Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ଶ୍ରୀ ଏ. ବାଲକୃଷ୍ଣନଙ୍କ ବିୟୋଗରେ ଶୋକ: ପ୍ରଧାନମନ୍ତ୍ରୀ ମୋଦୀ ଓ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି
କଲକାତା: ବିବେକାନନ୍ଦ କେନ୍ଦ୍ର (କନ୍ୟାକୁମାରୀ)ର ପୂର୍ବତନ ଅଖିଳ ଭାରତୀୟ ଅଧ୍ୟକ୍ଷ ଶ୍ରୀ ଏ. ବାଲକୃଷ୍ଣନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଶ୍ରୀ ବାଲକୃଷ୍ଣନଙ୍କ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟର ସମାଜସେବା ଓ ଉତ୍ତର-ପୂର୍ବ ଭାରତ…
FCRA ବିଲ୍ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି!: ବିରୋଧୀ ନେତାମାନଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ
ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲା 2026 ମସିହାରେ FCRA ସଂଶୋଧନ ବିଲ୍ ଯାଞ୍ଚ କରିବା ପାଇଁ ମିଳିତ କମିଟି ଗଠନ କରିଛନ୍ତି। ବିହାରର ବିଜେପି ସାଂସଦ ତଥା ଲୋକସଭାରେ ଦଳର ମୁଖ୍ୟ ସଚେତକ ଡା ସଞ୍ଜୟ ଜୟସ୍ଵାଲଙ୍କୁ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।
ଏହି ମିଳିତ କମିଟି ଲୋକସଭା ଓ…
କ୍ରେଡିଟ୍ କାର୍ଡ ମାମଲା: ପ୍ରକ୍ରିୟାକରଣରେ ବିଳମ୍ବ ହେଲେ ବ୍ୟାଙ୍କ ଦେବ ୩ ଲକ୍ଷ ଜରିମାନା
ନୂଆଦିଲ୍ଲୀ: ଯଦି ଆପଣଙ୍କର ଏକ କ୍ରେଡିଟ୍ କାର୍ଡ ଅଛି ଯାହାକୁ ଆପଣ ଆଉ ବ୍ୟବହାର କରୁନାହାଁନ୍ତି ଏବଂ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି, ତେବେ ବ୍ୟାଙ୍କର ଆପଣଙ୍କ ଅନୁରୋଧକୁ ବିଳମ୍ବ କରିବାର କୌଣସି ଅଧିକାର ନାହିଁ। RBI ନିୟମ ଅନୁଯାୟୀ, ବକେୟା ବାଲାନ୍ସ ସମ୍ପୂର୍ଣ୍ଣ ପରିଶୋଧ ପରେ…
ଡ୍ରାଇଭିଂ ଲାଇସେନ୍ସ ଉପରେ ସରକାରଙ୍କ କଡ଼ା ନିୟମ: ଏବେ କଟିବ ପଏଣ୍ଟ, ବାତିଲ ହେବ ଲାଇସେନ୍ସ
ନୂଆଦିଲ୍ଲୀ: ସମସ୍ତ ଡ୍ରାଇଭରଙ୍କ ପାଇଁ ଗାଡ଼ି ଚଲାଇବା ସମୟରେ ଟ୍ରାଫିକ୍ ନିୟମ ପାଳନ କରିବା ବାଧ୍ୟତାମୂଳକ। ତଥାପି ଏବେ ବି ଏପରି ଡ୍ରାଇଭର ଅଛନ୍ତି ଯେଉଁମାନେ ଟ୍ରାଫିକ୍ ନିୟମ ମାନୁନାହାଁନ୍ତି। ଯଦି ଆପଣ ମଧ୍ୟ ଗାଡ଼ି ଚଲାଇବା ସମୟରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରନ୍ତି, ତେବେ ସତର୍କ…
ବାଂଲାଦେଶକୁ ଫେରିବା ନେଇ ବଡ ଖୁଲାସା କଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ:ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବର ସୁଦ୍ଧା ସ୍ବଦେଶ ଫେରିବେ ବୋଲି କହିଛନ୍ତି। ତେବେ ସମୟ ଆସିଲେ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିବେ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ବାଂଲାଦେଶରେ ଆୱାମୀ ଲିଗ୍ କର୍ମୀମାନଙ୍କ ଉପରେ ବ୍ୟାପକ ଆକ୍ରମଣ କରାଯାଉଥିବା ସେ…
ଆସନ୍ତାକାଲି ମିଳିବ ସିଏମ୍-କିଷାନର ପଞ୍ଚମ କିସ୍ତି
ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ପାଇଁ ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି। ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର ଉପକୃତ…
Seven-Day Residential Training Programme for Indian Culture Teachers Inaugurated
New Delhi (3/9): The seven-day residential training programme for Indian Culture Teachers, organised by the Indian Council for Cultural Relations (ICCR), was inaugurated today. Prof. (Dr.) Kashinath Samagandi, Director of the Morarji Desai…
ଏସ୍ସିଓ ଶିଖର ସମ୍ମିଳନୀରେ ମୋଦୀଙ୍କ ବାର୍ତ୍ତା ଆତଙ୍କବାଦ ପ୍ରସଙ୍ଗରେ ଦୋମୁହାଁ ନୀତି ଚଳିବନି
ବିସ୍କେକ୍: କିର୍ଗିଜସ୍ଥାନର ବିସ୍କେକ୍ଠାରେ ଅନୁଷ୍ଠିତ ୨୬ତମ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ପ୍ରସଙ୍ଗରେ ଏକ କଡ଼ା ଓ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଓ ଅନ୍ୟ ଏସ୍ସିଓ…
ରାମ ମନ୍ଦିର ପରିଚାଳନାରେ ବଡ଼ ପରିବର୍ତ୍ତନ; ପ୍ରଥମ CEO ହେଲେ ଅବସରପ୍ରାପ୍ତ ଏୟାର ମାର୍ଶାଲ
ଅଯୋଧ୍ୟା: ଅଯୋଧ୍ୟାସ୍ଥିତ ରାମ ମନ୍ଦିରର ପରିଚାଳନା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ଚୟନ କରାଯାଇଛି। ୫ ହଜାରରୁ ଅଧିକ…
ଚାକିରି ଚାଲିଯିବାରୁ ଆତ୍ମହତ୍ୟା କରିଦେଲେ ମମତା ବାନାର୍ଜୀଙ୍କ ଝିଆରୀ
କଲିକତା :ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଝିଆରୀ ବ୍ରିଷ୍ଟି ମୁଖାର୍ଜୀ(୨୮) ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି । ବ୍ରିଷ୍ଟି ପୂର୍ବରୁ ଭୋଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନନ୍ ଟିଚିଂ ଷ୍ଟାଫ୍ ଭାବେ କାମ କରୁଥିଲେ । ତେବେ ଟଙ୍କା ଦେଇ ଚାକିରି କିଣା ଅଭିଯୋଗରେ…