Browsing Category

ଦେଶବିଦେଶ

“ପ୍ରଥମେ ଜାତି ବ୍ୟବସ୍ଥା ସମାପ୍ତ କର, ତା’ପରେ ସଂରକ୍ଷଣ…”: ରାମଦାସ ଅଠାୱଲେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ସଂରକ୍ଷଣ ଉଚ୍ଛେଦ ଦାବି ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସମାଜରୁ ଜାତିଭିତ୍ତିକ ଭେଦଭାବ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇନାହିଁ, ସେପର୍ଯ୍ୟନ୍ତ ସଂରକ୍ଷଣର…

ରନୱେରେ ଫାଟିଲା ବିମାନର ଟାୟାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିଳାସପୁର: ଛତିଶଗଡ଼ର ବିଳାସପୁର ବିମାନବନ୍ଦରରେ ଶୁକ୍ରବାର ଅବତରଣ କରିବା ସମୟରେ ଦିଲ୍ଲୀ-ବିଳାସପୁର ଆଲାଏନ୍ସ ଏୟାରର ଏକ ବିମାନର ଟାୟାର ଫାଟିଯିବାରୁ ଅଘଟଣ ଘଟିଛି। ତେବେ ବିମାନରେ ଥିବା ସମସ୍ତ ୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଲାଏନ୍ସ…

ରାୟପୁର ଜଗନ୍ନାଥ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଆୟୋଜନ

ରାୟପୁର ତା ୨୮.୦୮.ରିଖ : ରାୟପୁର ଜଗନ୍ନାଥ ମନ୍ଦିର ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ଏହି ଅବସରରେ ପ୍ରାୟ ୨୧୦୦ ଜଣ ମାତା ଓ ଭଉଣୀ , ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିଧିପୂର୍ବକ ଓ ଶ୍ରଦ୍ଧାର ସହିତ ରାଖୀ ପିନ୍ଧାଇ ଥିଲେ । ଏହି ପବିତ୍ର…

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ଗ୍ରାମୀଣ ଡାକ ସେବକ (GDS) ନିଯୁକ୍ତି ୨୦୨୬ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଅଭିଯାନରେ ଦେଶବ୍ୟାପୀ ବିଭିନ୍ନ ଡାକ ସର୍କଲ ଏବଂ ବିଭାଗରେ ୨୫,୦୦୦ ରୁ ଅଧିକ ପଦବୀ ପୂରଣ କରାଯିବ। ଏହି ପଦବୀଗୁଡ଼ିକ ମଧ୍ୟରେ ଶାଖା ପୋଷ୍ଟମାଷ୍ଟର (BPM),…

ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରୁ ୬ ସପ୍ତାହରେ ବସ୍ତି ଉଚ୍ଛେଦ ନିର୍ଦେଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ଥିବା ୩ଟି ବସ୍ତିକୁ ୬ ସପ୍ତାହ ମଧ୍ୟରେ ଉଚ୍ଛେଦ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏସବୁ ବସ୍ତିରେ ରହୁଥିବା ଲୋକେ ଦିଲ୍ଲୀ ସହର ନିକଟରେ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ସାଭ୍‌ଦା ଘେବ୍ରା ଅଞ୍ଚଳରେ ବସତି…

ଛଅ ମାସ ମଧ୍ୟରେ ଏକ ଲକ୍ଷ ନିଯୁକ୍ତି: ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ମାୟାବତୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପି ନିର୍ବାଚନ ପୂର୍ବରୁ ଆଗାମୀ ଛଅ ମାସ ମଧ୍ୟରେ ଏକ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରିବାକୁ ଘୋଷଣା କରିଛନ୍ତି। ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ ଏହାର ଜବାବ ଦେଇଛନ୍ତି। ସେ ଏହାକୁ ଏକ ବିଳମ୍ବ ପଦକ୍ଷେପ…

ମାଲଦା ମେଡିକାଲ କଲେଜରେ ଗୋଟିଏ ଦିନରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଗୋଟିଏ ଦିନରେ ଦଶ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଘଟଣାର ସୂଚନା ନେଇ ମେଡିକାଲ କଲେଜ ପ୍ରଶାସନଠାରୁ ଏକ ବିସ୍ତୃତ ରିପୋର୍ଟ ମାଗିଛି।…

ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍, ଟ୍ରେନି ପାଇଲଟ ଓ ଇନଷ୍ଟ୍ରକ୍ଟରଙ୍କ ମୃତ୍ୟୁ

କାନପୁର : ଉତ୍ତର ପ୍ରଦେଶର କାନପୁରରେ ଘଟିଛି ଏକ ବଡ଼ ବିମାନ ଦୁର୍ଘଟଣା। ଗଙ୍ଗା ବ୍ୟାରେଜ୍ ନିକଟରେ ଏକ ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍ ହୋଇଥିବା ବେଳେ ଏଥିରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଦୁଇ ଇଞ୍ଜିନ ବିଶିଷ୍ଟ ଏହି ତାଲିମ ବିମାନରେ ମୋଟ ଚାରିଟି ସିଟ୍ ଥିଲା।…

୫୦ ହଜାର ଝିଅଙ୍କୁ ମିଳିବ ସ୍କୁଟି: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନାର ଶୁଭାରମ୍ଭ ଏବଂ ଲକ୍ଷ୍ନୌରେ ସ୍ୱତନ୍ତ୍ର ବସ୍‌ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଅକ୍ଟୋବର-ନଭେମ୍ବରରେ ସ୍ନାତକ…