Browsing Category

ଅପରାଧ

ଏସ୍‌ଆଇଙ୍କ ମୁଣ୍ଡରେ ହାତୁଡ଼ି ପାହାର: ଜେଲ୍‌ ଗଲେ ୪

ଧଉଳି: ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଦ୍ୟୁତ ସବଷ୍ଟେସନ ନିକଟରେ ଏକ ପରିତ୍ୟକ୍ତ କୋଠାଘରେ ଅପରାଧ ଘଟାଇବା ପାଇଁ ଆଡ୍ଡା ଜମାଇଥିବା ଏକ ଗ୍ୟାଙ୍ଗକୁ ଧରିବାକୁ ଯାଇ ଧଉଳି ଥାନା ପୁଲିସ ଆକ୍ରମଣର ଶିକାର ହୋଇଛି। ଅପରାଧୀଙ୍କ ଆକ୍ରମଣରେ ଏସଆଇ ସନ୍ତୋଷ ବଳ (୨୮) ଓ ହାବିଲଦାର ରାଜକିଶୋର ବାଗ…

ଆଣ୍ଟିକ ମ୍ୟାଜିକ ମିରର ବିକ୍ରି ନାଁରେ ବଡ଼ଧରଣର ଠକେଇ: ୩ ଠକ ଗିରଫ

ଭୁବନେଶ୍ବର: ଆଣ୍ଟିକ ମ୍ୟାଜିକ ମିରର ବିକ୍ରି ନାଁରେ ବଡ଼ଧରଣର ଠକେଇ ହୋଇଛି। ଇଷ୍ଟ ଇଣ୍ଡିଆ କମ୍ପାନୀ ମିରର୍ କହି ଲୋକଙ୍କୁ ଠକମାନେ ଚୁନା ଲଗାଇଛନ୍ତି। ମ୍ୟାଜିକ ମିରର୍ ଆଗରେ କପଡା ପିନ୍ଧି ଠିଆ ହେଲେ ମଧ୍ୟ ମିରର୍ ରେ ଉଲଗ୍ନ ଦେଖାଯିବ। ମିରର୍‌ର ଆଉ ଟିକେ ନିକଟତର ହେଲେ ଶରୀର ଭିତର ମାଂସ…

ଆଇଆଇଟି-ଏଚ୍ ହଷ୍ଟେଲ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସାଙ୍ଗାରେଡି: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ହାଇଦ୍ରାବାଦ (ଆଇଆଇଟି-ଏଚ୍) ର ଜଣେ ମହିଳା ଛାତ୍ରୀଙ୍କ ମୃତଦେହ ସୋମବାର ରାତିରେ ତାଙ୍କ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଜାଣିବାକୁ ମିଳିଛି ଯେ ଛାତ୍ରୀ ଜଣକ ହେଉଛନ୍ତି ଓଡ଼ିଆ। ତାଙ୍କ ନାମ ମମିଥା ନାୟକ। …

୧୮ ମାସ ପରେ ଗିରଫ ହେଲେ ସ୍ତ୍ରୀଙ୍କୁ ମାରି ଘର ପରିସରରେ ପୋତି ପକାଇଥିବା କେରଳୀ ବ୍ୟକ୍ତି

ଏର୍ଣ୍ଣାକୁଲମ୍‌: ପ୍ରାୟ ଦ‌େଢ଼ ବର୍ଷ ତଳେ ସ୍ତ୍ରୀଙ୍କୁ ମାରି ଘର ପରିସରରେ ପୋତି ପକାଇଥିବା ଜଣେ କେରଳୀ ବ୍ୟକ୍ତିଙ୍କୁ ନରକ୍କଲ୍‌ ପୁଲିସ ଗୁରୁବାର ଦିନ ଗିରଫ କରିବା ସହିତ ଶବ ପୋତା ଯାଇଥିବା ସ୍ଥାନ ଚିହ୍ନଟ କରି ଦେହାବଶେଷ ଉଦ୍ଧାର କରିଛି। ପ୍ରାପ୍ତ ସୂଚନା ଅନୁସାରେ, ନରକ୍କଲ୍‌ନିବାସୀ…

ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଯୋଡ଼ା: କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବୈଦ୍ୟନାଥ ହୋଟେଲ ପଛ ପାଖରେ ଗତକାଲି ରାତ୍ରିରେ ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥଇବାର ଖବର ମିଳିଛି। ତାଙ୍କଠାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟିନେଇଥିବା ବି ଜଣାଯାଇଛି। ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ…

ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଗୁଳିବିଦ୍ଧ ହୋଇ ମଲେ ସେନାର ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌

