ସିବିଆଇ ପଂଞ୍ଝାରେ ଆୟକର ଅଧିକାରୀ

ଖୋର୍ଦ୍ଧା: ଖୋର୍ଦ୍ଧାର ଆୟକର ବିଭାଗ ଅଧିକାରୀ ସୁମନ ସୁନ୍ଦର ସାହୁ ଗତ ପ୍ରାୟ ୧ ମାସ ଧରି ଏକ ସୁନାଗହଣା ଦୋକାନକୁ ଧମକାଇ ତିନିଟି କିସ୍ତିରେ୧୫ଲକ୍ଷ ନେଇଥିଲେ । ଏତେ ପରିମାଣରେ ଟଙ୍କା ମିଳିବା ଦେଖି ଲୋଭ ବଢ଼ିଥିଲା, ପୁଣି ଫୋନ୍ କରି ଧମକାଇ ଆହୁରି ଟଙ୍କା ଦେବାକୁ ଦାବି କରିଥିଲେ । ଆଜି…

ଏଣିକି କ୍ୟାମେରା ନଜରରେ ରହିବ ଚୌଦ୍ୱାର ଅଞ୍ଚଳ

ଚୌଦ୍ୱାର: ଆଜି କଟକ କମିଶନରେଟ ପୁଲିସ ପକ୍ଷରୁ ଚୌଦ୍ୱାର ଥାନା ପରିସରରେ ଚୌଦ୍ୱାର ଅଞ୍ଚଳକୁ ଜଗିବା ପାଇଁ ସିସିଟିଭି କ୍ୟାମେରାର ଉଦ୍ଘାଟନୀ କର୍ଯ୍ୟକର୍ମ ଅନୁଷ୍ଠିତ ହୋଯାଇଛି । ଇମ୍ଫାର ସାମାଜିକ ଓ ଦାୟିତ୍ୱବୋଧ ଶାଖା, ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ଓ କଟକ କମିଶରେଟ୍ ପୁଲିସ୍ ସହଭାଗିତାରେ…

ଓଡ଼ିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସୁରାଟରେ ଚିକିତ୍ସିତ ହେଉଥିବା ଓଡ଼ିଆ ଲୋକମାନଙ୍କୁ ଭେଟିଲେ ।

ସୁରାଟ : ତା-୨୪/୦୯/୨୦୨୨ ସୁରାଟ ର KD NUPOOR General Hospital କୁ ଓଡ଼ିଶାର ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପରିଦର୍ଶନ କରି ମେଡିକାଲ ରେ ଚିକିତ୍ସିତ ହେଉଥିବା ଓଡ଼ିଆ ଲୋକମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ

କଟକ: ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦକାରୀ ସଂସ୍ଥା ଭାବେ ବିଶ୍ୱରେ ପହଞ୍ଚି ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ ହୋଇଛି । ପୂର୍ବ ଭାରତରେ କ୍ରାଓଜୋନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଭାରତ…

ମୋଦିଙ୍କ ଜନ୍ମଦିନ ଅବସରରେ ୨୭ ନଂ ୱାର୍ଡରେ ରକ୍ତଦାନ ଅମୃତ ମହୋତ୍ସବ କାର୍ଯ୍ଯକ୍ରମ।

ବ୍ରହ୍ମପୁର : ବ୍ରହ୍ମପୁର ୨୭ନଂ ୱାର୍ଡରେ ୨୧ ୟୁନିଟ ରକ୍ତ ସଂଗ୍ରହ। ସେବାସପ୍ତାହରେ ରକ୍ତଦାନ ଅମୃତ ମହୋତ୍ସବ ଭାରତର ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ଦ୍ୱାରା ନିର୍ଦ୍ଧାରିତ ସେବା ସପ୍ତାହ କାର୍ଯ୍ଯକ୍ରମ ଅନୁଯାୟୀ ବ୍ରହ୍ମପୁର ଗୋଷାଣୀ…

