Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା
ନୂଆଦିଲ୍ଲୀ: “କକ୍ରୋଚ ଜନତା ପାର୍ଟି” ପୁଣି ଥରେ ଦିଲ୍ଲୀରେ ପ୍ରତିବାଦ ପାଇଁ ପ୍ରସ୍ତୁତ ହେଉଛି। ସେପ୍ଟେମ୍ବର ୫ ତାରିଖରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଘୋଷଣା କରାଯାଇଛି। ଏହା ପୂର୍ବରୁ CJP ସରକାରଙ୍କୁ ଆଉ ଏକ ଚେତାବନୀ ଦେଇଛି। ଏଥିରେ କୁହାଯାଇଛି ଯେ, ସମସ୍ତ ଦାବି ପୂରଣ ହେବା ନିଶ୍ଚିତ…
ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ଖାଦ୍ୟ
ନୂଆଦିଲ୍ଲୀ: ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ବଡ଼ ଖବର। ସ୍ୱର୍ଣ୍ଣଜୟନ୍ତୀ ରାଜଧାନୀ ଏକ୍ସପ୍ରେସକୁ ଖାଦ୍ୟ ଯୋଗାଣ କରୁଥିବା ବେସ୍ ରୋଷେଇ ଘରେ ଏକ ସ୍ୱତନ୍ତ୍ର ରେଳବାଇ ଦଳ ଅଚାନକ ଚଢାଉ କରିଥିଲା। ଯାଞ୍ଚ ସମୟରେ ହଳଦୀରାମର ପୋହା ଏବଂ ଉପମା ସମେତ ବହୁ ପରିମାଣରେ…
ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?
ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ ଚୀନ ଗସ୍ତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଭାରତ-ଚୀନ୍ ସମ୍ପର୍କ ସ୍ୱାଭାବିକ ହେବାକୁ ଯାଉଛି। ଡୋଭାଲ ମଙ୍ଗଳବାର (ଅଗଷ୍ଟ ୨୫) ଚୀନରେ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ସାକ୍ଷାତ କରିଥିଲେ।…
କଲିକତାର ଦୁର୍ଗା ପୂଜା ମଣ୍ଡପରେ ଝଲସିବ ବାଲେଶ୍ୱରର କଳା ସଂସ୍କୃତି
ବାଲେଶ୍ଵର,୨୬/୮(କୃଷ୍ଣ କୁମାର ମହାନ୍ତି) : ସମଗ୍ର ପଶ୍ଚିମ ବଙ୍ଗ ଅକ୍ଟୋବର ରୁ ୨୧ ତାରିଖ ପର୍ଯ୍ୟନ୍ତ ଶାରଦୀୟ ଦୁର୍ଗୋତ୍ସବରେ ମାଆ ଦୁର୍ଗାଙ୍କୁ ଆବାହନ କରିବା ପାଇଁ ଏବେଠାରୁ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଚଳିତ ବର୍ଷ କଲିକତାର ବେହାଲାରେ ଥିବା 'ବଡ଼ିଶା ଶକ୍ତି ସଂଘ' ତାର ରୌପ୍ୟ ଜୟନ୍ତୀ…
ସମ୍ପତ୍ତି ମାଲିକାନାର ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ
ଭୁବନେଶ୍ୱର : ମ୍ୟୁଟେସନ ପ୍ରକ୍ରିୟାରେ ଜମିବାଡି ବା ସମ୍ପତ୍ତିର ରାଜସ୍ବ ରେକର୍ଡରେ ନାମ ପରବର୍ତ୍ତନ କରିବା ଦ୍ବାରା ଜଣଙ୍କର ମାଲିକାନାସ୍ବତ୍ବ ଲୋପ ହୁଏ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସେହିପରି ମ୍ୟୁଟେସନ ଦ୍ବାରା ଜଣେ ଅନ୍ୟ ଜଣଙ୍କର ସମ୍ପତ୍ତିର…
ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ
ନୂଆ ଦିଲ୍ଲୀ ତା ୨୫. ୦୮ ରିଖ ; ଆମେରିକାରେ ଅବସ୍ଥାପିତ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା, ମିଡିଆ ଉଦ୍ୟୋଗୀ ଏବଂ ୱାର୍ଲଡ଼ ଓ଼ମ୍ୟାନ ଫାଉଣ୍ଡେସନ (ଡବ୍ଲୁଡବ୍ଲୁଏଫ)ର ସିଇଓ ରୂପା ଦାଶ ସମ୍ପ୍ରତି ନୂଆଦିଲ୍ଲୀର କାଲକା ପବ୍ଲିକ ସ୍କୁଲ ଠାରେ ବାଳିକା ମାନଙ୍କର ଆର୍ଥିକ ସ୍ୱାଧୀନତା ଉପରେ ଏକ…
Dr. Suresh Kumar Agarwal Honoured with ISSER Rabindra Ratna Samman
Kolkata (23/8).Dr. Suresh Kumar Agarwal, Director of the International Institute of Lifestyle Medicine, was honoured with the prestigious ISSER Rabindra Ratna Samman at a ceremony held in Kolkata on August 22, 2026, in recognition of his…
Workshop on 7 Steps Ananda Dhara Meditation by Pragyan Foundation
Kolkata (23/8):A three-hour free workshop on “7 Steps Ananda Dhara Meditation” was organised by the World Yoga and Meditation Academy, a unit of Pragyan Foundation, at Pragyan Bhawan, Kolkata on 22nd August, 2026. The concept was developed…
୩୦ରେ ନିଟ୍-ପିଜି ପରୀକ୍ଷା: ଆଜିଠୁ ମିଳିବ ଆଡ୍ମିଟ୍ କାର୍ଡ
ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩୦ ତାରିଖରେ ଅନୁଷ୍ଠିତ ହେବ ନିଟ୍ ପିଜି ପରୀକ୍ଷା। ଏଥିପାଇଁ ପରୀକ୍ଷାର୍ଥୀମାନେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଠାରୁ ଆଡମିଟ୍ କାର୍ଡ ହାସଲ କରିପାରିବେ। ଆଡମିଟ୍ କାର୍ଡ ସୋମବାର ଠାରୁ ଉପଲବ୍ଧ ହେବାର ଥିଲା। କିନ୍ତୁ ନ୍ୟାଶନାଲ ଏକ୍ସାମିନେସନ୍ସ ଇନ ମେଡିକାଲ…
ଦେଶବ୍ୟାପୀ ଆୟୋଜିତ ହେବ “ଖେଲୋ ଇଣ୍ଡିଆ ଡାଏଲଗ୍”
ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ୨୦୨୬ ପାଳନ ଅବସରରେ ଆସନ୍ତା ୨୭ ତାରିଖରେ ଦେଶବ୍ୟାପୀ ବୃହତ୍ ଯୁବ ଭାଗିଦାରୀ ପଦକ୍ଷେପ ‘ଖେଲୋ ଇଣ୍ଡିଆ ଡାଏଲଗ୍ – ଖେଲ୍ କି ବାତ୍, ପ୍ରଧାନମନ୍ତ୍ରୀ ମୋଦୀ କେ ସାଥ୍’ ଆୟୋଜିତ ହେବ। ଏହି ପଦକ୍ଷେପ ଅଧୀନରେ ଦେଶର ୧,୫୦୦ରୁ ଅଧିକ ସ୍ଥାନରେ ଯୁବବର୍ଗ,…