Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ଇସ୍ରୋରେ ପ୍ରଧାନମନ୍ତ୍ରୀ ମୋଦୀ
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର ପିନିଆ ଶିଳ୍ପାଞ୍ଚଳରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଟେଲିମେଟ୍ରି, ଟ୍ରାକିଂ ଓ କମାଣ୍ଡ ସେଣ୍ଟରରେ ଇସ୍ରୋ ବୈଜ୍ଞାନିକ ଓ ଅଧିକାରୀମାନଙ୍କୁ ଭେଟି ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରଶଂସା କରିଛନ୍ତି। ଦୁଇ ଦେଶ ଗସ୍ତ ସାରି…
ଅଷ୍ଟ୍ରେଲିଆ ଉପକୂଳ ସମୁଦ୍ରରେ ଆମେରିକା ସେନା ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ: ୨୦ଜଣ ନୌସେନା ଯବାନଙ୍କୁ ନେଇ ଯାଉଥିବା ଆମେରିକା ସେନାବାହିନୀର ଏକ ହେଲିକପ୍ଟର୍ ଆଜି ଉତ୍ତର ଅଷ୍ଟ୍ରେଲିଆର ଡାର୍ୱିନ୍ ଦ୍ବୀପ ଉପକୂଳ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ‘ସ୍କାଏ ନିଉଜ୍ ଅଷ୍ଟ୍ରେଲିଆ’ ରିପୋର୍ଟ କରିଛି। ଭି-୨୨ ଅସ୍ପ୍ରେ’ ନାମକ ଆମେରିକାର ଏହି…
ଟ୍ରମ୍ପଙ୍କ ସହିତ ଆମେରିକାର ଆଗାମୀ ଉପରାଷ୍ଟ୍ରପତି ହୋଇପାରନ୍ତି ରାମାସ୍ବାମୀ, ଦେଲେ ଏହି ସଙ୍କେତ
ନ୍ୟୁୟର୍କ,୨୬।୮: ଆମେରିକାରେ ଆସନ୍ତା ବର୍ଷ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ(୩୮)ଙ୍କ ନାଁ ନେଇ ବଢିଲା ଚର୍ଚ୍ଚା। ସବୁଠାରୁ ଖାସ୍ କଥା ଏହା ଯେ, ରାମସ୍ବାମୀଙ୍କ ଲୋକପ୍ରିୟତା ଖୁବ୍ ବଢିବାରେ ଲାଗିଛି। ଏବେ…
ଆସିଲା ଆୟକର ବିଭାଗର ନୂଆ ତଥା ସଂଶୋଧିତ ଓ୍ବେବସାଇଟ୍, ଅଧିକ ସୁବିଧାରେ ଟିକସ ଫାଇଲ୍ କରିପାରିବେ ଟିକସଦାତା
ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ବିଭାଗର ନୂଆ ତଥା ଅପଗ୍ରେଡେଡ୍ ଓ୍ବେବସାଇଟ୍ (www.incometaxindia.gov.in) ଲଞ୍ଚ୍ କରାଯାଇଛି । ନୂତନ ଜ୍ଞାନକୌଶଳ ସହିତ ତାଳମେଳ ରଖିବା ସହିତ ଟିକସଦାତାଙ୍କୁ ଉତ୍ତମ ଅଭିଜ୍ଞତା ଦେବାରେ ଏହି ଓ୍ବେବସାଇଟ୍…
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ରୂପା ଦାଶଙ୍କୁ ଉତ୍ସ୍ୱସିତ ସମ୍ବର୍ଦ୍ଧନା
ନୂଆଦିଲ୍ଲୀ, ତା ୨୩.୦୮ ଆମେରିକାରେ ଅବସ୍ଥାପିତ ଭାରତୀୟ ଲେଖକ ରୂପା ଦାଶଙ୍କୁ ନିକଟରେ ଜାତୀୟ ରାଜଧାନୀ କ୍ଷେତ୍ରରେ ଉତ୍ସ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଗାଜିଆବାଦଠାରେ ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ) ପକ୍ଷରୁ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସୋସାଇଟିର…
ଇତିହାସ ରଚିଲା ଭାରତ
ନୂଆଦିଲ୍ଲୀ: ସାରା ବିଶ୍ୱ ଦେଖିଲା ଭାରତର ଦମ୍ । ଚନ୍ଦ୍ରର ଦକ୍ଷୀଣ ମେରୁରେ ସପ୍ଟ ଲ୍ୟାଣ୍ଡିଂ କଲା ବିକ୍ରମ ଲ୍ୟାଣ୍ଡର । ଭାରତର ମିଶନ ଚନ୍ଦ୍ର ଚନ୍ଦ୍ରୟାନ -3 ଚନ୍ଦ୍ରକୁ ଚୁମ୍ବନ ଦେଇ ଇତିହାସ ସୃଷ୍ଟି କରିଛି। ISRO ର ଏହି ମିଶନ୍ ଅଗଷ୍ଟ 23 (ବୁଧବାର) ସନ୍ଧ୍ୟା 6.04 ରେ ଚନ୍ଦ୍ରରେ ଅବତରଣ…
‘ଚନ୍ଦ୍ରଯାନ-୩’ ମିସନ୍ରେ ସାମିଲ୍ ଅଛନ୍ତି ଚାଷୀଙ୍କ ପୁଅ
ନୂଆଦିଲ୍ଳୀ: ମହାକାଶ ଜଗତରେ ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡ୍ର ମଡ୍ୟୁଲ୍ ଆଜି ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ସମଗ୍ର ବିଶ୍ୱର ଆଖି ଏବେ ଭାରତ ଉପରେ ରହିଛି। ଜାଣିବାକୁ ମିିଳିଛି ଯେ…
ଦୁଇ ରାଜ୍ୟରେ ପ୍ରକୃତିର ତାଣ୍ଡବ, ମୃତ୍ୟୁସଂଖ୍ୟା 81କୁ ବୃଦ୍ଧି
ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ରଚିଛି। ମାତ୍ର 3 ଦିନ ମଧ୍ୟରେ 81 ଜଣଙ୍କ ଜୀବନ ଗଲାଣି। ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ଆଖି ପିଛୁଳାକେ ଜୀବନ ନେଇଯାଉଛି ତ ପୁଣି ଜୀବିକା ଉଜାଡି ଦେଉଛି। ବର୍ତ୍ତମାନ ସୁଦ୍ଧା 10 ହଜାର କୋଟିର ସମ୍ପତ୍ତି ନଷ୍ଟ ହୋଇ…
ଜହ୍ନ ଅଭିମୁଖେ ଚନ୍ଦ୍ରଯାନ-3, ଆଜି ଅଲଗା ହେବ ଲ୍ୟାଣ୍ଡର୍ ବିକ୍ରମ
ନୂଆଦିଲ୍ଲୀ: ପାଖଉଛି ଚନ୍ଦ୍ର, ବଢୁଛି ଉତ୍କଣ୍ଠା। କଠିନ ପର୍ଯ୍ୟାୟରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩। ଏବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ସୋପାନରେ ଚନ୍ଦ୍ରଯାନ-୩ ରହିଛି। ଆଜି ଅଲଗା ହେବେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ। ଅର୍ଥାତ ଲ୍ୟାଣ୍ଡର ବିକ୍ରମ ଆଜି ଚନ୍ଦ୍ରଯାନରୁ ଅଲଗା ହେବ। ଏହା ମଧ୍ୟରେ…
୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ
ନୂଆଦିଲ୍ଲୀ: ଉଦ୍ୟାନ ଉତ୍ସବ-୨କୁ ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଉଦ୍ଘାଟନ କରିଛନ୍ତି। ଉଦ୍ୟାନ ଉତ୍ସବ-୨ ଅନ୍ତର୍ଗତ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ (ସୋମବାର ବ୍ୟତୀତ) ଗୋଟିଏ ମାସ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ…