ଝାଡ଼ଖଣ୍ଡ କଂଗ୍ରେସ ସାଂସଦଙ୍କ ଉପରେ ଆୟକର ଚଡ଼କ ! ଓଡ଼ିଶା, ଝାଡ଼ଖଣ୍ଡର ବିଭିନ୍ନ ଠିକଣାରେ ଚଢଉ

ରାଞ୍ଚି: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଝାଡ଼ଖଣ୍ଡର ରାଞ୍ଚି, ଲୋହରଦଗା ଓ ଓଡ଼ିଶାର ୫ରୁ ଅଧିକ ସ୍ଥାନରେ ଆୟକର ଟିମ୍ ଚଢ଼ାଉ କରିଛି। ତାଙ୍କ ଅଫିସ ବିଭିନ୍ନ ପ୍ରକାର ଦସ୍ତାବିଜ ଓ ନିବେଶ କାଗଜପତ୍ର ଯାଞ୍ଚ କରାଯାଉଛି। ସାଂସଦ ସାହୁଙ୍କ ପୈତୃକ ଘର ଲୋହରଦଗାରେ ଥିବା ବେଳେ…

ମହାଲକ୍ଷ୍ମୀଙ୍କ ଭକ୍ତ ବଳରାମ ଦାସ

ସେଦିନ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା l ଭକ୍ତମାନଙ୍କ ହରିବୋଲ ଘଣ୍ଟ ଘଣ୍ଟା ଧ୍ୱନୀରେ ବଡ଼ ଦାଣ୍ଡ ଉଛୁଳି ପଡୁଛି l ମହାପ୍ରଭୁ ସଜ ହେଉଥାନ୍ତି, ଗୁଣ୍ଡିଚା ଯାତ୍ରା ପାଇଁ l ମା' ଲକ୍ଷ୍ମୀଙ୍କୁ ମହାପ୍ରଭୁ କହିଲେ, 'ଶୁଣିଲଣି ଆମେ ଭାଇ ଭଉଣୀ ରଥଚଢ଼ି ଗୁଣ୍ଡିଚା ମନ୍ଦିର ଯିବୁ ପଥରେ ମାଉସୀମାଆ ଘରେ…

କତର ମାମଲାରେ ମୋଦୀଙ୍କ ହସ୍ତକ୍ଷେପ, ମୃତ୍ୟୁଦଣ୍ଡ ପାଇଥିବା ପୂର୍ବତନ ନୌସେନା ଅଧିକାରୀଙ୍କୁ ଭେଟିଲେ ଭାରତୀୟ…

ନୂଆଦିଲ୍ଲୀ: କତରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଓ ଦୂତାବାସ ଅଧିକାରୀମାନେ ଭେଟିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ୮ ଜଣଙ୍କୁ ଭେଟିଛନ୍ତି। ଆବେଦନ ପରେ ଏହି ମାମଲାରେ…

ବିଶୁଦ୍ଧ ହେବ ଦୟା ନଦୀର ଜଳ! ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ବିଶୋଧନ ପ୍ଲାଣ୍ଟ ନିର୍ମାଣ ପାଇଁ ନିଷ୍ପତ୍ତି

ଭୁବନେଶ୍ବର: ଦୟା ନଦୀର ଜଳ ବିଶୁଦ୍ଧ ହେବ। ଏଥି ପାଇଁ ରାଜ୍ୟ ସରକାର ପ୍ରାରମ୍ଭିକ ପଦକ୍ଷେପ ନେଇଛନ୍ତି। ଦୟା ଓ ଗଙ୍ଗୁଆ ନାଳର ସଂଯୋଗ ସ୍ଥଳରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ବିଶୋଧନ ପ୍ଲାଣ୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା…

ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ ଜନ ସଚେତନତା

ସାକ୍ଷୀଗୋପାଳ: ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରମାନଙ୍କ ସହ ସ୍କାଉଟ୍‌ ଆଣ୍ଡ୍‌ ଗାଇଡ୍‌ ବିଭାଗ ଛାତ୍ରମାନେ ଏନ୍‌ସିସି ଅଫିସର ସୁଚିତ୍ର ଖଟେଇ ଓ ସ୍କାଉଟ୍‌ ଟିଚର ଚିନ୍ମୟ ଜେନାଙ୍କ ତତ୍ବାବଧାନରେ ଏକ ଶୋଭାଯାତ୍ରାରେ ଯାଇ ପଞ୍ଚସଖା ଖେଳ ପଡିଆ…

