ଶିଖରଚଣ୍ଡୀ ଲୋ ଶିଖରଚଣ୍ଡୀ
ଶିଖରଚଣ୍ଡୀ ଲୋ ଶିଖରଚଣ୍ଡୀ l
ବସିଲୁ ପର୍ବତ ଶିଖର ମଣ୍ଡି ll
ସିନ୍ଦୁର ମୁଣ୍ଡି ତୁ ହଳଦୀ ମୁଖୀ l
ସବୁରି ବିପଦୁ ପାରୁ ତୁ ରଖି ll
କୋଣାର୍କରେ ରାମଚଣ୍ଡୀକା ତୁହି l
କଳାପାହାଡ଼କୁ ଥିଲୁ ଭଣ୍ଡାଇ ll
କଟକେ ବୋଲାଉ କଟକଚଣ୍ଡୀ l
ଭଉଣୀ ତୋହର ଶ୍ରୀଗଡ଼ଚଣ୍ଡୀ ll
ବରୁଣାଇ ନାମେ ଖୁରୁଧା…