ଫିରୋଜପୁର: ପଞ୍ଜାବର ଫିରୋଜପୁରରେ ଅବସ୍ଥାପିତ ଭାରତୀୟ ସେନାର ଜଣେ ଲେଫ୍ଟନାଣ୍ଟ୍‌ କ‌େ‌ର୍ଣ୍ଣେଲ୍‌ ରବିବାର ରାତିରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଗୁଳି ଚୋଟରେ ଆତ୍ମହତ୍ୟା କରିଥିବା କଥା ସେନାସୂତ୍ରରୁ ଜଣାପଡ଼ିଛି। ସ୍ତ୍ରୀଙ୍କୁ ହତ୍ୟା କରିଥିବା କଥା ଭାରତୀୟ ସେନାର ଉକ୍ତ…

କର୍ଣ୍ଣାଟକ ବସ୍‌ଷ୍ଟାଣ୍ଡ୍‌ରେ ହିନ୍ଦୁ ଝିଅ ସହିତ କଥାବାର୍ତ୍ତା କରି ମାଡ଼ ଖାଇଲେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ

ବେଙ୍ଗାଲୁରୁ: କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲା ଅନ୍ତର୍ଗତ ଏକ ବସ୍‌ ଷ୍ଟାଣ୍ଡ୍‌ରେ ଜଣେ ୧୭ ବର୍ଷୀୟ ହିନ୍ଦୁ ଝିଅ ସହିତ କଥାବର୍ତ୍ତା କରିବା କାରଣରୁ ଜଣେ ୨୦ ବର୍ଷିୟ ସଂଖ୍ୟାଲଘୁ ଯୁବକଙ୍କୁ କିଛି ଲୋକ ମାରଧର କରିଛନ୍ତି। ଏହି ମାମଲାରେ ଦୁଇଟି ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇଛି।…

ପୁଲିସ୍ କବଜାରେ ଇରାନୀ ଗ୍ୟାଙ୍ଗ: ୫ ବାଇକ ଓ ୧୭ଟି ସୁନା ଚେନ ଜବତ

ଭୁବନେଶ୍ୱର: ସ୍ପେସାଲ ସ୍କ୍ବାଡ୍ ହାତରେ ଇରାନୀ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗ ନିକଟରୁ ୫ଟି ବାଇକ ଓ ୧୭ଟି ସୁନା ଚେନ ଜବତ କରିଛି ପୁଲିସ। ଆନ୍ଧ୍ର ପୁଲିସ ଏମାନଙ୍କୁ ଗତ ଛଅ ମାସ ହେଲା ଖୋଜୁଥିଲା। କେବଳ କମିସନରେଟ ପୁଲିସ ଅଞ୍ଚଳରେ ଏମାନଙ୍କ ନାଁରେ ୨୦ରୁ ଅଧିକ ମାମଲା ରହିଛି। ଏହାଛଡ଼ା ଅନୁଗୁଳ,…

ଝାଡଖଣ୍ଡ ଅଭିନେତ୍ରୀଙ୍କୁ ହତ୍ୟା ଘଟଣା: ଲୁଟେରାଙ୍କୁ ଟଙ୍କା ଦେଇ ସ୍ବାମୀ ହିଁ କରିଥିଲେ ହତ୍ୟା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଝାଡଖଣ୍ଡର ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ଝାଡଖଣ୍ଡର ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ମିଳିବା ପରେ ଏବେ ତାଙ୍କ ସ୍ବାମୀ ପ୍ରକାଶ କୁମାର ହିଁ ସୁପାରୀ ଦେଇ ରିୟାଙ୍କୁ ହତ୍ୟା କରିଥିବା…

ପାକିସ୍ତାନର ସିଞ୍ଝୋରୋରେ ହିନ୍ଦୁ ମହିଳାଙ୍କ ମୁଣ୍ଡକାଟ କରାଯାଇ ଚମଡ଼ା ଉତ୍ତାରି ଦିଆଯାଇଛି: ସାଂସଦ

ନୂଆଦିଲ୍ଲୀ: ବୁଧବାର ଦିନ ପାକିସ୍ତାନର ସିଞ୍ଝୋରୋ ସହରରେ ଜଣେ ହିନ୍ଦୁ ସମ୍ପ୍ରଦାୟର ମହିଳାଙ୍କୁ ହତ୍ୟା କରାଯାଇଥିବା କଥା ପାକିସ୍ତାନର ଜଣେ ମହିଳା ସିନେଟର୍‌ କହିଥିବା ‘ଇଣ୍ଡିଆ ଟୁଡେ’ ଆଜି ରିପୋର୍ଟ କରିଛି। ପାକିସ୍ତାନର ହିନ୍ଦୁ ସମ୍ପ୍ରଦାୟରୁ ସର୍ବ ପ୍ରଥମ ମହିଳା ସିନେଟର୍‌ କୃଷ୍ଣା…