ଜନନୀ ଯନ୍ତ୍ରଣା: ୩ ନାଳ ପାର ହେଲେ ଦୁଇ ଗର୍ଭବତୀ

ହରିଚନ୍ଦନପୁର: ଜନନୀ ଯନ୍ତ୍ରଣାର ଏପରି ବିକଳ ଚିତ୍ର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମରେ ଦେଖିବାକୁ ମିଳିଛି। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରୁ ନାହିଁ। ତେଣୁ ଦୁଇଜଣ ଗର୍ଭବତୀଙ୍କୁ ଦୁଇ କିଲୋମିଟର ଚାଲିବା ସହ…

ରାଧା ବନମାଳୀ 

============ ବରଜ ବଧୂ ସରବେ ଧରି ଅର୍ଘ୍ୟ ଥାଳି l ଆନନ୍ଦେ ବନ୍ଦାଅ ବନ୍ଧୁ ରାଧାବନମାଳୀ ll ଗଳେ ଦିଅ ବନମାଳା କେତକୀ ନିଆଳି l ଶିରରେ ତୁଳସୀ କଣ୍ଠେ ଗୁଞ୍ଜରୁଞ୍ଜ ମାଳି ll ବରଜ ବନ୍ଧୁଙ୍କୁ ବନ ବେଶେ କରି ସାଜ l ହୁଳ ହୁଳି ଦିଅ ସର୍ବେ ନାଗରୀ ସମାଜ ll…

ତୁମର ଉରୁ ଭଗ୍ନହେବ

============== ସଂସ୍କୃତ ମହାଭାରତରେ ଏକ ସୁନ୍ଦର କାହାଣୀ l କପଟ ପଶାରେ ପ୍ରବଞ୍ଚିତ ପାଣ୍ତବ ମାନଙ୍କ ରାଜ୍ୟ ଚ୍ୟୁତି ଓ ବନବାସ ଖବର କ୍ରମେ ଦିଗ ବିଦିଗରେ ପ୍ରଚାରିତ ହୋଇଗଲା l ଯିଏ ଶୁଣିଲା, ସିଏ ରାଜା ଧୃଷ୍ଟରାଷ୍ଟ୍ରଙ୍କ ତିରସ୍କାର କଲା l ସମ୍ବାଦ ପାଇ କୁରୁ କୁଳର…

ହରେ ମୁରାରେ ମଧୁ କୈଟଭାରେ 

================== ଭଗବାନ ଶ୍ରୀମଦ୍ ଭଗବତ ଗୀତାରେ କହିଛନ୍ତି, "ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ "l ଶ୍ରୀମଦ୍ ଭାଗବତରେ ସରଳ ଭାବରେ ଏ ତତ୍ତ୍ୱକୁ ବୁଝାଇ କୁହାଗଲା, " ଏମନ୍ତେ ନାନା ରୂପ ଧରି l ସଂସାରେ ରମେ ନରହରି ll ଦୁଷ୍ଟଙ୍କ ତେଜ,ବଳ ହରି l ସଂସାର ରଖେ…

ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ଅଧ୍ୟାପିକା

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନାଁରେ ସାଂଘାତିକ ଅଭିଯୋଗ । ରାଜନୀତି ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁରଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ସେହି ବିଭାଗର ଜଣେ ମହିଳା…

ପଥର ତଳେ ଚାପି ହୋଇ ମାମୁ ଭଣଜା ମୃତ

ଗଜପତି : ବ୍ଲାଷ୍ଟିଂ ବେଳେ ମାମୁ ଭଣଜାଙ୍କ ଉପରେ ପଡ଼ିଗଲା ବଡ଼ ପଥର। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ଘଟଣା ଘଟିଛି ଗଜପତି ଜିଲ୍ଲା ବନ୍ଧାଗୁଡ଼ାରେ।ସେମାନେ ହେଲେ ରମ୍ଭା ନିକଟସ୍ଥ ଝାରେଡି ଗାଁର ନାରାୟଣ ନାହାକ ଓ ମଧୁରଚୁଆ ଗାଁର ବିଷ୍ଣୁ ନାହାକ।ଗତ କିଛି ଦିନ ହେଲା ବନ୍ଧାଗୁଡ଼ା ଗାଁ…

ଚନ୍ଦ୍ରାୟନ-୩ ପ୍ରକଳ୍ପର ସଫଳତା: ଚର୍ଚ୍ଚାରେ ମାଲକାନଗିରିର ଯୁବ ବୈଜ୍ଞାନିକ

ମାଲକାନଗିରି: ଉପାନ୍ତ ଅଞ୍ଚଳର ଶିକ୍ଷକଙ୍କ ପୁଅ ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରାୟନ-୩ ପ୍ରକଳ୍ପରେ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରିଛନ୍ତି ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର। ଜୟନ୍ତ କେରଳ ତିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍…

ପ୍ରଣମାମୀ ମହାଯୋଗୀ

============== ପ୍ରଣମାମୀ ସନ୍ଥ ଜ୍ଞାନେଶ୍ବର ମହାଯୋଗୀ l ପ୍ରଣମାମୀ ବିଶ୍ୱଗୁରୁ ବିଭୁ ନାମ ଭୋଗୀ ll ଈଶ୍ୱର ପ୍ରେରିତେ ଆବିର୍ଭୁତ ଅଭିପ୍ରେତ l ମାନବକଲ୍ୟାଣେ ତଵ ବାଣୀ ପ୍ରଚାରିତ ll ତୁମ୍ଭ ଦିଗ୍ଦର୍ଶନକୁ ସାଧି ଇତର ପରାଣୀ l ଅତି ମାନବ ସମ୍ଭବ ଏହା ତୁମ୍ଭ…

ମୁକ୍ତିର ଆନନ୍ଦ

========== କାରା ବାସୁ ମୁକ୍ତି ଲଭି ଯୁଦ୍ଧ ବନ୍ଦୀ ଜଣେ l ଫେରିଯାଉଥିଲେ ଘରେ ହରଷିତ ମନେ ll ମନରେ ସୁଖସ୍ବପନ ଆସି କେତେ କେତେ l ଅବିରତେ ଆନନ୍ଦର ଅଶ୍ରୁ ବହେ ନେତ୍ରେ ll ଘରେ ପତ୍ନୀ ରହିଛନ୍ତି କେତେ ଦିନୁ ଚାହିଁ l ପୁଅ, ଝିଅ,ସାଥି,ବନ୍ଧୁ, ସହୋଦର ଭାଇ…

ସାରେ ଯହାଁ ସେ ଅଚ୍ଛା

     ============= ବିଧାତା ସୃଜିଲେ ଏ ଧରଣୀ ବକ୍ଷେ      ଯେତୋଟି ମନୁଷ୍ୟ ବାସ l ସବୁଠୁ ସୁନ୍ଦର ତା ମଧ୍ୟେ ମୋହର       ଦେଶ ଏ ଭାରତ ବର୍ଷ ll ଦେବତା ଇଚ୍ଛନ୍ତି ଜନମ ନେବାକୁ       ପୂତ ଭୂମି ଏ ଭାରତେ l ଶୁଭ୍ର ଶୈଳଶ୍ରେଣୀ ହିମାଳୟ ଯାର       ଶିରେ ମୁକୁଟ ପ୍ରକଟେ ll…