Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ସମବାୟ ସଂଘୀୟ ପରିକଳ୍ପନା: ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରଥମ ବିଭାଗୀୟ ଶିଖର ସମ୍ମିଳନୀ
ନୂଆଦିଲ୍ଲୀ: ଜଳ ଶକ୍ତି ମନ୍ତ୍ରଣାଳୟ ଜଳ ସୁରକ୍ଷିତ ଭାରତ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ୧-୨ ସେପ୍ଟେମ୍ବର, ୨୦୨୬ରେ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ବିଭାଗୀୟ ଶିଖର ସମ୍ମିଳନୀ ଆୟୋଜନ କରିବ। ସମବାୟ ସଂଘୀୟ ବ୍ୟବସ୍ଥାକୁ…
ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବଈ ତରଫରୁ ବିଶିଷ୍ଟ କଣ୍ଠ ଶିଳ୍ପୀ ସ୍ବର୍ଗତ ପ୍ରଣବ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟ ରେ…
ମୁମ୍ବାଇ (୩୦/୮): ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବଈ ତରଫରୁ ରୁ ଅଗଷ୍ଟ ୨୯ତାରିଖ ସଂନ୍ଧ୍ୟା ରେ ଓଡ଼ିଶାର ପ୍ରସିଦ୍ଧ ଗାୟକ ସ୍ବର୍ଗତ ପ୍ରଣବ ପଟ୍ଟନାୟକ ଙ୍କ ସ୍ମୃତି ରେ ସଙ୍ଗୀତ ଆସର ଗୁଗଲ ମିଟ ମାଧ୍ୟମ ରେ ଅନୁଷ୍ଠିତ ହୋଇଯାଇଛି।ବିଶିଷ୍ଟ କଣ୍ଠଶିଳ୍ପୀ ଅଧ୍ୟାପକ ପ୍ରଦୀପ୍ତ ସୁନ୍ଦର…
National Sports Day Celebrated with Enthusiasm at Rasol
Khordha (29/8): National Sports Day 2026 was celebrated with great enthusiasm at Rasol in Bolgarh Block of Khordha district on August 29. The programme was organised by Ramakrishna Mission, Bhubaneswar, in cooperation with Sri Ramakrishna…
ଭାରତୀୟ ଜାତୀୟ ଆନ୍ଦୋଳନ ଭାବରେ “ବନ୍ଦେ ମାତରମର ପରିଚୟ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
କୋଲକାତା(୩୦/୮) :କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଭାରତୀୟ ସଂଗ୍ରହାଳୟ, ଇ.ଜେଡ.ସି.ସି, ସଂସ୍କୃତ ବିଶ୍ୱବିଦ୍ୟାଳୟ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଏବଂ ଶାନ୍ତିନିକେତନ ସାହିତ୍ୟପଥର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି l ଆଲୋଚନାଚକ୍ରର ଉଦଯାପନୀ…
MMDR ସଂଶୋଧନ ବିଲ୍କୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ
ଭୁବନେଶ୍ବର: MMDR ସଂଶୋଧନ ବିଲ୍-୨୦୨୬କୁ ନେଇ ରାଜ୍ୟ ରାଜନୀତିରେ ତେଜିଛି ଚର୍ଚ୍ଚା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତ୍ରର ପ୍ରତିଉତ୍ତର ରଖିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ତଥ୍ୟକୁ ଗୋପନ ରଖି ଭୟ ସୃଷ୍ଟି କରିବା କିମ୍ବା ଲୋକଙ୍କୁ ବିଭ୍ରାନ୍ତ କରିବା ଅନୁଚିତ ବୋଲି ସେ…
ଉଜ୍ବେକିସ୍ତାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ତାସକେଣ୍ଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉବେଜକିସ୍ତାନର ତାସକେଣ୍ଟରେ ପହଞ୍ଚିବା ପରେ ବିମାନବନ୍ଦରରେ ଉଜବେକିସ୍ତାନ ରାଷ୍ଟ୍ରପତି ସାଭକଟ୍ ମିଜିୟୋୟେଭ ତାଙ୍କୁ ସ୍ବାଗତ କରିଥିଲେ। ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣକ୍ରମେ ମୋଦୀ ସେଠାକୁ ଯାଇଛନ୍ତି। ସୂଚନାଥାଉ କି ମୋଦୀ…
ଏନ୍ଡିଏରେ ଫାଟ! କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଚିରାଗ
ନୂଆଦିଲ୍ଲୀ: ଦଳିତକୁ ମିଳୁଥିବା ସଂରକ୍ଷଣକୁ ନେଇ ଏନ୍ଡିଏରେ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ)ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ କେନ୍ଦ୍ର କ୍ୟାବିନେଟରେ ଥିବା ନିଜର ସହଯୋଗୀ ଏବଂ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚାର ଅଧ୍ୟକ୍ଷ ଜିତନରାମ ମାଞ୍ଝିଙ୍କୁ ଇସ୍ତଫା…
କିଭ୍ ଉପରେ ରୁଷ୍ର ଆକ୍ରମଣ, ୩୭ ମୃତ
କିଭ୍: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପୁଣି ଭୀଷଣ ରୂପ ନେଇଛି। ରୁଷ୍ ଶୁକ୍ରବାର ରାତିରେ ୟୁକ୍ରେନ୍ ଉପରେ ଭୟଙ୍କର ଆକ୍ରମଣ କରିଛି। ଏହି ଆକ୍ରମଣ ଜାରି ରହିଥିବାବେଳେ କିଭ୍ ନିକଟସ୍ଥ ବୁଚା ଜିଲାରେ ୩୭ ଜଣଙ୍କର ମୃତ୍ୟୁ ହୋଇଛି। ୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନୀୟ…
Value Education and National Sports Day Celebrated at Beltala Girls’ School
Kolkata, (29/8): Beltala Girls’ School, in association with Ramakrishna Math, Gadadhar Astam and Vivekananda Adarsh Milan Mandir, Kolkata organised a special programme on Value Education and National Sports Day on August 29. The programme…
“ପ୍ରଥମେ ଜାତି ବ୍ୟବସ୍ଥା ସମାପ୍ତ କର, ତା’ପରେ ସଂରକ୍ଷଣ…”: ରାମଦାସ ଅଠାୱଲେଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ସଂରକ୍ଷଣ ଉଚ୍ଛେଦ ଦାବି ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସମାଜରୁ ଜାତିଭିତ୍ତିକ ଭେଦଭାବ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇନାହିଁ, ସେପର୍ଯ୍ୟନ୍ତ ସଂରକ୍ଷଣର…