ମା’ଙ୍କ ବିନା ମୋଦୀଙ୍କ ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ୭୩ତମ ଜନ୍ମଦିବସ ପାଳନ କରିଛନ୍ତି। ସାରା ଭାରତର ବିଜେପି ଶାଖାଗୁଡ଼ିକ ତାଙ୍କର ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିବାକୁ ବିଭିନ୍ନ କ‌ାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି, ଚଳିତ ଜନ୍ମଦିନରେ ଲୋକଙ୍କ ଶୁଭକାମନାକୁ…

ନାମ ମୋହର ଧରମା

ବିଶ୍ଵକର୍ମା କୁଳେ ଜନମ ମୋହର ନାମ ମୋହର ଧରମା l ହାତେ ଧରି ଅଛି ନିହାଣ ମୁଗୁର ମୁଁ ଅଟେ ବିଚିତ୍ର କର୍ମା ll ଜନନୀ ଜଠରୁ ଜନମ ଲଭିଲି ବାପ ମୁଖ ଦେଖି ନାହିଁ l ଘରପୋଥି ପଢ଼ି ବିଦ୍ୟା ସାଧିଅଛି ବିଶ୍ଵ କରମାଙ୍କୁ ଧ୍ୟାୟୀ ll ଆହେ ଶିଳ୍ପୀକୁଳ ନହୁଅ ବିକଳ କିମ୍ପା ଯିବ ତୁମ ମଥା l…

ଅଧାଗଢ଼ା ଦିଅଁ

ଯଜ୍ଞ ନୃସିଂହଙ୍କୁ ପ୍ରତିଷ୍ଠା କରି, ମହାରାଜ ଇନ୍ଦ୍ରଦ୍ୟୁମ୍ନ ଯଜ୍ଞ ବେଦୀରେ ଆରମ୍ଭ କରିଥାନ୍ତି ଅଶ୍ଵମେଧ ଯଜ୍ଞ l ଯଜ୍ଞ ସମାପ୍ତହେବାକୁ ଆଉମାତ୍ର ଗୋଟିଏ ଦିନ ବାକି ଅଛି,ମହାପ୍ରଭୁଙ୍କ ପ୍ରକାଶ ସମୟ ଉପଗତ l ପରମ ଉତ୍କଣ୍ଠାରସହ ରାଜା ଶୋଇଛନ୍ତି l ଅପୂର୍ବ ଏକ ସ୍ବପ୍ନ ଦେଖିଲେ ମହାରାଜ…

ଶ୍ରୀଲଙ୍କା ଠାରୁ ୨୩ ବର୍ଷ ତଳର ପ୍ରତିଶୋଧ ନେଲା ଭାରତ

ଶ୍ରୀଲଙ୍କା ଠାରୁ ମଧୁର ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ। ପ୍ରତିଶୋଧ ହିଁ ପୁରୁଣା ଘା’କୁ ଥଣ୍ଡା ପହଞ୍ଚାଇ ଥାଏ। ସମ୍ଭବତଃ ଶ୍ରୀଲଙ୍କାକୁ ଏସିଆ କପ ଫାଇନାଲରେ ମାତ୍ର ୫୦ ରନରେ ଅଲଆଉଟ କରିବା ପରେ ଭାରତୀୟ ଖେଳାଳି ସମାନ କଥା ଭାବୁଥିବେ। କାରଣ ଏହା କୌଣସି ଦିନିକିଆ ଟୁର୍ଣ୍ଣାମେଣ୍ଟର…

ଚଣ୍ଡିଖୋଲ ହାଇସ୍କୁଲରେ ଗଳ୍ପକଥନ ପ୍ରତିଯୋଗିତା

ଚଣ୍ଡିଖୋଲ: ଗତ 18.08.2023 ତାରିଖରେ ଭୁବନେଶ୍ୱରସ୍ଥ ଓଡିଶା ଷ୍ଟୋରୀଟେଲିଙ୍ଗ ସୋସାଇଟି ଓ ଚଣ୍ଡିଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ସହଯୋଗରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଗଳ୍ପକଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ତରଭା : ‌ସ୍ଥାନୀୟ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ବରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି।ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନୀଳକାନ୍ତି ପଟ୍ଟନାୟକ ମୁଖ୍ୟ ଅତିଥି ଓ ପୂର୍ବତନ ନଗରପାଳ ଶୈଳେନ୍ଦ୍ର ସାହୁ…

ପୁରନ୍ଦର ମିଶ୍ର ଛତିଶଗଡ଼ ବୃହତ ଓଡ଼ିଆ ସମାଜର ସଭାପତି ନିର୍ବାଚିତ

ରାୟପୁର :ଛତିଶଗଡ଼ସ୍ଥିତ ବୃହତ ଓଡ଼ିଆ ସମାଜର ସଭାପତି ରୂପେ ବିଶିଷ୍ଟ ସମାଜସେବୀ ପୁରନ୍ଦର ମିଶ୍ର ନିର୍ବାଚିତ ହୋଇଛନ୍ତି। ଏହି ବୃହତ ସମାଜ ଅଧୀନରେ ପ୍ରଦେଶର ୩୫ ଲକ୍ଷ ଓଡ଼ିଆ ନିବାସୀଙ୍କୁ ପ୍ରତିନିଧିତ୍ଵ କରୁଥିବା ୨୪ଟି ସମାଜକୁ ସାମିଲ କରାଯାଇଛି। ଏମାନେ ହେଲେ ବ୍ରାହ୍ମଣ, କୋଲତା, ସୌରାଂ,…

ଉତ୍କେଲାରୁ ଆଜି ଉଡ଼ିବ ବିମାନ

କେସିଙ୍ଗା/ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନ ବନ୍ଦରରୁ ଗୁରୁବାର ବିମାନ ଉଡ଼ିବ । ପ୍ରଥମେ ଉତ୍କେଲାରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଉତ୍କେଲାକୁ ୯ ସିଟ୍‌ ବିଶିଷ୍ଟ ଯାତ୍ରୀବାହୀ ବିମାନ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ…

ପାଟକୁରା ନିର୍ବାଚନ ମଣ୍ଡଳୀର ୭ କଲେଜରେ ବିଜେପିର ଭୋଟର ସଚେତନତା ମହାଅଭିଯାନ ଆରମ୍ଭ

ପାଟକୁରା: ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଉଥିବା ଭୋଟର ଲିଷ୍ଟ ରେ ନୂଆ ବା ପ୍ରଥମ ଥର ମତଦାନ କରିବାକୁ ଯାଉଥିବା ଯୁବ ଭୋଟର ମାନଙ୍କ ନାମକୁ ସାମିଲ କରିବା ପାଇଁ ବିଜେପି ପକ୍ଷରୁ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକର ୭ ଟି ଶିକ୍ଷାନୁଷ୍ଠାନରେ ଭୋଟର ସଚେତନତା ମହାଅଭିଯାନ…

ଦୁର୍ନୀତିର ସବୁ ସୀମା ପାର କଲା ପୁରୁଣାହାଟ ଗ୍ରାମପଞ୍ଚାୟତ 

କଟକ: କଟକ ଜିଲ୍କା ସାଲେପୁର ବ୍ଲକ ଅଧିନସ୍ଥ ପୁରୁଣାହାଟ ଗ୍ରାମପଞ୍ଚାୟତ ପୁରୁଣାହାଟ ଗ୍ରାମର ଜୈନେକ ବ୍ୟକ୍ତି ନିଜ ବାଡ଼ିରେ ଗୋରୁ ବନ୍ଧା ପାଇଁ କରିଥିବା ପୁରୁଣା ଢ଼ଳେଇକୁ ଚତୁରତାର ସହ ନୂଆ ଦର୍ଶାଇ ସୂଚନା ଫଳକ ଲାଗିଛି | ନୂଆ ଫାଇଲ କରି ପୁରୁଣାହାଟ ପଞ୍ଚାୟତର ସରପଞ୍ଚ ଓ ପିଇଓ ଙ୍କ ସହାୟତାରେ…