ଅଲ୍ ଓଡିଶା ଇ.ପି.ଏଫ ପେନସନର୍ସ ଆସୋସିଏସନର କୋର୍ କମିଟି ବୈଠକ

ଭୁବନେଶ୍ୱର : ତା.୨୪.୦୯.୨୦୨୨ରିଖ  ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର କୋର କମିଟି ବୈଠକ ଗତକାଲି ବୟନିକା କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଇପିଏଫ ପେନସନଧାରୀଙ୍କ ଦୀର୍ଘଦିନର ଦାବୀ ସର୍ବନିମ୍ନ ପେନସନ ନଅ ହଜାର ଟଙ୍କାକୁ ବୃଦ୍ଧି ସହିତ ମହଙ୍ଗା ଭତ୍ତା ପ୍ରଦାନ…

କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓଡିଶା ପକ୍ଷରୁ ବାପା ମା ଛେଉଣ୍ଡ ଦୁଇଟି ଝିଅ ଓ ଗୋଟିଏ ପୁଅ କୁ ଚଳିବାକୁ ଓ ପାଠ ପଢାଇବାକୁ…

ଖୋର୍ଦ୍ଧା: କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓଡିଶା ପକ୍ଷରୁ ବାପା ମା ଛେଉଣ୍ଡ ଦୁଇଟି ଝିଅ ଓ ଗୋଟିଏ ପୁଅ କୁ ଚଳିବାକୁ ଓ ପାଠ ପଢାଇବାକୁ ସାହାଯ୍ଯ କରାଯାଇଛି। ଖୋର୍ଦ୍ଧା ଅଞ୍ଚଳର ଲକ୍ଷ୍ମୀ ପ୍ରିୟା ଜେନା, ମାନି ଜେନା ଓ ଗୋପାଳ ଜେନା ଙ୍କୁ ବାପା ଅଶୋକ ଜେନା(ମୃତ) ମାତା ଚାମି ଜେନା (ମୃତ)…

ଭୁବନେଶ୍ୱରରେ ୧୩ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ବର: ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ ନିକଟରୁ ଜବତ କରାଯାଇଛି ୧୩ ଗ୍ରାମ୍‌ର ବ୍ରାଉନ୍‌ସୁଗାର। ସଂପୃକ୍ତ ଘଟଣାରେ ଜଣେ ଯୁବକଙ୍କୁ ଗିରଫ କଲା ପୋଲିସ୍ I ଜବତ ବ୍ରାଉନୁସୁଗାରର ମୂଲ୍ୟ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରୁ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀଲଙ୍କାରୁ ଫେରିଲା ପ୍ରବାସୀ ଓଡ଼ିଆଙ୍କ ପାର୍ଥିବ ଶରୀର,

ଭୁବନେଶ୍ବର: ବାହାର ଦେଶରେ ମୃତ୍ୟୁ ହୋଇଥିବାରୁ ନିଜ ଜନ୍ମ ସ୍ଥାନକୁ ଫେରି ପାରୁନଥିଲା ଓଡ଼ିଆ ଯୁବକଙ୍କ ମୃତଶରୀର। ଶେଷ ମୁହୂର୍ତ୍ତରେ ଏକମାତ୍ର ପୁଅର ମୁହଁ ଟିକେ ଦେଖିବାକୁ ପରିବାର ସଦସ୍ୟ ବିକଳ ହେଉଥିଲେ । ଆଉ ଏତିକିବେଳେ, ସହାୟତାର ହାତ ବଢାଇଲା ‘ଓଡ଼ିଶା ମୋ ପରିବାର’, ନିଜ ଜନ୍ମସ୍ଥାନକୁ…

କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ କୁଡୁମୀ ସମାଜର ବିରୋଧ

ବାରିପଦା: କୁଡୁମୀ ସମ୍ପ୍ରଦାୟକୁ ପୁନଃ ଆଦିବାସୀ ତାଲିକାଭୁକ୍ତ କରିବା ପାଇଁ କୁଡୁମୀ ସମାଜ ଦାବି କରିଆସୁଛି। ଏହି ଦାବି ନେଇ ଗତ ୨୦ ତାରିଖ ଦିନ କୁଡୁମୀ ସମାଜ ପକ୍ଷରୁ ବାରିପଦା ଓ ରାଇରଙ୍ଗପୁରରେ ରେଳରୋକ କରାଯାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ…