ସୁସ୍ଥ ହୋଇ ଘରକୁ ଫେରିଲେ ବାବୁସାନ୍
ଭୁବନେଶ୍ବର : ଗତ କିଛି ଦିନ ହେଲା ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଲିଉଡ୍ ସୁପରଷ୍ଟାର୍ ବାବୁସାନ ମହାନ୍ତି ଶନିବାର ଦିନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍ଚାର୍ଜ କରାଯିବା ପରେ ପତ୍ନୀ ତୃପ୍ତି ଶତପଥୀ ତାଙ୍କୁ ନେଇ ଘରକୁ ଫେରିଛନ୍ତି।
ସୂଚନାଯୋଗ୍ୟ, ସତ୍ୟ…