Browsing Category

ଦେଶବିଦେଶ

ଆଜି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ଛାତ୍ରଛାତ୍ରୀ

ପାଟନା: ଆଜି ସକାଳ ୧୧ଟାରେ ପାଟନାର ଗାନ୍ଧୀ ମଇଦାନରୁ ABSUର ପଦଯାତ୍ରା ଆରମ୍ଭ ହେବ। ସଂଗଠନଟି ଏକ ସପ୍ତାହ ଧରି ଗର୍ଦ୍ଦାନିବାଗରେ ପ୍ରତିବାଦ କରିଆସୁଛି ଏବଂ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି। RYA, SSAI ଏବଂ ଛାତ୍ର ଯୁବ ସଂଘର୍ଷ ମୋର୍ଚ୍ଚା ସମେତ…

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏବଂ ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ମଧ୍ୟରେ କ’ଣ ସବୁ ଆଲୋଚନା ହୋଇଥିଲା, ଆସନ୍ତୁ ଜାଣିବା…. ପ୍ରଧାନମନ୍ତ୍ରୀ: ଆପଣ ଏକ ନୂଆ କ୍ଷେତ୍ରରେ ସାହସ…

ଚୀନ ଯିବେ NSA ଅଜିତ ଡୋଭାଲ, ଭାରତ ଆସିବେ ଜିନପିଙ୍ଗ!

ନୂଆଦିଲ୍ଲୀ : ଆଜି ଚୀନ ଯିବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଭାରତ-ଚୀନ୍ ସୀମା ବିବାଦ ନେଇ ଚାଲିଥିବା ସ୍ପେଶାଲ୍ ରିପ୍ରେଜେଣ୍ଟେଟିଭ୍ସ ବୈଠକରେ ସେ ଯୋଗଦେବେ। ଦୁଇ ଦେଶର ସମ୍ପର୍କକୁ ସ୍ୱାଭାବିକ କରିବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। କାଲି ବେଜିଂରେ ଚୀନ୍…

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ ତାରିଖରେ ଶିକ୍ଷକ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪୮ ଜଣ ଉତ୍କୃଷ୍ଟ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ ରେ ସମ୍ମାନିତ କରିବେ। ଏହି ସମ୍ବର୍ଦ୍ଧନା ସମାରୋହ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ଏହି ଶିକ୍ଷକ…

ବାଂଲାଦେଶରେ ହିନ୍ଦୁ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା

ଢାକା: ବାଂଲାଦେଶରେ ଜଣେ ହିନ୍ଦୁ ପରିବାରର ୪ ଜଣ ସଦସ୍ୟଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ବନ୍ଦ ଘର ଭିତରୁ ବାପା, ମାଆ ଓ ସେମାନଙ୍କ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର ହୋଇଛି। ହତ୍ୟାକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ଘଟଣାର ତଦନ୍ତ ଆରମ୍ଭ…

ବିଜେପିର ନୂଆ ଟିମ୍‌ ସହ ମୋଦୀଙ୍କ ମନ୍ଥନ;ଯୁବପିଢ଼ିଙ୍କ ସହ ଯୋଡ଼ିହେବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି। ନୂତନ ଟିମ୍‌ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ପ୍ରଥମ ସାକ୍ଷାତ୍‌କାର।ବୈଠକ ପରେ ପ୍ରଧାନମନ୍ତ୍ରୀ…

୩୧ ପର୍ଯ୍ୟନ୍ତ ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ-୨୦୨୬ ପାଇଁ ଚାଲିଥିବା ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଅନିଶ୍ଚିତତା ହେତୁ ହେଉଥିବା ଫସଲ ହାନିରୁ…

ଭାଗବତଙ୍କ ଗସ୍ତକୁ ଆମେରିକା ଧାର୍ମିକ ସଂଗଠନର ବିରୋଧ

ୱାଶିଂଟନ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତଙ୍କ ପ୍ରସ୍ତାବିତ ଆମେରିକା ଗସ୍ତକୁ ଦେଶର ଧାର୍ମିକ ସଂଗଠନ ବିରୋଧ କରିଛି। ଶ୍ରୀ ଭାଗବତ ଅଗଷ୍ଟ ୨୫ରୁ ଆମେରିକା, କାନାଡା ଓ ବ୍ରିଟେନ୍ ଗସ୍ତରେ ଯିବାକୁ ଥିବାବେଳେ ଆମେରିକାର ଧାର୍ମିକ ସଂଗଠନ ଦ ୟୁନାଇଟେଡ୍ ଷ୍ଟେଟସ୍‌…