Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ସୋମନାଥ ମନ୍ଦିର ପୁନଃ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ଗୁଜରାଟରେ ଭବ୍ୟ ଅମୃତ ମହୋତ୍ସବ ପାଳନ କରାଯାଇଛି।
ଗୁଜରାଟ : ଡମ୍ବରୁ ନାଦର ଗୁଞ୍ଜରଣ, ଭାବଭକ୍ତିର ସମର୍ପଣ। ଚାରିଆଡ଼େ ହର୍ ହର୍ ମହାଦେବ ଜୟଧ୍ୱନି। ଭକ୍ତି-ଶକ୍ତି-ଶାନ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ସମାଗମ। ଗୁଜରାଟ ସୋମନାଥ ମନ୍ଦିର ପୁନର୍ନିର୍ମାଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଅମୃତ ମହୋତ୍ସବରେ ଇଏ ଭକ୍ତିର ଅର୍ପଣ। ଆକାଶରୁ ପୁଷ୍ପ…
ପଶ୍ଚିମବଙ୍ଗର ପୌର ନିଯୁକ୍ତି ଦୁର୍ନୀତି ମାମଲାରେ ପୂର୍ବତନ ମନ୍ତ୍ରୀ ସୁଜିତ ବୋଷଙ୍କୁ ଗିରଫ କରିଛି ED
କଲକାତା : ପଶ୍ଚିମବଙ୍ଗର ପୌର ନିଯୁକ୍ତି ଦୁର୍ନୀତି ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ। ଗିରଫ ହେଲେ ପୂର୍ବତନ ମନ୍ତ୍ରୀ ତଥା ଟିଏମସି ନେତା ସୁଜିତ ବୋଷ। ସୋମବାର ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ସୁଜିତ ବୋଷ ନିଜ ପୁଅ ସମୁଦ୍ର ବୋଷଙ୍କ ସହ ସଲ୍ଟଲେକ୍ ସ୍ଥିତ CGO କମ୍ପ୍ଲେକ୍ସରେ…
ସମର୍ଥନ ଦେବ ଡିଏମକେ! ବିଜୟ-ଷ୍ଟାଲିନ ଭେଟଘାଟକୁ ନେଇ ଚର୍ଚ୍ଚା
ଚେନ୍ନଇ : ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଶପଥ ନେବାର ଗୋଟିଏ ଦିନ ପରେ ତଥା ସୋମବାର ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ସହ ସାକ୍ଷାତ କରିଛନ୍ତି। ଯାହାକି ତାମିଲନାଡୁ ରାଜନୀତି ସରଗରମ ହେବାର ଲାଗିଛି। ଷ୍ଟାଲିନ ବିଜୟଙ୍କୁ ତାଙ୍କ ଚେନ୍ନାଇ ବାସଭବନରେ…
ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାର ୪୫ତମ ବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ ଲିଭିଂର ୪୫ତମ ବାର୍ଷିକୀ ପାଳନ ସମାରୋହରେ ଯୋଗଦେଇଛନ୍ତି। ଏହି ଅବସରର ପବିତ୍ରତା କଥା ପ୍ରକାଶ କରି ସେ କହିଥିଲେ ଯେ ପିଲାମାନଙ୍କ ବେଦବାଣୀ, ଭଗବାନ ଗଣେଶଙ୍କ ଦର୍ଶନ, ଶ୍ରୀ ଶ୍ରୀ ରବିଶଙ୍କରଙ୍କ…
ନିର୍ବାଚନ ପୂର୍ବରୁ ଯୋଗୀ ସରକାର ବଢ଼ାଇଲେ ମନ୍ତ୍ରୀ ସଂଖ୍ୟା
ନିୟୁଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରବିବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ବିଧାୟକଙ୍କୁ ନୂତନ ମନ୍ତ୍ରୀ ମଣ୍ଡଳରେ ସାମିଲ କରି ଦଳକୁ ମଜବୁତ କରିଛନ୍ତି ଯୋଗୀ।
ମନ୍ତ୍ରୀ ଭାବରେ ଶପଥ ନେଇଥିବା…
ତ୍ରିଚି ଆସନରୁ ଇସ୍ତଫା ଦେଲେ ବିଜୟ
ଚେନ୍ନଇ: ଟିଭିକେ ନେତା ଚନ୍ଦ୍ରଶେଖର ଯୋଶେଫ ବିଜୟ ରବିବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସଦ୍ୟ ସମାପ୍ତ ବିଧାନସଭା ଆସନରେ ବିଜୟ ଦୁଇଟି ଆସନ ଯଥା ତିରୁଚିରାପଲ୍ଲୀ-ପୂର୍ବ (ତ୍ରିଚି) ଓ ପେରାମ୍ବୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ଉଭୟ ଆସନରେ ବିଜୟୀ ହୋଇଛନ୍ତି।…
ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗୋଟିଏ ବର୍ଷ ପାଇଁ ସୁନା ନ କଣିବାକୁ ନିବେଦନ କରିଛନ୍ତି।
ହାଇଦରାବାଦ: ବର୍ତ୍ତମାନର ବୈଶ୍ବିକ ତୈଳ ସଙ୍କଟ ଏବଂ ଆମେରିକା-ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ରବିବାର ହାଇଦରାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, କେବଳ ସୀମାରେ ଲଢ଼େଇ କରିବା…
ଫଟୋ ଖବର
କଲକାତା : କଲକାତା ପ୍ରିନ୍ସ ଆନୱାର୍ ଶାହା ରୋଡ଼ ସ୍ଥିତ ଶ୍ରୀ ଶ୍ରୀ ରାମକୃଷ୍ଣ ପାଠଚକ୍ର ଓ ବିବେକାନନ୍ଦ ଆଦର୍ଶ ମିଳନ ମନ୍ଦିରର ମିଳିତ ସହଯୋଗ ରେ ନାଚ, ଗୀତ ଓ ବତ୍କୃତା ସହିତ ମହାସମାରୋହରେ ବିଶ୍ୱ କବି ରବିନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।
ରିପୋର୍ଟ-ସନାତନ…
ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଘୋଷଣା, ରାଜ୍ୟକୁ ଦେଲେ ୩ ଗୁରୁତ୍ଵପୂର୍ଣ୍ଣ ଉପହାର
ନୂଆଦିଲ୍ଲୀ : ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜୋସେଫ୍ ବିଜୟ। ତେବେ ଶପଥ ଗ୍ରହଣ ପରେ ବିଜୟ ବଡ଼ ପଦକ୍ଷେପ ନେଇଛନ୍ତି। ସେ ୩ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟରେ ଦସ୍ତଖତ କରିଛନ୍ତି। ପ୍ରଥମତଃ ୨୦୦ ଯୁନିଟ୍ ମାଗଣା ବିଜୁଳି ମିଳିବ, ଦ୍ଵିତୀୟରେ ଡ୍ରଗ୍ସ ରୋକିବାକୁ ହେବ…
ଅନିଲ ଅମ୍ବାନୀଙ୍କ ୧୭ ଠିକଣାରେ ସିବିଆଇ ଚଢ଼ଉ
ମୁମ୍ବଇ: ଅନିଲ ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ରିଲାଏନ୍ସ ଗ୍ରୁପ୍ର ମୁମ୍ବଇସ୍ଥିତ ୧୭ଟି ଠିକଣାରେ ଶନିବାର ସିବିଆଇ ପକ୍ଷରୁ ଚଢଉ କରାଯାଇଛି। ଏହି କମ୍ପାନୀଗୁଡିକ ହେଲା ରିଲାଏନ୍ସ ଟେଲିକମ ଲିମିଟେଡ, ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ ଏବଂ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ।…