ବରୋଦା : ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ବରୋଦା ଆନୁକୂଲ୍ୟରେ ୧୬ ଏପ୍ରିଲ ୨୦୨୬ରେ ଗୁଜରାଟର ଭଦୋଦରାର ଗୋତ୍ରୀ ମେଡିକାଲ କଲେଜ ସମ୍ମୁଖରେ ଅନ୍ନ ଦାନ/ଜଳ ଦାନ ଆୟୋଜିତ ହୋଇଥିଲା। ପ୍ରାୟ ୧୫୦ ଜଣ ଅସହାୟ ଲୋକ ଆନନ୍ଦର ସହିତ ଏହି ସେବା ଗ୍ରହଣ କରିଥିଲେ।



ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ଗତ ୪୫ ବର୍ଷ ଧରି ଏହି ପ୍ରକାରର ମାନବିକ ସେବାରେ ନିୟୋଜିତ ଅଛି।
Comments are closed.