Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ହେଲେ ଶୋଭନଦେବ ଚଟ୍ଟୋପାଧ୍ୟାୟ
କୋଲକାତା : ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ଭାବରେ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ନିଯୁକ୍ତ କରିଛି ତୃଣମୂଳ କଂଗ୍ରେସ (ଟିଏମସି) । ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ଦୀର୍ଘଦିନ ଧରି ମମତା ବାନାର୍ଜୀଙ୍କ ନିକଟତର ବୋଲି ବିବେଚନା କରାଯାଉଛି। ସେ ପୂର୍ବ ବଙ୍ଗଳା ସରକାରରେ ଶକ୍ତି ମନ୍ତ୍ରୀ ଭାବରେ…
ବନ ଭାରତୀ ଫାଉଣ୍ଡେସନ’ ଓ ‘ସମ୍ବାଦ ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ହେଲା ଚକ୍ଷୁ ପରୀକ୍ଷା ଓ…
ବାଲେଶ୍ୱର,୯/୫ (କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ବ୍ଲକ ଅନ୍ତର୍ଗତ ତ୍ରିଶକ୍ତି କ୍ଲବ ନୟବାଲି ବିଷ୍ଣୁପୁରରେ ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।
ବନଭାରତୀ ଫାଉଣ୍ଡେସନ ଓ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଆୟୋଜିତ ଉଭୟ ଶିବିରକୁ ଜିଲ୍ଲା ରକ୍ତଦାତା ସଂଘ ସଭାପତି…
ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା : ୫ଟି ବର୍ଗରେ ପୁରସ୍କାର ପାଇବ ଓଡ଼ିଶା
ନୂଆଦିଲ୍ଲୀ : ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି । ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ଦେଶର ୪୨ଟି ପଞ୍ଚାୟତକୁ ମନୋନୀତ କରାଯାଇଛି । ଆସନ୍ତା ଜୁନ୍ ୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାରୋହରେ ପୁରସ୍କାର ବିତରଣ…
ଆଜି ଉତ୍ତର ପ୍ରଦେଶରେ କ୍ୟାବିନେଟ୍ ସଂପ୍ରସାରଣ : ଜାଣନ୍ତୁ କିଏ ପଡିବେ ବାଦ
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଯୋଗୀ କ୍ୟାବିନେଟ୍ ସଂପ୍ରସାରଣ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇଛି। ଯୋଗୀ କ୍ୟାବିନେଟ୍ ସଂପ୍ରସାରଣ ଆଜି ଅପରାହନ ୩:୩୦ ରେ ହେବ। ଏହି ସମୟରେ, ଗୁରୁତ୍ୱପୂର୍ଣ୍ଣ ଖବର ଆସୁଛି ଯେ କ୍ୟାବିନେଟ୍ ବିସ୍ତାରରେ କିଛି ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇପାରେ। ଅନେକ…
ଇତିହାସ ରଚିଲେ ଆଲେନ୍
ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର ଓପ୍ନର ଫିନ୍ ଆଲେନ୍ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଶୁକ୍ରବାର ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ କଲକାତା ନାଇଟ ରାଇଡର୍ସ ପାଇଁ ଆଲେନ୍ ମାତ୍ର ୪୭ ବଲ୍ରୁ ଶତକ ହାସଲକରି ଅପରାଜିତ ଥିଲେ। ଏହି ଇନିଂସ୍ରେ ଆଲେନ୍ ୧୦ଟି…
ରାୟଗଡ଼ା ସହର ଇନ୍ଦିରା ନଗରରେ ଅଭାବନୀୟ ଘଟଣା : ବନ୍ଧୁକ ମୁନରେ ଜଣେ ଯୁବକଙ୍କୁ ଅପହରଣ
ରାୟଗଡା : ରାୟଗଡ଼ା ସହର ଇନ୍ଦିରା ନଗରରେ ଅଭାବନୀୟ ଘଟଣା ଘଟିଛି। ବନ୍ଧୁକ ମୁନରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ପ୍ରଥମେ କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ଯୁବକଙ୍କୁ ପିଛା କରିଥିଲେ ।…
ତାମିଲନାଡୁରେ ବିଜୟ ରାଜ୍:ପ୍ରଥମ ଅଣ-ଦ୍ରାବିଡ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
ଚେନ୍ନଇ : ଆଜି ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜୟ। ଦୀର୍ଘ ୫୯ ବର୍ଷ ପରେ ତାମିଲନାଡୁରେ ଜଣେ ଅଣ-ଦ୍ରାବିଡ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି। ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଏହି ସମାରୋହ ଅନୁଷ୍ଠିତ ହୋଇଛି। ଏହି ଐତିହାସିକ କାର୍ଯ୍ୟକ୍ରମରେ…
ପଞ୍ଜାବ ରାଜନୀତିରେ ହଟଚମଟ, ଆପ୍ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କଲା ED
ପଞ୍ଜାବ : ପଞ୍ଜାବ ରାଜନୀତିରୁ ଆସୁଛି ବଡ଼ ଖବର। ମନି ଲଣ୍ଡରିଂ ମାମଲାରେ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଏହି ଗିରଫ ପରେ ପଞ୍ଜାବରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ପାରଦ ଉଷ୍ମ ହୋଇଛି।
ଶନିବାର ଦୀର୍ଘ ସମୟର ଜେରା ଏବଂ…
Dr. S. K. Agarwal’s New Book Navaratna from Bhagavad Gita Released
Kolkata:(9/5): A new spiritual and philosophical book titled Navaratna from Bhagavad Gita, written by Dr. Suresh Kumar Agarwal and published by Pragyan Foundation, was formally released on 8th May, 2026.
The book was officially unveiled…
ହଟିଲା ତାମିଲନାଡୁରେ ସରକାର ଗଠନ ସସ୍ପେନ୍ସ : ବିଜୟଙ୍କ ଟିଭିକେକୁ ମିଳିଲା ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା
Government formation suspense lifted in Tamil Nadu