ଭୁବନେଶ୍ୱରରେ ୧୩ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ବର: ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ ନିକଟରୁ ଜବତ କରାଯାଇଛି ୧୩ ଗ୍ରାମ୍‌ର ବ୍ରାଉନ୍‌ସୁଗାର। ସଂପୃକ୍ତ ଘଟଣାରେ ଜଣେ ଯୁବକଙ୍କୁ ଗିରଫ କଲା ପୋଲିସ୍ I ଜବତ ବ୍ରାଉନୁସୁଗାରର ମୂଲ୍ୟ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରୁ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.