ଶ୍ରୀରାଧା ଜନ୍ମ ମହୋତ୍ସବ ଅନୁଷ୍ଠିତ ।

ପୁରୀ  :  ପୁରୀ ଜିଲା ସାକ୍ଷୀ ଗୋପୀନାଥଙ୍କ ମନ୍ଦିରରେ ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ତିନିଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ନିକଟରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଶୁକ୍ରବାର…

ପୁଣିଥରେ ଦୁବାଇରେ ଭାରତ ପାକିସ୍ତାନ ସୁପର-୪ ମୁକାବିଲା ହେବ।

ଦୁବାଇ : ଗତ ରବିବାର ଏହି ଷ୍ଟାଡିୟମ୍‌ରେ ଚଳିତ ଏସିଆ କପ୍‌ରେ ଭାରତ-ପାକିସ୍ତାନ ​ଟ୍ବେଣ୍ଟି-୨୦ ମୁକାବିଲା ରୋମାଞ୍ଚକର ହୋଇଥିଲା। ଶେଷ ଓଭରରେ ହାର୍ଦିକ ପାଣ୍ଡ୍ୟାଙ୍କ ଛକାରେ ଭାରତ ଜିତିବା ପରେ ଉଭୟ ଦଳଙ୍କ ମଧ୍ୟରେ ୨ୟ ରାଉଣ୍ଡ ମୁକାବିଲା ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ଭାରତ ଓ ପାକିସ୍ତାନ…

ଓଡ଼ିଶାବାସୀ ଦେଖିବେ ବାୟୁସେନାର ଚିତ୍ତାକର୍ଷକ ସୂର୍ଯ୍ୟକିରଣ ଶୋ।

ଭୁବନେଶ୍ବର : ଚଳିତ ମାସ ପୁରୀ ଏବଂ ରାଜଧାନୀରେ ଓଡ଼ିଶାବାସୀ ଦେଖିବେ ବାୟୁସେନାର ଚିତ୍ତାକର୍ଷକ ସୂର୍ଯ୍ୟକିରଣ ଶୋ। ପୁରୀ ରାଜଭବନ ନିକଟବର୍ତ୍ତୀ ସମୁଦ୍ରତଟରେ ଏହି ଚିତ୍ତାକର୍ଷକ ଶୋ ପ୍ରଦର୍ଶିତ ହେବାକୁ ଥିବାବେଳେ ଭୁବନେଶ୍ବର କୁଆଖାଇ ନଦୀଶଯ୍ୟାରେ ଏହି ଶୋ ପ୍ରଦର୍ଶିତ ହେବାର…

ପ୍ରେମମୟୀ ରାଧା

ନମଃ ବୃନ୍ଦାବନେଶ୍ୱରୀ ପ୍ରେମମୟୀ ରାଧା l ତୋର ପ୍ରେମବିନା ମାତ ଜୀବନଟା ଅଧା ll ତପ୍ତକାଞ୍ଚନ ଗୌରଙ୍ଗୀ ଶ୍ରୀମତୀ ରାଧିକା l ତଵ ନାମେ ବାଜେ ମଧୁବନ ବଂଶୀ ଏକା ll ରାଧାକୃଷ୍ଣ ଏକ ବିଜେ ଦୁଇ ଗୋଟି ଫାଳ l ରାଧା ବିନା କୃଷ୍ଣ କାହିଁ ଶ୍ରୀନନ୍ଦଗୋପାଳ ll କୃଷ୍ଣ ନ ମିଳନ୍ତି ଛାଡ଼ି ରାଧା…

ଅଧା ଜେଲ ଦଣ୍ଡ ଭୋଗିଥିବା କଏଦୀ ମୁକୁଳିବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

ନୂଆଦିଲ୍ଲୀ: ଛୋଟ ଛୋଟ ଅପରାଧ ପାଇଁ ଅଧା ଜେଲଦଣ୍ଡ ଭୋଗି ସାରିଥିବା କଏଦୀମାନେ ଜେଲରୁ ଖଲାସ ହେବେ । ଏଥିପାଇଁ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରାବଧାନ ବୁଝାମଣା ବ୍ୟବସ୍ଥାରେ ୭ ବର୍ଷ ବା ତା’ଠାରୁ କମ୍ ବର୍ଷ ପାଇଁ ଦଣ୍ଡିତ ହୋଇଥିବା ଅପରାଧୀଙ୍କୁ ଖଲାସ କରାଯାଇଥାଏ ।…

ବେଙ୍ଗାଲୁରୁଠାରେ ମହାବିନାୟକ ମହୋତ୍ସବ ସମାପନ

ବେଙ୍ଗାଲୁର: ୩ା୯ : ବେଙ୍ଗାଲୁରୁଠାରେ ଓଡ଼ିଶା ପୂଜା କମିଟି ତରଫରୁ ମହାସମାରୋହରେ ୨୮ତମ ମହାବିନାୟକ ମହୋତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ପୂଜାସ୍ଥଳୀ ଏମ୍‌. ବିଶ୍ୱେଶରାୟ କଲେଜ ପ୍ରାଙ୍ଗଣରେ ନିର୍ମିତ ପୂଜା ମଣ୍ଡପକୁ ଦକ୍ଷିଣ ଭାରତୀୟ ମନ୍ଦିର ଶୈଳୀରେ ସଜ୍ଜା ଯାଇଥିଲା ।…

ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଭିନ୍ନ ଉପସଭାପତି ଓ ବରିଷ୍ଠ ଉପସଭାପତିଙ୍କ ନାମ ଘୋଷଣା କରାଯାଇଛି ।

ଭୁବନେଶ୍ୱର: ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ତା’ର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ କରିଛି । ଏହାମଧ୍ୟରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଭିନ୍ନ ଉପସଭାପତି ଓ ବରିଷ୍ଠ ଉପସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜେଡି…

ଗୁରୁ

ଗୁରୁ ସାରଥି ରଥର ଚଳାନ୍ତି ଜୀବନ ପଥ ଧରି ଅଙ୍ଗୁଳି ହାତର । ଗୁରୁ ପଥ ପ୍ରଦର୍ଶକ ଦେଖାନ୍ତି ଜ୍ଞାନର ପଥ ପାଲଟି ଏକ ଦୀପକ । ଗୁରୁ ସ୍ବୟଂ ଭଗବାନ ଦେଇଥାନ୍ତି ଆଶୀର୍ବାଦ ଜୀଇଁବାକୁ ଏ ଜୀବନ । ଗୁରୁ ଚବିଶଙ୍କୁ ମାନି ଶିଷ୍ୟ ସେଇ ଅବଧୂତ ଥିଲେ ହୋଇ ମହାଜ୍ଞାନୀ । ଗୁରୁ ଅଭୟ ପ୍ରଦାତା…

ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶ୍ୟାମାଚରଣପୁର ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି।…

ରାଜ୍ୟ ରାଜପଥରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର : ବିଗତ ୧୫ ଦିନ ମଧ୍ୟରେ ହେଲମେଟ୍ ନପିନ୍ଧି ବାଇକ୍ ଚଳାଇବା ଓ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା କାରଣରୁ ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ ମୋଟ ୧୨୫୪୫ ଜଣ ବାଇକ୍ ଆରୋହୀଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରିଛନ୍ତି । ଏହାସହିତ ମୋଟ ୨୪୪୭୪ ଜଣଙ୍କୁ ଗାଡ଼ି ଚଳକଙ୍କୁ ଇ-ଚାଲାଣ…