ଗୃହରକ୍ଷୀ ବାହିନୀର ୬୧ତମ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ: ଗୃହରକ୍ଷୀ ବାହିନୀର ୬୧ତମ ପ୍ରତିଷ୍ଠା ଦିବସ ସମାରୋହ ବୌଦ୍ଧଜିଲ୍ଲାରେ ମହାସମାରୋହରେ ପାଳିତ ହୋଇଯାଇଛି। ୫ମ ଆଇଆରବି ବାଟାଲିୟନ ପଡ଼ିଆଠାରେ ଅନୁଷ୍ଠିତ ଉତ୍ସିବରେ ମୁଖ୍ୟଅତିଥି ଭାବରେ ଜିଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ…

ନୀଳଗିରିରେ ମହିଳାଙ୍କୁ ୩ ରାଉଣ୍ଡ ଗୁଳିମାଡ଼, ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଅଧୀନ ରାଇପାଳ ଗାଁରେ ଘରେ ପଶି ଜଣେ ମହିଳାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇବା ଘଟଣାରେ ପୁଲିସ ଜଣେ ସମ୍ପର୍କୀୟଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ମଙ୍ଗଳବାର ମଧ୍ୟରାତିରେ ରାଇପାଳ ଗାଁର ରସିକ ମୁର୍ମୁଙ୍କ ଘରେ ପଶି ତାଙ୍କ ପତ୍ନୀ…

୩ ହଜାର କୋଟିରେ ଓଟିଏମ୍‌‌ ଭିତ୍ତିଭୂମି ଉପରେ ପ୍ରତିଷ୍ଠା ହେବ ସମନ୍ୱିତ ବୟନ ଶିଳ୍ପ

ଚୌଦ୍ୱାର: ବନ୍ଦ ଓଟିଏମ୍‌‌ର ଭିତ୍ତିଭୂମି ଉପରେ ସମନ୍ୱିତ ବୟନ ଶିଳ୍ପ ପ୍ରତିଷ୍ଠାନେଇ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଖବର ପ୍ରଚାରିତ ହେବାପରେ ଚୌଦ୍ୱାର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ବିଜୁ ବାବୁଙ୍କ କର୍ମଭୂମି ଶିଳ୍ପ ନଗରୀ ଚୌଦ୍ୱାରରେ ପ୍ରବାଦ ପୁରୁଷଙ୍କ ହାତଗଢ଼ା ଓଟିଏମ୍‌‌ ଜମିରେ…

ଜୟ କମଳ ଆରୁଢ଼େ

ଆସି ଅଛି ଆସି ଅଛି ପୁଣ୍ୟ ମାର୍ଗଶୀର l ଏ ପୁଣ୍ୟମାସ ଅଟଇ ମାଆ ଲକ୍ଷ୍ମୀଙ୍କର ll ମାର୍ଗଶୀର ମଧ୍ୟେ ଆଜ ପୁଣ୍ୟ ଗୁରୁବାର l ମାଣ ବସା ଓଷା ଆଜି ଜଗନ୍ମାତାଙ୍କର ll ଉତ୍କଳର ଘରେ ଘରେ ପଡ଼ିଅଛି ଝୋଟି l କୂଳବଧୁ ମାନେ ସର୍ବେ ପ୍ରଭାତରୁ ଉଠି ll ଲିପି, ପୋଛି, କରିଛନ୍ତି ଗୃହ ପରିଷ୍କାର l…

ଦ୍ଵିତୀୟ ବିଳାଶୁଣୀ ମହୋତ୍ସବ ମହାସମାରୋହରେ ସମାପ୍ତ

ଭୁବନେଶ୍ୱର: ତା ୦୬/୧୨ ରିଖ, କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ବିଳାଶୁଣୀ ଗ୍ରାମରେ ତିନିଦିନିଆ ଦ୍ବିତୀୟ ବିଳାଶୁଣୀ ମହୋତ୍ସବ ମହାସମାରୋହରେ ସମାପ୍ତ ହୋଇଯାଇଛି।ଏହି କ୍ରୀଡା, ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହାକୁମ୍ଭରେ ପ୍ରାୟ ଦଶ ହଜାର ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିବା ଦେଖାଯାଇଥିଲା ।…