Browsing Category

ଦେଶବିଦେଶ

ଭାରତୀୟ ରେଳରେ ନୂଆ ଯୁଗ; ୧୭ରେ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଦେଶର ପ୍ରଥମଥର ହାଇଡ୍ରୋଜେନ୍ ଇନ୍ଧନଚାଳିତ ଟ୍ରେନ୍‌  ଆସନ୍ତା ଜୁଲାଇ ୧୭ରେ ଶୁୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଟ୍ରେନ୍ ହରିୟାଣାର ଜିନ୍ଦ ଓ ସୋନିପତ ମଧ୍ୟରେ ୮୯ କିଲୋମିଟର ଦୂରତା ପ୍ରାୟ…

ଇଂଲଣ୍ଡକୁ ଭାରତ ୨୭୦ ରନରେ ପରାସ୍ତ କରିଛି ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ: ଇଂଲଣ୍ଡକୁ ଭାରତ ୨୭୦ ରନରେ ପରାସ୍ତ କରିଛି। ଏହା ୧୪୨ ବର୍ଷର ଇତିହାସରେ ଲର୍ଡସରେ ପ୍ରଥମ ମହିଳା ଟେଷ୍ଟ ମ୍ୟାଚ୍ ଥିଲା ଏବଂ ଭାରତୀୟ ମହିଳା ଦଳ ଏହାକୁ ଜିତି ଇତିହାସ ରଚିଛନ୍ତି। ଚତୁର୍ଥ ଇନିଂସରେ ଆୟୋଜକ ଇଂଲଣ୍ଡକୁ ୪୫୭ ରନର ଟାର୍ଗେଟ ଦିଆଯାଇଥିଲା, କିନ୍ତୁ ଇଂଲଣ୍ଡ ଦଳ ୧୮୬ ରନରେ…

ଇରାନ-ଆମେରିକା ଯୁଦ୍ଧରେ ସାମିଲ ରୁଷ! ତେହେରାନରେ ରୁଷର Tu-214PU ‘ଡୁମସଡେ ପ୍ଲେନ୍’

ନୂଆଦିଲ୍ଲୀ/ତେହେରାନ:ମଧ୍ୟପ୍ରାଚ୍ୟ ଚାଲିଥିବା ଯୁଦ୍ଧରେ ସାମିଲ ହେବକି ରୁଷ।  ଚାଲିଥିବା ତୀବ୍ର ଉତ୍ତେଜନା ମଧ୍ୟରେ ରୁଷ ତାହାର ଅତ୍ୟନ୍ତ ସୁରକ୍ଷିତ Tu-214PU ଏୟାରବୋର୍ଣ୍ଣ କମାଣ୍ଡ ବିମାନକୁ ତେହେରାନ ପଠାଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଚିନ୍ତାରେ ମଧ୍ୟପ୍ରାଚ୍ୟ ଦେଶଗୁଡିକ।   …

ଇଣ୍ଡିଆ ମେଣ୍ଟରେ ଫାଟ!: କଂଗ୍ରେସକୁ ଝଟକା ଦେଲେ ଷ୍ଟାଲିନ, ତାମିଲନାଡୁରେ କେରଳ-ବଙ୍ଗଳା ମଡେଲକୁ ନାଁ

ନୂଆଦିଲ୍ଲୀ: ତାମିଲନାଡୁରେ ଇଣ୍ଡିଆ ମେଣ୍ଟ ଭିତରେ ମତଭେଦ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସୁଛି। ରାଜ୍ୟର ପ୍ରମୁଖ ଦଳ ଡିଏମକେ, ଜାତୀୟ ସ୍ତରରେ ଭାରତୀୟ ଜନତା ପାର୍ଟି (ବିଜେପି) ବିରୁଦ୍ଧରେ ଡିଏମକେ ଏବଂ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ଟିଭିକେକୁ ଏକତ୍ର କରିବା ପାଇଁ ଏହାର ଦୀର୍ଘକାଳୀନ…

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା ୨୦୨୬ ଆରମ୍ଭ କରାଯାଇଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ସୂଚନା ଦେଇଛି। ଆୟକର ଆଇନ ୧୯୬୧ ଅଧୀନରେ ମାନ୍ୟତାପ୍ରାପ୍ତ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ଚଳାଉଥିବା ସଂସ୍ଥାଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ଲାଗି ଏହି…

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ

​ନୂଆଦିଲ୍ଲୀ/ବ୍ରହ୍ମପୁର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ତଥା ଦକ୍ଷିଣ ଓଡ଼ିଶାର ଶିଳ୍ପ ଓ ସାଂସ୍କୃତିକ ପ୍ରଗତିକୁ ଆହୁରି ବେଗବାନ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ…

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଓମାନ ଉପକୂଳରେ ଘଟିଥିବା ଜିଏଫଏସ ଗାଲାକ୍ସି ଜାହାଜରେ ୧୧ ଜଣ ଭାରତୀୟ ଥିଲେ। ଭାରତ ସରକାର କହିଛି ଯେ, ୧୦ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି,…