Browsing Category

ଦେଶବିଦେଶ

ଦାରା ସିଂଙ୍କ ଦଣ୍ଡ କୋହଳ ନେଇ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂଙ୍କ ଦଣ୍ଡାଦେଶ କୋହଳ ମାମଲାରେ ରାଜ୍ୟ ସରକାରଙ୍କ state sentence review board ତର୍ଜମା କରୁଛି। ଏଥିପାଇଁ ଅଧିକ ସମୟ ଆବଶ୍ୟକ ବୋଲି କୋର୍ଟକୁ ଜଣାଇଛନ୍ତି। ମାମଲାର ଶୁଣାଣି ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ  …

କେନ୍ଦ୍ର ସରକାର ଚାଷୀଙ୍କ ଆୟ ସୁରକ୍ଷା ଓ କୃଷିକୁ ସୁଦୃଢ଼ କରିବା ପାଇଁ ୨.୬୦ ଲକ୍ଷ କୋଟି ଟଙ୍କାର MSP ପ୍ୟାକେଜ୍‌କୁ…

ନୂଆଦିଲ୍ଲୀ : କେନ୍ଦ୍ର ମୋଦି କ୍ୟାବିନେଟ୍ ବୁଧବାର ଦେଶର କୋଟି କୋଟି ଚାଷୀଙ୍କ ପାଇଁ ବଡ଼ ଉପହାର ଆଣିଛି । କୃଷି ଓ କୃଷକଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା ପାଇଁ ସରକାର ୨.୬୦ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ପ୍ୟାକେଜ୍‌କୁ ମଞ୍ଜୁରୀ ଦେଇଛନ୍ତି । ଏହା ସହିତ ୨୦୨୬-୨୭ ବର୍ଷ ପାଇଁ ୧୪ଟି ଖରିଫ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

ନୂଆଦିଲ୍ଲୀ : ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା (ସିଡବ୍ଲୁ୍ଜି) ୨୦୩୦ ପୂର୍ବରୁ, ଭାରତୀୟ କ୍ରୀଡା ପ୍ରାଧିକରଣ (ଏସଏଆଇ) ମାଇଁ ଭାରତ ସହଯୋଗରେ ତିନୋଟି ଦେଶବ୍ୟାପୀ ସକ୍ରିୟ ସଂପୃକ୍ତି ପଦକ୍ଷେପ ଆରମ୍ଭ କରିଛି। ଏହି ପଦକ୍ଷେପଗୁଡ଼ିକ ଦ୍ଵାରା ସାରା ଦେଶରେ…

ଚୀନକୁ ଭାରତର କଡ଼ା ବାର୍ତ୍ତା

ନୂଆଦିଲ୍ଲୀ : ‘ଅପରେସନ୍ ସିନ୍ଦୂର’ ସମୟରେ ପାକିସ୍ତାନକୁ ସହାୟତା ଯୋଗାଇଦେବା ପ୍ରସଙ୍ଗରେ ଭାରତ ଚୀନକୁ ଏକ ଶକ୍ତ ଚେତାବନୀ ଦେଇଛି। ମଙ୍ଗଳବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦୀ ଭିତ୍ତିଭୂମିକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଦେଶଗୁଡ଼ିକ ନିଜର…

୧୫ରୁ ମୋଦୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୧୫ରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛିି। ଏହି ରାଷ୍ଟ୍ରଗୁଡିକ ହେଲା ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ), ନେଦରଲାଣ୍ଡସ, ସ୍ବିଡେନ, ନରୱେ ଓ ଇଟାଲୀ। ମେ’ ୧୫ରେ ମୋଦୀ ପ୍ରଥମେ ୟୁଏଇରେ…

ରାଷ୍ଟ୍ରପତି ମୁର୍ମୁ ୧୫ ଜଣ ନର୍ସଙ୍କୁ ୨୦୨୫ ମସିହାର ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାରରେ ସମ୍ମାନିତ କଲେ

ନୂଆଦିଲ୍ଲୀ:୩୦/୫/୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ୧୫ ଜଣ ଉତ୍କୃଷ୍ଟ ନର୍ସିଂ ବୃତ୍ତିଗତଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ୨୦୨୫ ପ୍ରଦାନ କରିଛନ୍ତି। ଏହି ବାର୍ଷିକ ପୁରସ୍କାରଗୁଡ଼ିକ ଭାରତର ବିଭିନ୍ନ ସ୍ଥାନରୁ…

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା।

ଆସାମ : ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା। ଲଗାତାର ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ। ଆସାମରେ ଲଗାତାର ୩ୟ ଥର ପାଇଁ ବିଜେପି ନେତୃତ୍ବାଧୀନ NDA ସରକାର। ହିମନ୍ତଙ୍କ ସହ ଶପଥ ନେଇଛନ୍ତି ୪ କ୍ୟାବିନେଟ ମନ୍ତ୍ରୀ। ପଦ ଓ…

ଗୁଜୁରାଟ ଉତ୍କଳ ଓଡିଶା ସେବା ଟ୍ରଷ୍ଟ ପକ୍ଷରୁ ଜଳ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରୋଦା : ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ବରୋଦା ଆନୁକୂଲ୍ୟରେ ୧୬ ଏପ୍ରିଲ ୨୦୨୬ରେ ଗୁଜରାଟର ଭଦୋଦରାର ଗୋତ୍ରୀ ମେଡିକାଲ କଲେଜ ସମ୍ମୁଖରେ ଅନ୍ନ ଦାନ/ଜଳ ଦାନ ଆୟୋଜିତ ହୋଇଥିଲା। ପ୍ରାୟ ୧୫୦ ଜଣ ଅସହାୟ ଲୋକ ଆନନ୍ଦର ସହିତ ଏହି ସେବା ଗ୍ରହଣ କରିଥିଲେ। ଉତ୍କଳିକା ଓଡ଼ିଶା ସେବା…

ଦେଶ ପାଇଁ ମାଡ଼ି ଆସୁଛି କି ମହାବିପଦ! ମୋଦିଙ୍କ ବଡ଼ ଅପିଲକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : : ର୍ଷେ ପର୍ଯ୍ୟନ୍ତ ସୁନା କିଣନି। ପେଟ୍ରୋଲ, ଡିଜେଲ କମ୍ ବ୍ୟବହାର କର। ବର୍ଷକ ପାଇଁ ବିଦେଶ ଯାଅ ନାହିଁ। ଯଦି ସୁବିଧା ହେଉଛି ୱାର୍କ ଫ୍ରମ୍ ହୋମ୍ ବା ଘରୁ କାମ କର। ଖାଇବା ତେଲ କମାଅ। ଗତକାଲି କିଛି ଏଭଳି ଢଙ୍ଗରେ ଦେଶବାସୀଙ୍କୁ ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…