ଦର ବୃଦ୍ଧିକୁ ନେଇ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ।
ବଲାଙ୍ଗୀର :(ବିବି ନିୟୁଜ ବ୍ୟୁରୋ) ସଇଁନ୍ତଲା,ଏନ୍ଏନ୍ଏସ୍: ଦିନକୁଦିନ ଅହେତୁକ ଦର ବୃଦ୍ଧି ଯୋଗୁ ସାଧାରଣ ଖଟିଖିଆ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭନ୍ଦ୍ରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ବ୍ଲକ କଂଗ୍ରେସ…