ଖଣ୍ଡଗିରି ବାରିରେ ବୃଦ୍ଧାଙ୍କୁ ହତ୍ୟା ଘଟଣା
ଭୁବନେଶ୍ବର: ଖଣ୍ଡଗିରି ବାରି ଅଞ୍ଚଳ ବସ୍ତି ଭିତରେ ପଶି ବୃଦ୍ଧା ମଦା ପଲେଇଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାର ୬ ଦିନ ପରେ ମଧ୍ୟ ପୁଲିସ ହତ୍ୟାକାରୀଙ୍କ ପାଖରେ ପହଞ୍ଚି ପାରିନାହିଁ। ହତ୍ୟାକାରୀଙ୍କୁ ଧରିବା ତ ଦୂରର କଥା, ହତ୍ୟା ପଛର ନିର୍ଦ୍ଦିଷ୍ଟ କାରଣ ବି ପଦାକୁ ଆସି ପାରିନାହିଁ। ହେଲେ…