ୍ ପେମେଣ୍ଟକୁ ପ୍ରଶଂସା କରି କହିଛନ୍ତି, ଏହି ପାର୍ବଣ ଋତୁରେ ଆଉ ଗୋଟିଏ ବଡ଼ ଟ୍ରେଣ୍ଡ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ଦ୍ୱିତୀୟ ବର୍ଷରେ ମଧ୍ୟ ଦୀପାବଳୀ ସମୟରେ ଟଙ୍କା ଦିଆନିଆ କରି ଜିନିଷ…

୪ ବିରଳ ରୋଗର ଚିକିତ୍ସା ପାଇଁ ଦେଶରେ ଜେନେରିକ ଔଷଧ ଉପଲବ୍ଧ

ନୂଆଦିଲ୍ଲୀ : କେନ୍ଦ୍ର  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୪ଟି ବିରଳ ରୋଗର ଚିକିତ୍ସା ପାଇଁ ୪ଟି ପ୍ରକାରର ଜେନେରିକ ଔଷଧର ଉତ୍ପାଦନ ଆରମ୍ଭ କରିଛି । ଏହି ଜେନେରିକ ଔଷଧ ଉତ୍ପାଦନ ଦ୍ୱାରା ସେଗୁଡ଼ିକ ଶସ୍ତାରେ ଲୋକମାନଙ୍କୁ ମିଳିପାରିବ। ୪ଟି ବିରଳ ରୋଗର ଚିକିତ୍ସା ପାଇଁ ସେହି ଔଷଧ…

ଯୁକ୍ତ ୨ରେ ଜୀବବିଜ୍ଞାନ ବିଷୟ ନଥିଲେ ମଧ୍ୟ ହୋଇପାରିବେ ଡାକ୍ତର

ନୂଆଦିଲ୍ଲୀ: ଦ୍ବାଦଶ ଶ୍ରେଣୀ ବା ଯୁକ୍ତ ୨ରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଷୟ ରଖି ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏମବିବିଏସ୍ ଓ ବିଡିଏସ୍‌ ପାଠ ପଢି ଡାକ୍ତର ହୋଇପାରିବେ। ଏ ସମ୍ପର୍କରେ ନ୍ୟାସନାଲ ମେଡିକାଲ କମିସନ (ଏନଏମସି) ତାର ନିୟମାବଳୀରେ ପରିବର୍ତ୍ତନ କରିଛି।…

ବିଚାରପତି ନିଯୁକ୍ତି ବିଳମ୍ବକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ବିଚାରପତି ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଚାରପତି ନିଯୁକ୍ତି ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଲେଜିୟମ୍ ୨୦୨୨ ନଭେମ୍ବରରୁ ୭୦ଜଣଙ୍କ ନାମ ସୁପାରିସ…

ଦିଲ୍ଲୀର ବିକାଶପୁରୀଠାରେ ଶ୍ରୀ ଗଣେଶ ମହୋତ୍ସବ ସମାପ୍ତ

ନୂଆଦିଲ୍ଲୀ ତା ୨୬.୦୯ ଏଠାକାର ପଶ୍ଚିମଦିଲ୍ଲୀସ୍ଥିତ ବିକାଶ ପୁରୀ ଠାରେ ୨୩ତମ ବାର୍ଷିକ ଶ୍ରୀ ଗଣେଶ ମହୋତ୍ସବ ମହା ସମାରୋହରେ ସମାପ୍ତ ହୋଇଯାଇଛି। ପୂଜା ଅବସରରେ ଠାକୁରଙ୍କର ମଣ୍ଡପକୁ ରଙ୍ଗ ବେରଙ୍ଗର କପଡା,ଫୁଲ ଏବଂ ଆକର୍ଷଣୀୟ ଆଲୋକ ମାଳା ସହିତ ଭବ୍ଯ ଢଙ୍ଗରେ ସଜ୍ଜା ଯାଇଥିବାର ଦେଖଯାଇଥିଲା।…

ବିଜେପି ସହ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ, ଏଥର ଏକାକି ଲଢ଼ିବ ଦଳ

ଚେନ୍ନାଇ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ଏନଡିଏ ମେଣ୍ଟରୁ ଏଆଇଏଡିଏମକେ ଅଲଗା ହୋଇଯାଇଛି ବୋଲି ଆଜି ତାମିଲନାଡ଼ୁ ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ଅୁନଷ୍ଠିତ ବୈଠକ ପରେ ଘୋଷଣା କରାଯାଇଛି। ଆସନ୍ତା ଲୋକସଭା ନିର୍ବାଚନରେ ଏଆଇଏଡିଏମକେ ଏକାକି ନିର୍ବାଚନ ଲଢ଼ିବେ…

ଏବେ ଠାରୁ କାର୍ଯ୍ୟକାରୀ ହୋଇପାରିବ ମହିଳା ସଂରକ୍ଷଣ – ରାହୁଲ ଗାନ୍ଧୀ

ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ୨୦୧୦ରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ଆଣିଥିବା ମହିଳା ସଂରକ୍ଷଣ ବିଲରେ ଓବିସି କୋଟା ପାଇଁ ସଂରକ୍ଷଣ ପ୍ରଦାନ କରାଯାଇ ନ ଥିବାରୁ ସେ ଦୁଃଖିତ। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଗାନ୍ଧୀ ଗତକାଲି ସଂସଦରେ…

ଲୋକସଭା ପରେ ରାଜ୍ୟସଭାରେ ମହିଳା ସଂରକ୍ଷିତ ବିଲ୍‌ ପାସ୍‌

ଆଇନରେ ପରିଣତ ହେବା ଦିଗରେ ଆଉ ପାଦେ ଆଗେଇଛି ମହିଳା ସଂରକ୍ଷଣ ବିଲ୍। ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ନାରୀ ଶକ୍ତି ବନ୍ଦନ ଅଧିନିୟମ। ଦୀର୍ଘ ୧୧ ଘଣ୍ଟାର ବିତର୍କ ପରେ ସର୍ବସମ୍ମତିକ୍ରମେ ଏହି ବିଲ୍‌ ପାରିତ ହୋଇଥିଲେ ହେଁ ବିରୋଧୀ ଏହାର ପ୍ରାବଧାନ ଉପରେ ଅନେକ ପ୍ରଶ୍ନ କରିଥିଲେ।…

ଲୋକସଭାରେ ଐତିହାସିକ ମହିଳା ସଂରକ୍ଷିତ ବଲ୍‌ ପାସ୍‌

ନୂଆଦିଲ୍ଲୀ : ମହିଳା ମାନଙ୍କୁ ବିଧାନସଭା ଓ ଲୋକସଭାରେ ସଂରକ୍ଷଣ  ପ୍ରଦାନ କରୁଥିବା ‘ନାରୀ ଶକ୍ତି ବନ୍ଦନା ବିଲ୍’ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ସହ ଲୋକସଭାରେ ଗୃହୀତ ହୋଇଛି । ଏହି ବିଲର ସମର୍ଥନରେ ୪୫୪ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ ମାତ୍ର ୨ଟି ଭୋଟ ପଡ଼ିଥିଲା । ଲୋକସଭାରେ ବିତର୍କ…